ଏଇ 5 ଟି କଥାରୁ ଧରା ପଡି ଯାଉଛି ନନ୍ଦିନୀ କହୁଥିବା କଥା ଡ଼ାହା ମିଛ…ଦେଖନ୍ତୁ ତାହା କଣ କଣ ?

ବନ୍ଧୁଗଣ ରାଜଧାନୀର ଧୋକେବାଜ ସ୍ତ୍ରୀ ନନ୍ଦିନୀଙ୍କର ଏବେ ୫ଟି ମିଛ କଥା ସାମ୍ନାକୁ ଆସିଛି ଯାହା ଜଣା ପଡିଯାଉଛି ତାଙ୍କ କଥା ବାର୍ତ୍ତାରୁ । ପ୍ରଥମ ମିଛ ସ୍ଵାମୀଙ୍କୁ କେତେବେଳେ ଖରାପ କହୁଛନ୍ତି ତ କେତେବେଳେ ଭଲ କହୁଛନ୍ତି ନନ୍ଦିନୀ । ତେବେ ଗୋଟେ ଦିନରେ ସେ ତାଙ୍କ ସ୍ଵାମୀଙ୍କୁ ଏତେ ଚିହ୍ନିଲେ କେମିତି । ଏମିତି କି ବାହାଘର ପୂର୍ବରୁ ସେ ତାଙ୍କ ସ୍ଵାମୀଙ୍କ ସହ କଥା ବାର୍ତ୍ତା କରି ନାହାନ୍ତି ହେଲେ ବାହାଘରର ଗୋଟିଏ ରାତିରେ କଣ ତାଙ୍କ ସ୍ଵାମୀ ସବୁ କିଛି କହିଦେଇଛନ୍ତି ।

ବନ୍ଧୁଗଣ ଦ୍ଵିତୀୟ ମିଛ ସେ କହୁଛନ୍ତି ତାଙ୍କ ସ୍ଵାମୀ ଓଲା ବୋଲି ହେଲେ ବାସ୍ତବରେ ଯଦି ଦେଖିବାକୁ ଯିବା ତା ହେଲେ ସ୍ଵାମୀ ବଳରାମ ଏହି କଠିନ ପରିସ୍ଥିତିରେ ସବୁ କରୁଛନ୍ତି ଯାହା ଗୋଟେ ଶିକ୍ଷିତ ଲୋକ କରିପାରିବ ନାହିଁ । ବଳରାମଙ୍କ ଜାଗାରେ ଆଉ କିଏ ଥିଲେ ସେ ଦୁଃଖରେ ଭାଙ୍ଗି ପଡି ଥାନ୍ତା । ନନ୍ଦିନୀଙ୍କ ତୃତୀୟ ମିଛ ତାହା ଥିଲା ତାଙ୍କ ଭେଣେଇଙ୍କ ସହ ସମ୍ପର୍କ ।

ଏପରି କି ଯେଉଁ କଥା ବଳରାମଙ୍କ ପରିବାର ଲୋକ କହୁଛନ୍ତି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ବାହାଘରର ପ୍ରଥମ ଦିନରେ ନନ୍ଦିନୀ ଖୁଲମ ଖୁଲା ତାଙ୍କ ଭେଣେଇଙ୍କ ସହ ମିଶୁ ଥିଲେ । ଏଭଳି କି ଉଭୟ ପରସ୍ପରକୁ ହଗ୍ କରିବାର ଦୃଶ୍ୟ ମଧ୍ୟ ବଳରାମଙ୍କ ମା ନିଜ ଆଖିରେ ଦେଖିଛନ୍ତି । ତେବେ ବାହାଘରର ଗୋଟିଏ ଦିନରେ କାହିଁକି ଗୋଟେ ଶାଶୁ ନିଜ ବୋହୁ ବିରୋଧରେ ଏମିତି କଥା କହିବ ଆଉ କାହିଁକି ସବୁ କିଛି ଓଲଟ ପୋଲଟ ହେଇଗଲା ।


ବନ୍ଧୁଗଣ ନନ୍ଦିନୀଙ୍କ ଚତୁର୍ଥ ମିଛ ହେଉଛି ସେ କହିବା ମୁତାବକ ତାଙ୍କ ଶଶୁର ଘର ଲୋକ ଟଙ୍କା ପାଇଁ ହିଁ ତାଙ୍କୁ ଏଭଳି ବ୍ୟବହାର କରୁଛନ୍ତି । ଅପର ପକ୍ଷେ ନନ୍ଦିନୀ ଏ କଥା କହୁ ନାହାନ୍ତି ଯେଉଁ ସୁନା, ଗହଣା ଓ ଟଙ୍କା ତାଙ୍କୁ ଶଶୁର ଘର ପକ୍ଷରୁ ମିଳିଥିଲା ସେସବୁକୁ ନେଇ ସେ ଚାଲିଯାଇ ଛନ୍ତି । ନନ୍ଦିନୀଙ୍କ ପଞ୍ଚମ ବା ସବୁଠାରୁ ବଡ ମିଛ ହେଉଛି ତାଙ୍କ ସ୍ଵାମୀ କଥା କହିବା ବେଳେ ଟିକେ ଟିକେ ଥଙ୍ଗଉ ଛନ୍ତି ।

କିନ୍ତୁ ନନ୍ଦିନୀ ନିଜେ ଏତେ ପ୍ରାଞ୍ଚଳ ଭାବରେ ଏତେ ମିଛ କଥା ସବୁ କହିଦେଉଛନ୍ତି ତାହା ହିଁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟରେ । ଯଦି ଗୋଟେ ଝିଅ ଉପରେ ଏତେ ଅନ୍ୟାୟ ହୋଇଛି ତା ହେଲେ ସେ କାହିଁକି ପ୍ରଥମରୁ ଥାନାକୁ ନ ଗଲେ । ପ୍ରଥମେ ଥାନା କେବଳ ବଳରାମ ଆଉ ତାଙ୍କ ପରିବାର ହିଁ ଆସିଛନ୍ତି । ଏହି ଘଟଣାଟି ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ହିଁ ନନ୍ଦିନୀ ନିଜ ପକ୍ଷରେ ଅନେକ କଥା କହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *