“ସେ କଙ୍ଗନା ନିଶା ଖାଇ ନିଜକୁ କଣ ଭାବୁଛି ? ଗାନ୍ଧୀ, ନେହେରୁ ଏମାନେ କଣ ଭିକାରୀ ଆଉ…” ଦେଖନ୍ତୁ ହଠାତ ରାଗି ଯାଇ ମିଡିଆ ଆଗରେ କଣ କହିଲେ Sura Raoutray, ଦେଖନ୍ତୁ VIdeo

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ସର୍ଵଦା ଲୋକ ମାନଙ୍କୁ ସାହାର୍ଯ୍ୟ କରିବାରେ ତତ୍ପର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମି-ଡ଼ି-ଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ମିଡିଆ ସାମ୍ନା ରେ ମଧ୍ୟ ସେ କୌଣସି କଥା କୁ ଲୁ-ଚା-ଇ ରଖନ୍ତି ନାହିଁ ।

ଏହି କାରଣରୁ ଲୋକମାନେ ତାଙ୍କୁ ବହୁତ ପସନ୍ଦ ଏବଂ ସମ୍ମାନ ମଧ୍ୟ କରନ୍ତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବଲିଉଡ ଅଭିନେତ୍ରୀ କଁଗନା ରାଣାଵତ ନିକଟରେ ସ୍ବାଧୀନତା ସଂଗ୍ରାମୀ ଙ୍କ ବିପକ୍ଷରେ ଯେଉଁ ବୟାନ ଦେଇଛନ୍ତି ତାକୁ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ଘୋ-ର ବି-ରୋ-ଧ କରିଛନ୍ତି ଏବଂ ଏହି ସମ୍ବନ୍ଧରେ ନିଜର ମତ କୁ ମି-ଡି-ଆ ସାମ୍ନା ରେ ପ୍ରତ୍ୟକ୍ଷ ଭାବରେ କହିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ବଲିଉଡ ଅଭିନେତ୍ରୀ କଁଗନା ରାଣାବତ ଙ୍କୁ ନିକଟରେ ପଦ୍ମଶ୍ରୀ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇ ଥିଲା । କିନ୍ତୁ ତାଙ୍କର ଏଭଳି କିଛି ବୟାନ ସାଧାରଣ ଜନତା ଙ୍କୁ ଉ-ତେ-ଜି-ତ କରି ଦେଇଛନ୍ତି । କଁଗନା କହିଛନ୍ତି ଯେ, ଆମ ଦେଶ ଭାରତ ୨୦୧୪ ପରେ ବାସ୍ତବରେ ସ୍ବାଧୀନତା ଲାଭ କରିଛି । ପୂର୍ବରୁ ଏହି ଦେଶ ସ୍ଵାଧୀନ ନଥିଲା ଏବଂ ଭିକାରୀ ସହିତ ସମାନ ଥିଲା ।

ତାଙ୍କର ଏଭଳି ବୟାନ କୁ ଶୁଣି କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଏହାର ଘୋ-ର ବି-ରୋ-ଧ କରିଛନ୍ତି ଏବଂ ଏହା କହିଛନ୍ତି ଯେ, ଫିଲ୍ମ ଅଭିନେତ୍ରୀ କଁଗନା ନିଜକୁ ନିଜେ ସେ କଣ ଭାବୁଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା । ୨୦୧୪ ପୂର୍ବରୁ ଯେଉଁ ସ୍ବାଧୀନତା ଭାରତ କୁ ପ୍ରାପ୍ତ ହୋଇଛି ତାକୁ ଭିକାରୀ ସ୍ୱାଧୀନତା ସହିତ ସମାନ ବୋଲି କହିବା ଏହା ନିଶ୍ଚିତ ଭାବରେ ଦୁଃଖ ର ବିଷୟ । ଏଭଳି କହି ଅଭିନେତ୍ରୀ କଁଗନା ଆମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭ-ର୍ତ୍ସ-ନା କରୁଛନ୍ତି ।

ଯାହା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ । ମୋଦି କୁ ବୋଧହୁଏ ସେ ଭଗବାନ ବୋଲି ମାନୁଛନ୍ତି । କଂଗ୍ରେସ ନେତା ସୁର ରାଉତରାୟ ଏଭଳି ମଧ୍ୟ କହିଛନ୍ତି ଯେ, ନିକଟରେ ବ୍ୟାପିଥିବା ଖବର ଯାହା ହେଉଛି କଁଗନା ଗ-ର୍ଭ-ବ-ତୀ ଅଛନ୍ତି ଏହା ଶୁଣିବା ପରେ ତାଙ୍କୁ ମୋଦି ଓ କଁଗନା ଙ୍କ ଉପରେ ସ-ନ୍ଦେ-ହ ହେଉଛି । କଁଗନା ଙ୍କ ଏଭଳି ବୟାନ ଭାରତବର୍ଷ କୁ ଅ-ପ-ମା-ନି-ତ କରିଛି ।

ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଭ-ର୍ତ୍ସ-ନା କରୁଥିବା ଏହି ଅଭିନେତ୍ରୀ କୁ ପଦ୍ମଶ୍ରୀ ପୁରସ୍କାର ରୁ ବଞ୍ଚିତ କରାଯାଉ ଏବଂ ତାଙ୍କୁ ତୁରନ୍ତ ଆ-ରେ-ଷ୍ଟ କରାଯାଉ ବୋଲି ସୁର ରାଉତରାୟ ମି-ଡି-ଆ ସାମ୍ନା ରେ କହିଛନ୍ତି । ଏଭଳି ବୟାନ କଁଗନା ଙ୍କ ଦେଶ-ଦ୍ରୋ-ହୀ ଚରିତ୍ର ର ପରିଚୟ ପ୍ରଦାନ କରିଛି । ତେଣୁ ତାଙ୍କ ବି-ରୋ-ଧ-ରେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ।

Leave a Reply

Your email address will not be published. Required fields are marked *