ମୁହଁ ଖିଲିଲେ ନନ୍ଦିନୀ, କହିଲେ ‘ମୋ ସ୍ବାମୀଙ୍କ ଭାଉଜଙ୍କୁ ବି ସେମାନେ ଦେଉଥିଲେ ନିର୍ଯ୍ୟାତନା, ଆଉ ମତେ…’ ସେ କଣ କହୁଛନ୍ତି ଶୁଣନ୍ତୁ ଏହି ଅଡିଓ କଲ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ସବୁଠାରୁ ବଡ଼ ଖବର ବିଷୟରେ ନିଶ୍ଚିତ ଅବଗତ ଥିବେ କି ଜଣେ ଯୁବକ ଅଭିଯୋଗ କରିଥିଲେ ଗଣମାଧ୍ୟମ ରେ କହିଥିଲେ କି ତାଙ୍କର ଦିନକ ପୂର୍ବରୁ ବିବାହ ହେଇଥିଲା କିନ୍ତୁ ସେହି ବିବାହ ରାତିରେ ତାଙ୍କ ସ୍ତ୍ରୀ ଭିଣେଇ ସହିତ ଭିଡିଓ କଲ ରେ ସମ୍ପୁର୍ଣ୍ଣ ଉଲଗ୍ନ ହେଇ କଥା ହେଉଥିଲେ ଯାହାକୁ ସେ ତାଗିଦ କରିଥିଲେ କିନ୍ତୁ ଏହାକୁ ନେଇ ତାଙ୍କ ସ୍ତ୍ରୀ ଭିଣେଇ ଙ୍କ ସହିତ କଥା ହେଇ ତାଙ୍କୁ ଜୀବନରୁ ହଟାଇ ଦେବାକୁ ଯୋଜନା କରିଥିଲେ ।

ପରଦିନ ମନ୍ଦିର ଡକାଇ ଭିଣେଇ ସାହାଯ୍ୟରେ ମାଆଡ ମାଆରିଥିଲେ । ତେବେ ବର୍ତ୍ତମାନ ସେହି ଯୁବକଙ୍କ ସ୍ତ୍ରୀ ନନ୍ଦିନୀ ନିଜର ମୁହଁ ଖୋଲିଛନ୍ତି । ତେବେ ନନ୍ଦିନୀ ଅଡିଓ କଲ୍ ମାଧ୍ୟମରେ କହିଛନ୍ତି କି ସେମାନେ ଯେତେ ମିଛ କହିବାକୁ ଚାହୁଁଛନ୍ତି କହି ପାରନ୍ତି ଆଉ ଆପଣ କେବଳ ଗୋଟିଏ କଥା କୁହନ୍ତି ସେ ଯେତେ କଥା ବି କହୁଛନ୍ତି ତାର ଗୋଟି ଗୋଟି ପ୍ରମାଣ ଦେବେ । ତେବେ କାହିଁକି ନା ଦେଖନ୍ତୁ ତାଙ୍କ ମା ହିଁ ତାଙ୍କୁ ଶିକ୍ଷା ଦେଇଛନ୍ତି ସେ ପିଲା ଏତେ ଓଲା ସେ ଯାହା ବି କୁହନ୍ତି ତାଙ୍କ ପାଟି ଥଙ୍ଗାଏ ।

ବାହାଘର ପୂର୍ବରୁ ମୁଁ ସେ ପୁଅଙ୍କୁ କେବେବି ଦେଖି ନଥିଲି । ସେ କହୁଛନ୍ତି ମୁଁ ଭେଣେଇକୁ ଭିଡିଓ କଲ୍ କରିଥିଲି ଆଉ ମୁଁ ଲଭରକୁ ଡକେଇ ମାଆଡ ଖୁଆଇଲି । ଯଦି ଭେଣେଇ ସହ ମୋର ସେମିତି କିଛି ଥାନ୍ତା ତା ହେଲେ ମୁଁ ରିଲେସନରେ ରହିଯାଇ ଥାନ୍ତି ଆଉ ଯଦି ମୋର ଲଭର ଥାନ୍ତା ତା ହେଲେ ମୁଁ ଲଭର ସହ ବିବାହ କରିଥାନ୍ତି । ତେବେ ସେଦିନ ରାତିରେ ସେ ମୋ ପାଖରେ ଥିଲେ କିଛି କହିପାରିଲେ ନାହିଁ ସେ ଯେତିକି ବି କଥା କହୁଛନ୍ତି ସବୁ ମିଛ ।

ଏମାନେ ମୋତେ ବ୍ଲେମ କରେଇ ଜଣାଇବାକୁ ଚାହୁଁଛନ୍ତି ମୁଁ ହିଁ ଖରାପ । ଚଉଠି ରାତି ଦିନ ମୋତେ ବହୁତ ଟର୍ଚର କରିଛନ୍ତି ଆଉ ଧମକ ବି ଦେଇଛନ୍ତି । ମୋ ଘର ପରିବାର କେହି ବି ତାଙ୍କୁ ବାଆଡେଏଇ ନାହାନ୍ତି । ମନ୍ଦିର ଯିବା ପରେ ମୁଁ ମୋ ଘର ଲୋକଙ୍କୁ କଲ୍ କରି କହିଥିଲି ମୋତେ ଏଠି ଠିକ ଲାଗୁନି ମୋତେ ନେଇ ଯାଅ । ତେବେ ମୋ ଘର ଲୋକଙ୍କ ସହ ଗଲି ହେଲେ ସେ କହୁଛନ୍ତି ମୁଁ ଆଉ କାହା ସହ ପଳେଇଲି ।

ସେଦିନ ମୋ ହାତକୁ ଧରି ମୋଡିକି ମୋତେ ବେଜିତ କରି ଦେଇଥିଲେ । ସେହି ସମୟରେ ମୋ ହାତ ବିନ୍ଧିଲା ମୁଁ ତାଙ୍କୁ ଦୁଇ ଚାପୁଡା ପକେଇ ଦେଲି । ତେବେ ସେ ନିଜ ଭାଉଜଙ୍କ ସହ ମଧ୍ୟ ଏହି ଭଳି କରିଥିଲେ । ନିଜ ଦୋଷ ଲୁଚେଇବା ପାଇଁ ମୋତେ ଦୋଷୀ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *