ଆର୍ମି ଅଫିସରଙ୍କ ସବୁ କାଣ୍ଡ କାରନାମା ଖୋଲି କହିଦେଲେ ଏହି ଝିଅ, କହିଲେ ‘ଭାଇ ମୋ ରୁମରେ ମୋ ସାଙ୍ଗ ସହ ସବୁ କରେ, କହିବାରୁ…’

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ସାରା ଓଡିଶାରେ ଚର୍ଚ୍ଚାରେ ଅଛି ।

ଜଣେ ଯୁବକ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ଇଆଡେ ସିଆଡେ ନେଇଯାଉଥିଲେ । ଏ କଥା ଯୁବତୀଙ୍କ ମାଆ ଜାଣିବା ପରେ ଯୁବକଙ୍କୁ ଡକାଇ ବିବାହ କରିବା ପାଇଁ କହିଥିଲେ । ଯୁବକ ଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଡେଟ ଘୁଞ୍ଚାଇ ଚାଲିଥିଲେ ।

ହେଲେ ବନ୍ଧୁଗଣ ଶେଷରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବା ପାଇଁ ମନା କରିଛନ୍ତି ଆଉ ଅନ୍ୟ ପଟେ ସେ ଯୁବତୀଙ୍କୁ ଗର୍ଭବତୀ କରି ତାଙ୍କ ଛୁଆକୁ ନଷ୍ଟ କରିଛନ୍ତି । ଏବେ ଯୁବତୀଙ୍କ ମାଆ ଚାହୁଁ ଛନ୍ତି ସେ ଯୁବକ ତାଙ୍କ ଝିଅକୁ ବିବାହ କରୁ । ଆଉ ଏହାରି ମଧ୍ୟରେ ଯୁବତୀଙ୍କର ସାଙ୍ଗ ଗଣମାଧ୍ୟମ ସାମ୍ନାକୁ ଆସି ଏକ ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି ।

ତେବେ ଯୁବତୀଙ୍କ ସାଙ୍ଗ କହିଛନ୍ତି-‘ପିଙ୍କି ଏୟାରପୋର୍ଟ ଯାଏ, ଷ୍ଟେସନ ଯାଏ, ଲେଟ ନାଇଟରେ ସେ ଭାଇଙ୍କ ସହ ବୁଲିବାକୁ ଯାଏ ।ସେମାନେ ମୋ ରୁମ୍ କୁ ବି ଆସନ୍ତି ମୁଁ ଆଣ୍ଟିଙ୍କ ଘରେ ରୁହେ । ଆମ ଆଖ ପାଖ ପଡିସା ବି ଏ  କଥା ଜାଣିଛନ୍ତି । ସେମାନଙ୍କର କୋର୍ଟ ମ୍ୟାରେଜ ହୋଇଛି ଆଉ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ । ଆମ ଆଖ ପାଖ ଲୋକ ସମସ୍ତେ ଜାଣିଛନ୍ତି ଯେ, ଏ ଦୁଇଜଣଙ୍କର ବାହାଘର ହେଇଯାଇଛି ।

ଭାଇ ଜବରଦସ୍ତି ମୋ ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖି ତାକୁ ପ୍ରେଗନେଣ୍ଟ କରିଥିଲେ ଏ କଥା ଆଣ୍ଟି ବି ଜାଣି ନାହାନ୍ତି । ଆଣ୍ଟିଙ୍କୁ ସବୁ କଥା ଲୁଚା ଯାଇଛି । ଆଉ ସେ ଆବୋସନ ବି କରିଛନ୍ତି  । ଘରେ ନ ଜଣାଇ ସେ ସବୁ କିଛି କରିଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *