‘ନିଜ TRP ପାଇଁ ମୋତେ ବେଶ୍ୟା ସଜେଇ ଦେଲେ, ପଚାରିବାରୁ କହୁଛନ୍ତି ରାଣୀ ପଣ୍ଡାକୁ ଯେମିତି ଆମେ ଫେମସ୍ କରିଛୁ ତୁମକୁ ବି ସେମିତି…’: ରାଜଲକ୍ଷ୍ମୀ

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛିଦିନ ହେବ dehaଜୀବୀ ରୁ ସମାଜସେବୀ ପାଲଟିଥିବା ରାଜଲକ୍ଷ୍ମୀ ଙ୍କ କାହାଣୀ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ରାଜଲକ୍ଷ୍ମୀ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ରାଜଲକ୍ଷ୍ମୀ କହିଛନ୍ତି ଯେ ଦୁଇଟି ଚ୍ୟାନେଲ ପ୍ରତ୍ୟକ ଦିନ ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ ଅଶ୍ଳ-ଳିଳ ରୂପରେ ହେଡିଙ୍ଗ ଦେଇ, ଯାହା ପକାଉଛନ୍ତି ତାହା ସାଧାରଣ ଭାବରେ କହିବା ଉଚିତ ନୁହେଁ ।

ରାଜଲକ୍ଷ୍ମୀ କହିଥିଲେ ଯେ ସେ କେଉଁ ପରିସ୍ଥିତିରେ କେତେବେଳେ କ’ଣ କରିଥିଲେ କିନ୍ତୁ ବର୍ତ୍ତମାନ କ’ଣ ସେ କିଛି ସେଭଳି କରୁଛନ୍ତି ? ବର୍ତ୍ତମାନ ସେ ଆହୁରି ପାଗଳ ହୋଇଗଲେଣି ଯିବେ ଡିସିପି ଅଫିସରେ କିରୋସିନ ଢାଳି ଆ-ତ୍ମ-ହତୟଆ କରିବେ ବୋଲି କହିଛନ୍ତି । 4 ଦିନ ହେବ ନ୍ୟୁଜ ଚ୍ୟାନେଲ ତାଙ୍କ ନାମରେ ଏଭଳି କଥା କହି ତାଙ୍କୁ ସଂପୂର୍ଣ୍ଣ ବଦନାମ କରି ସାରିଲେଣି ଯେ ତାହା ନ କହିଲେ ଭଲ ବୋଲି ରାଜଲକ୍ଷ୍ମୀ କହିଛନ୍ତି ।

ଏହା ସହିତ ନ୍ୟୁଜ ଚ୍ୟାନେଲ ବାଲା କୁଆଡେ ରାଜଲକ୍ଷ୍ମୀ ଙ୍କୁ କହିଛନ୍ତି ଯେ ରାଣୀ ପଣ୍ଡା ପୁଣି ଖରାପ ହୋଇ ହୋଇ ଭଲ ହେଲା କି ନାହିଁ ? ଆପଣଙ୍କୁ ମଧ୍ୟ ଆମେ ସେହି ଜାଗାକୁ ନେଇଥାନ୍ତୁ ତଥା ଜାନୁଆରୀ 26 ରେ ଆପଣଙ୍କୁ ଗୋଟିଏ ଫୁଲମାଳ ଦିଆ ହୋଇଥାନ୍ତା । ରାଜଲକ୍ଷ୍ମୀ ଙ୍କ କିଛି ବ୍ୟକ୍ତିଗତ ଅସୁବିଧା ହେତୁ ସେ ଗଣମାଧ୍ୟମକୁ ନିଜ ଘରକୁ ଡକାଇ ବାଇଟ ଦେବେ ବୋଲି କହିଥିଲେ ।

ନ୍ୟୁଜ ଚ୍ୟାନେଲ ତାଙ୍କ ଜୀବନରେ ଆରମ୍ଭରୁ ଘଟିଯାଇଥିବା ସବୁ ଘଟଣା ସମ୍ବନ୍ଧରେ କହିବାକୁ କହିଲେ । ଏହା ପରେ ରାଜଲକ୍ଷ୍ମୀ ସବୁ କାହାଣୀ ତାଙ୍କ ଆଗରେ ବଖାଣିବାକୁ ଲାଗିଲେ । ରାଜଲକ୍ଷ୍ମୀ କହିଥିଲେ ଯେ ଚିତ୍ତ ମହାନ୍ତି ନାମକ ବ୍ୟକ୍ତି ଙ୍କ ସମ୍ବନ୍ଧରେ କିଛି ପକାଇବାକୁ । ଏଥିପାଇଁ କୁଆଡେ ସେ ଗଣମାଧ୍ୟମକୁ ନିଜ ଘରକୁ ଡ଼ାକିଥିଲେ । ଚିତ୍ତ ମହାନ୍ତି ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ଆଉ ସେ ବର୍ତ୍ତମାନ ତାଙ୍କୁ ଧୋକ୍କା ଦେଇଛନ୍ତି ଏଥିପାଇଁ ରାଜଲକ୍ଷ୍ମୀ ଚିତ୍ତ ଙ୍କ ମୁଖାକୁ ଖୋଲିବାକୁ ଯାଇ ମି-ଡି-ଆ ଭାଇମାନଙ୍କୁ ଅନୁରୋଧ କରିଥିଲେ ।

ମାତ୍ର ହେଲା ସଂପୂର୍ଣ୍ଣ ଭାବରେ ଓଲଟା । ମାତ୍ର ଯଦି ଚ୍ୟାନେଲ ର TRP ବଢାଇବାର ଥିଲା ତେବେ ଅନ୍ୟ କିଛି କରିଲେ ନାହିଁ ? ରାଜଲକ୍ଷ୍ମୀ ଅନେକ ସୋସିଆଲ ୱାର୍କ କରିଛନ୍ତି ସେ ସବୁକୁ କରି TRP ବଢାଇଲେ ନାହିଁ ? ତେବେ ରାଜଲକ୍ଷ୍ମୀ ମହାପାତ୍ର ଏହିଭଳି ଭାବରେ ବର୍ଷିଛନ୍ତି ମି-ଡି-ଆ ଙ୍କ ଉପରେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *