ଶ୍ଵଶୁର ନାଁରେ ବୋହୁର ସାଂଘାତିକ ଅଭିଯୋଗ ! ‘ଶ୍ଵଶୁର କହିଲେ ମୋ ପୁଅ ଜମା ଭିଡକୁ ନୁହଁ, ତୁ ମୋ ପାଖକୁ ଚାଲିଆସେ…ପିଲାଛୁଆ ଦେବି, ନ ହେଲେ ତୁ ବି…’

ବନ୍ଧୁଗଣ, ଏଭଳି ଏକ ନିନ୍ଦନୀୟ ଘଟଣା ସମ୍ବନ୍ଧରେ ସୂଚନା ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିନେବା ଏହି ଘଟଣା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଶ୍ଵଶୁର ଜଣଙ୍କ ନିଜ ବୋହୂ କୁ କୁଆଡେ କହିଛନ୍ତି ଯେ ପ୍ରାୟ ଦେଢ ବର୍ଷ ହେଲା ବାହାଘର ହେଲାଣି ତୋ ସ୍ଵାମୀ ସାଙ୍ଗରେ ଛୁଆ ପିଲା ହେଲାନାହିଁ । ତୁ ଗୋଟିଏ କାମ କରେ, ତୋ ସ୍ଵାମୀ ତ ହୁଣ୍ଡା ଭଳିଆ କିଛି ଜାଣି ପାରିବ ନାହିଁ ତୁ ମୋ ସହିତ ଶୋଇ ପଡେ ।

ଏହିଭଳି କହି ଶ୍ଵଶୁର ଜଣଙ୍କ ବୋହୂ ଙ୍କର ଗାଲ ତଥା ପେଟରେ ହାତ ମାରିବାକୁ ପଛାଉ ନାହାଁନ୍ତି । ଶ୍ଵଶୁର ଙ୍କୁ ଖାଇବାକୁ ଡାକିଲେ ସେ ବୋହୂ ଙ୍କ ପିଠି କୁ ହାତ ମ-ଆରୁଛନ୍ତି, ଏହା ସହିତ ଘରେ କେହି ନଥିବା ବେଳେ ଶ୍ଵଶୁର ଜଣଙ୍କ ବୋହୂ ଙ୍କ ଦେହର ବିଭିନ୍ନ ଜାଗାରେ ହାତ ମାରୁଥିବାର ଅଭିଯୋଗ କରିଛନ୍ତି ନିଜେ ବୋହୂ । ବୋହୂ କୁ ଶାରୀରିକ ସୁଖ ଦେବା ନିମନ୍ତେ ଡାକୁଛନ୍ତି ।

ତେବେ ଏହିଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା କୁବେରା ଗ୍ରାମରେ । ସରସ୍ଵତୀ ଜେନା ଗତ ମଇ ମାସ 5 ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ ନରେନ୍ଦ୍ର ଦଳାଇ ଙ୍କ ସାନପୁଅ ମନୋଜ କୁମାର ଦଳାଇ ଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛିଦିନ ଗଲାପରେ ଶ୍ଵଶୁର ଘର ଲୋକେ ତାଙ୍କୁ ଶା-ରୀ-ରିକ ତଥା ମାନସିକ ଯ-ନ୍ତ୍ର-ଣା ଦେବା ସହିତ ଆହୁରୀ ଅଧିକ ଯୌତୁକ ଦାବୀ କରି ମ-ଆର-ପିଟ କରିବା ଆରମ୍ଭ କରିଥିଲେ ।

କେବଳ ଏତିକି ନୁହେଁ ଶ୍ଵଶୁର ନରେନ୍ଦ୍ର ଦଳାଇ ମଧ୍ୟ ତାଙ୍କ ସାନ ବୋହୂ ଅର୍ଥାତ ସରସ୍ଵତୀ ଙ୍କ ଉପରେ ଖରାପ ନଜର ପକାଉଥିବାର ଅଭିଯୋଗ ଆସିଥିଲା । ଶ୍ଵଶୁର ତା ବୋହୂ କୁ କହୁଛି ଯେ କାହା ଆଗରେ ଏହିସବୁ କଥା କହିଲେ ତୋତେ ସଂପୂର୍ଣ୍ଣ ଭାବରେ ଜୀବନରୁ ମାରିଦେବୀ । ଏହା ସହିତ ତାଙ୍କ ସହିତ ସମ୍ପର୍କ ରଖିଲେ ଗୋଟିଏ ବର୍ଷ ଭିତରେ ଛୁଆ ନିଶ୍ଚିତ ହୋଇଯିବ ।

ଏହିସବୁ କଥାକୁ ସରସ୍ଵତୀ ନିଜ ସ୍ବାମୀ ଙ୍କୁ କହିଥିଲେ ମାତ୍ର ସ୍ଵାମୀ ଏହିସବୁ କଥା କୁ ବିଶ୍ଵାସ ନକରି ଓଲଟା ସ୍ତ୍ରୀ କୁ ମ-ଆଡ ମ-ଆରିଥିଲେ । ଥାନାରେ ଅଭିଯୋଗ କରିବା ସତ୍ବେ ମଧ୍ୟ କୌଣସି ପ୍ରତିକ୍ରିୟା ନମିଳିବାରୁ ସରସ୍ଵତୀ ପୁନ୍ନର୍ବାର ଏସପି ଙ୍କ ପାଖରେ ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *