ମୁହଁ ଖୋଲିଲେ ନନ୍ଦିନୀଙ୍କ ବଡ ଜା’, ଖୋଲି କହିଦେଲେ ନନ୍ଦିନୀର ସବୁ ଗୁମର, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦ୍କେହନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଯୁବକ ଜଣଙ୍କ ନନ୍ଦିନୀ ନାମକ ଜଣେ ଝିଅକୁ ବିବାହ କରିଥିଲେ । ଯେଉଁ ଦିନ ବାହା ହୋଇଛନ୍ତି ସେହି ଦିନ ଭିଡିଓ କଲ୍ ରେ କାହା ସହିତ କଥା ହେଉଥିଲେ । ନନ୍ଦିନୀ ଙ୍କ ଦେହ ରେ କିଛି ନଥିଲା ସେ ସେହିପରି ଭିଡିଓ କଲ୍ ରେ କଥା ହେଉ ଥିବାର ତାଙ୍କ ସ୍ବାମୀ ଦେଖି ନେଇଥିଲେ । ଏହି ବିଷୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେହି ବ୍ୟକ୍ତି ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ତେବେ କହିଛନ୍ତି ଯେ ସୁନ୍ଦର ଝିଅ ଦେଖିକି ସେ ଫସିଗଲେ ।


ସେ ତାଙ୍କ ଘର ଦେଖିଲେ ନାହିଁ କି ତାଙ୍କୁ ମଧ୍ୟ ଦେଖିଲେ ନାହିଁ । ଖାଲି ସୁନ୍ଦର ଝିଅ ଶୁଣି ହଁ କରି ଦେଇଥିଲେ । ୧୨ ତାରିଖ ଦିନ ବାହାଘର ହୋଇଥିଲା । ସେହି ଦିନ ତାଙ୍କୁ ବହୁତ କ୍ଲାନ୍ତ ଲାଗିଲା ସେଥିପାଇଁ ସେ ଶୋଇବାକୁ ଚାଲି ଗଲେ । ଯେତେବେଳେ ସେ ଦେଖିଲେ ତାଙ୍କ ସ୍ତ୍ରୀ ଏପରି କରିଛନ୍ତି ସେତିକି ବେଳେ ନନ୍ଦିନୀ କହିଲେ ଯେ ଥରେ ମତେ କ୍ଷମା କରି ଦିଅ । ଘରେ ଜାଣିଲେ ବହୁତ ଅସୁବିଧା ହେବ ।

ଆଉ ଏମିତି କେବେ ଭୁଲ ହେବ ନାହିଁ ତେବେ ସେ କ୍ଷମା ମଧ୍ୟ କରି ଦେଇଥିଲେ । ତେବେ ସକାଳେ ନନ୍ଦିନୀ କହିଲେ ସେ ତାଙ୍କ ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ମନ୍ଦିରରେ ମାନସିକ କରିଛନ୍ତି । ଏହାପରେ ସେ ତାଙ୍କୁ ମନ୍ଦିର ନେଇ ଗଲେ । ଲିଙ୍ଗରାଜ ମନ୍ଦିର ଯାଇଥିଲେ । ସେହିଠାରେ ନନ୍ଦିନୀ ଓ ତାଙ୍କ ପରିବାର ଙ୍କ ସହିତ ଗାଡ଼ିରେ ସମସ୍ତେ ଉପସ୍ଥିତ ଥିଲେ ।

ତେବେ ଯୁବକ ଏହି ବିଷୟରେ କିଛି ଜାଣି ନଥିଲେ । ଝିଅର ପରିବାର ଲୋକେ ଗାଡ଼ିରେ ବସିବା ପାଇଁ କହିଥିଲେ । କିନ୍ତୁ ଯୁବକ ଜଣଙ୍କ ମନା କରିଥିଲେ । ସେହି ସମୟରେ ନନ୍ଦିନୀ ବହୁତ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ । ଏହାପରେ ଥାନାରେ ଯୁବକ ଜଣଙ୍କ ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ଏହି ଯୁବକ ଜଣଙ୍କର ଭାଉଜ ମିଡ଼ିଆ ଆଗରେ ନିଜର ବୟାନ ରଖିଛନ୍ତି ।


ତେବେ ସେ କହିଛନ୍ତି କି ଯେତେବେଳେ ବାହାଘର ହେଉଥିଲା ସେତେବେଳେ ସେହି ଝିଅ ର ପରିବାର ଲୋକ ଆମର ସବୁ ରୁମ କୁ ଯେତେବେଳେ କେହି ନଥିଲେ ସେଠାରେ ଯାଇ ଦେଖୁଥିଲେ ତେବେ ତାଙ୍କର ଯୋଜନା କଣ ଥିଲା ଜାଣି ନାହିଁ କିମ୍ବା ଆମର କୌଣସି ସନ୍ଦେହ ମଧ୍ୟ ହେଉ ନଥିଲା । ତେବେ ସେ ଝିଅ ଯେବେଠାରୁ ଆସିଥିଲା ସେବେଠାରୁ ତା ଫୋନ ଭିତରେ ହିଁ ରହୁଥିଲା ।
ତେବେ କିନ୍ତୁ ସେ ଝିଅ ଆମ ଦିଅର ସହିତ ଏଭଳି କାମ କରି ପଳେଇଲା । ତାଙ୍କ ଜୀଵନ ଏକଦମ ଖରାପ କରି ଦେଇଗଲା ବର୍ତ୍ତମାନ ଯେଉଁଠି ବି ବାହାଘର ଲାଗିବ ସେଠାରେ ତାହା ଦ୍ଵିତୀୟ ବିବାହ ବୋଲି କୁହାଯିବ । ତେବେ ଏଭଳି ଝିଅ ଙ୍କୁ କଲ ଗାର୍ଲ କୁହାଯାଏ । ତାକୁ କଠୋର ଶାସ୍ତି ମିଳୁ ବୋଲି ଆମର ପୋଲିସ ଙ୍କ ନିକଟରେ ଅନୁରୋଧ ରହିଛି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *