Naveen ନିବାସ ପାଖରେ ହନ୍ତସନ୍ତ ହେଉଛନ୍ତି ଜନତା, ଦେଖନ୍ତୁ ଏ ନେଇ ମହିଳା ଜଣକ କଣ କହୁଛନ୍ତି ଶୁଣିଲେ ଆପଣ ବି ହେଇଯିବେ ତାଜୁବ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ମମିତା ହ-ତ୍ୟା ମା-ମ-ଲା-ର ସିବିଆଇ ତ-ଦ-ନ୍ତ ସହ ମନ୍ତ୍ରୀଙ୍କୁ ବହିଷ୍କାର ଦା-ବି-ରେ ଶାନ୍ତ ପଡୁ ନାହାନ୍ତି ବି-ରୋ-ଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି କାର୍ଯ୍ୟକ୍ରମକୁ ପ୍ର-ତି-ବା-ଦ କରୁଛି ବି-ରୋ-ଧି ଦଳ । ପ୍ର-ତି-ବା-ଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମନ୍ତ୍ରୀ ଓ ନେତାଙ୍କ ଗାଡିକୁ ଅ-ଣ୍ତା-ମା-ଡ କରା ଯାଉଛି ।
ମୁଖ୍ୟମନ୍ତ୍ରୀ ଙ୍କ ପ୍ରତ୍ୟକ କାର୍ଯ୍ୟକ୍ରମ କୁ ବି-ରୋ-ଧ କରା ଯାଉଛି । ତେବେ ଆଜି  ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସମାନ ଚିତ୍ର ଦେଖିବାକୁ ମିଳିଥିଲା ।

କାର୍ଯ୍ୟକ୍ରମ ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ନେତାଙ୍କୁ ପୋଲିସର ଆଗୁଆ ଗି-ର-ଫ-ଦା-ରୀ-କୁ ନେଇ ଅ-ସ-ନ୍ତୋଷ ବଢ଼ିଥିବା ବେଳେ ବିଜେଡି ପକ୍ଷରୁ କୁହାଯାଇଛି ଯେ ବି-ରୋ-ଧୀ ଏବେ ଅ-ପ-ପ୍ର-ଚା-ରରେ ମା-ତି-ଛନ୍ତି । ତେବେ ଏହି ସବୁ କୁ ନଜର ରେ ରଖି ପୋଲିସ କ-ଡା-କ-ଡି ଭାବରେ ନବୀନ ନିବାସ ଆଗରେ କରୁଛି ଚେ-କିଂ । ତେବେ ଏହି ଚେ-କିଂ ରେ ହଇରାଣ ଏବଂ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା ।

ତେବେ ସେମାନେ ନିଜ ଘରକୁ ଯାଇ ପାରୁ ନାହାଁନ୍ତି ତେବେ ତାଙ୍କ ଅନୁଯାୟୀ ସବୁ ରାସ୍ତା ଏବଂ ଗ-ଳି କୁ ବନ୍ଦ କରି ଦିଆଯାଉଛି ଯାହା ଯୋଗୁଁ ସେମାନେ ବହୁତ ବୁଲିବାକୁ ମଧ୍ୟ ପଡୁଛି ଏହା ସହ ପୋଲିସ କୁ ପରିଚୟ ପତ୍ର ଦେଖେଇଲେ ମଧ୍ୟ ସେମାନେ ଘରକୁ ଯିବା ପାଇଁ ଛା-ଡୁ ନାହାନ୍ତି । ତେବେ ଏହା ସହ ମୁଖ୍ୟମନ୍ତ୍ରୀ ଯିବା ପାଇଁ ରାସ୍ତା ମଧ୍ୟ ବନ୍ଦ କରିଦେଇଥିଲେ ଯାହା ଫଳରେ ଲୋକମାନେ ଯିବା ଆସିବା କରି ପାରୁ ନଥିଲେ ଏବଂ ସେହିଠାରେ ଫ-ସି ରହିଥିଲେ ।

ତେବେ ବର୍ଷା ରେ ଓଦା ହୋଇ ଛିଡା ହୋଇଥିବା ଯୋଗୁଁ ଲୋକମାନେ ଅ-ସ-ନ୍ତୁ-ଷ୍ଟ ହୋଇଥିଲେ ଏବଂ ଜଣେ ମହିଳା ଙ୍କ ଅ-ଭି-ଯୋ-ଗ ମଧ୍ୟ କରୁଥିଲେ କି ତାଙ୍କୁ ଥଂ-ଡା ଜ୍ଵର ରହିଛି ତାଙ୍କ ଦେହ ଖରାପ ଅଛି ଘରକୁ ଯିବାର ଅଛି କିନ୍ତୁ ପୋଲିସ ତାଙ୍କୁ ଛା-ଡୁ ନାହିଁ ଏବଂ ସେ ଏହି ବର୍ଷା ରେ ଓ-ଦା ହୋଇ ଆହୁରି ବେ-ମା-ର ମଧ୍ୟ ହୋଇଯିବେ । ଏହା ସହ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ ଆମେ ଭୋଟ ଦେଇ ନିର୍ବାଚିତ କରିଛୁ ।

ମୋ ପାଖରେ କଣ ବନ୍ଧୁକ ଅଛି ଯେ ମୁଁ ତାଙ୍କୁ ଗୁ-ଳି କରି ମା-ରି-ଦେ-ବି । ତେବେ ଏଭଳି ବ୍ୟବହାର ସ-ହ୍ୟ ନୁହେଁ । ତେବେ ଶେଷ ରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରସ୍ଥାନ ପରେ ହିଁ ରାସ୍ତା ଖୋଲି ଥିଲା ଏବଂ ଲୋକମାନେ ନିଜ ଘରକୁ ଏବଂ କାମ କୁ ଯାଇ ପାରି ଥିଲେ । ତେବେ ଏହି ବିଷୟ ରେ ଆପଣଙ୍କ ମତାମତ କଣ ନିଶ୍ଚିତ କମେନ୍ଟ କରନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *