ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ଚାଲିଗଲା ସ୍ଵାମୀର ଜୀବନ, କହିଲେ ‘ଛୁଆ ଶୋଇଗଲା ପରେ ମୁଁ ତା ପାଖକୁ ଯାଏ, ତା’ ସ୍ଵାମୀ ଜାଣିବା ପରେ ମତେ ସେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ତ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଆଜିକାଲି ପ୍ରେମ ସମ୍ପର୍କ କୁ ନେଇକି ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ତ ଆପଣ ମାନେ ଜାଣିଥିବେ । କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଟି ଭାଇରାଲ ହେଉଛି ଯାହା ସମଗ୍ର ମା ଜାତିକୁ ପୁରା କଳଙ୍କ କରିଦେଇଛି । ଆଉ ଯାହା ଦେଖା ଯାଇଛି କି ମା ଜଣଙ୍କ ତାଙ୍କର ୪ ଟି ପିଲା ଛୁଆ ଥିବା ସର୍ତ୍ତେ ତାଙ୍କ ଗାଁ ରେ ରହୁଥିବା ଜଣେ ଯୁବକ କୁ ଭଲ ପାଉଥିଲେ ।

ଆଉ ସ୍ୱାମୀ ଜଣଙ୍କର ଏହି ଭଳି କାମ କୁ ବିରୋଧ କରିବାରୁ ସ୍ତ୍ରୀ ଜଣଙ୍କ ଅତି ନୃଶଂସ ଭାବରେ ହତୟଆ କରିଛନ୍ତି ସ୍ୱାମୀ ଙ୍କୁ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ପଞ୍ଚାୟତ ର ଧାମଣ୍ଡ ଗ୍ରାମ ରେ । ଆଉ ଯେଉଁଠି ଜଣା ପଡିଛି କି ପ୍ରେମ ସମ୍ପର୍କ କୁ ନେଇକି ସ୍ତ୍ରୀ ଜଣ ଙ୍କ ନିଜର ସ୍ୱାମୀ ଙ୍କୁ ହତୟଆ କରିଛନ୍ତି । ତେବେ ସେଭଳି ଜଣେ ନାରୀ ରୁପି ରାକ୍ଷସୀ ହେଉଛନ୍ତି ରତ୍ନମଣି , ଆଉ ଯିଏ କି ରଙ୍ଗାଧର ଙ୍କୁ ବିବାହ କରିଥିଲେ ।

ଆଉ ତାଙ୍କର ୪ ଜଣ ପିଲା ମଧ୍ୟ ଅଛନ୍ତି ଦୁଇ ଜଣ ପୁଅ ଆଉ ଦୁଇ ଜଣ ଝିଅ ଅଛନ୍ତି । ତେବେ ସୂଚନା ଅନୁସାରେ ରଙ୍ଗାଧର ହେଉଛନ୍ତି ଜଣେ ମନ୍ଦିରର ପୂଜାରି ଆଉ ସେ ସବୁବେଳେ ମନ୍ଦିରରେ ପୂଜା କରନ୍ତି । ଆଉ ସେପଟେ ତାଙ୍କର ସ୍ତ୍ରୀ ରତ୍ନମଣି ଭଲ ପାଉଥିଲେ ସେହି ଗାଁ ର ଜଣେ ପୁଅ ଆଶିଷ ଶତପଥୀ ଙ୍କୁ । ତେବେ ଚାରି ଜଣ ପିଲା ଥିବା ପରେ ବି ମା ଜଣକ ସେହି ଯୁବକ ଙ୍କୁ ପ୍ରେମ କରୁଥିବାରୁ ତାଙ୍କ ବିରୋଧ କହୁଥିଲେ ତାଙ୍କର ସ୍ୱାମୀ ଆଉ ପିଲା ମାନେ ।

ଆଉ ମା ଜଣ ଙ୍କର ଭେହି ଭଳି କାମକୁ ମଧ୍ୟ ଗାଁ ର ଲୋକ ମାନେ ଜାଣି ଯାଇଥିଲେ । ଆଉ ଲୋକ ଲଜ୍ୟା ଯୋଗୁଁ ତାଙ୍କର ପୁଅ ଆଉ ସ୍ୱାମୀ ତାଙ୍କୁ ଏଭଳି ପ୍ରେମ ସମ୍ପର୍କ ନ କରିବା ପାଇଁ କହିଥିଲେ । କିନ୍ତୁ ମା ଜଣଙ୍କୁ ତ ଘାରିଥିଲା ପ୍ରେମ ନିଶା ଆଉ ଯେଉଁଥିପାଇଁ ରଙ୍ଗାଧର ଙ୍କୁ ଗୋଟିଏ ଶୂନଶାନ ସ୍ଥାନକୁ ନେଇକି ମାରି ଦେଇଥିଲେ ତାଙ୍କର ପତ୍ନୀ ।

ଚାରି ଦିନ ଧରିକି ରଙ୍ଗାଧର ଘରକୁ ନ ଫେରିବା ରୁ ବାଧ୍ୟ ହୋଇ ତାଙ୍କର ପିଲା ମାନେ ଗାଁ ଲୋକ ଙ୍କ ସାହାଯ୍ୟରେ ପୋଲିସ ରାଜକନିକା ଥାନା ରେ ଯାଇ ଅଭିଯୋଗ କରିଥିଲେ । ଆଉ ପରେ ପରେ ଘର ଠୁ ଦୂରରେ ଗୋଟିଏ ଶୂନଶାନ ସ୍ଥାନରେ ରଙ୍ଗାଧର ଙ୍କର ମୃତ ଦେହ କୁ ଠାବ କରିଥିବା ପୋଲିସ | ଆଉ ଏବେ ସେହି ଘଟଣା ପାଇଁ ତାଙ୍କର ପିଲା ମାନେ ଆଉ ରଙ୍ଗାଧର ଙ୍କର ଭଉଣୀ ତାଙ୍କୁ କଠିନ ରୁ କଠିନ ଦଣ୍ଡ ଦେବାକୁ କହିଛନ୍ତି ଆଉ ନ୍ୟାୟ ପାଇଁ ଚାହିଁ ରହିଛନ୍ତି ।


ଯାହା ଏବେ ଖୁବ ଭାଇରାଲ ହେଉଛି । ତେବେ ବର୍ତ୍ତମାନ ସେହି ପ୍ରେମିକ ଜଣଙ୍କ କହୁଛି କି ମୁଁ ତାଙ୍କୁ ମାରି ନାହିଁ । ତେବେ ଆମ ଭିତରେ ପ୍ରେମ ସମ୍ପର୍କ ଥିଲା ତା ସ୍ବାମୀ ଜାଣିବା ପରେ ସେ ମଧ୍ୟ ଆମକୁ ଘରକୁ ଯିବା ଆସିବା ପାଇଁ ବାରଣ କରି ନଥିଲେ । ତେବେ କିନ୍ତୁ ଗାଁ ରେ ବହୁତ ଗଣ୍ଡଗୋଳ ହୋଇଥିଲା ମିଟିଂ ମଧ୍ୟ ହୋଇଥିଲା । ପିଲାମାନେ ଶୋଇଗଲେ ମୁଁ ଯାଏ । ତେବେ ମୁଁ ତାଙ୍କୁ ମାରି ନାହିଁ ।

ତେବେ ମହିଳା ଜଣଙ୍କ କହିବା କଥା ଯଦି ମୋତେ ଘରେ ରଖିବେ ତେବେ ରହିବି ନ ହେଲେ ସେ ପୁଅ ସହ ଅର୍ଥାତ ତାଙ୍କ ପ୍ରେମିକ ସହ ସେ ପଳେଇବେ । ତେବେ ତାଙ୍କ ସ୍ୱାମୀ କେମିତି ମଲେ ସେ ଜାଣି ନାହାଁନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *