Mayurbhanj ଜିଲ୍ଲାରେ ଏକ କୂଅ ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲା ଏକ ବିରାଟକାୟ ଅହିରାଜ (King Cobra), ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଲୋକମାନେ ନିଜର ସୁବିଧା ପାଇଁ ଜଙ୍ଗଲ କା-ଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉଛନ୍ତି । ଏହା ଦ୍ୱାରା ଜଙ୍ଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଙ୍ଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପ-ଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଙ୍କୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ଉକ୍ତ ସମୟ ରେ ବନ ବିଭାଗ କୁ ସୂଚନା ଦେଇ ଯେ କୌଣସି ଜଙ୍ଗଲୀ ପଶୁ ଅଥବା ସାପ କୁ ଜଙ୍ଗଲ ରେ ଛାଡ଼ିଦେବା ଆବଶ୍ୟକ । ଏହାଦ୍ବାରା ହିଁ ଜଙ୍ଗଲ ର ଗଠନ ହୋଇ ପାରିବ ଏବଂ ଜଙ୍ଗଲୀ ପଶୁ ଓ ଜୀବଜନ୍ତୁ ଙ୍କୁ ସେମାନଙ୍କ ବାସ ସ୍ଥାନ ମିଳିବ । ତେବେ ସେହିପରି ଏକ ଘ-ଟ-ଣା ଘ-ଟି-ଛି ମୟୁରଭଞ୍ଜ ଜିଲ୍ଲା ରେ । ଆସନ୍ତୁ ଏହି ସ-ମ୍ବ-ନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ କୂଅ ଭିତରୁ ଉଦ୍ଧାର ହେଲା ବିଶାଳ ଅହିରାଜ । ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ନୂଆ ଗାଁ ଅଞ୍ଚଳ ରୁ ଜଣେ ବ୍ୟକ୍ତି ଙ୍କ କୂଅ ଭିତରେ ଏହି ଅହିରାଜ ଥିବା ଲୋକ ମାନେ ଦେଖିଥିଲେ । ଏତେ ବଡ଼ ସାପ କୁ ଦେଖି ଲୋକେ ତୁରନ୍ତ ବନ ବିଭାଗ କୁ ଖବର ଦେଇଥିଲେ । ପରେ ବନ ବିଭାଗ ର ତାଲିମ ପ୍ରାପ୍ତ ସାପ ଧରାଳି ମାନେ ଗାଁ ରେ ପହଂଚି କୂଅ ଭିତରୁ ଅହିରାଜ କୁ ଉଦ୍ଧାର କରିଥିଲେ ।

ଅହିରାଜ ଟି କୂଅ ଭିତରେ ଖସି ପଡ଼ିଥିବା ବୋଲି ଅନୁମାନ କରାଯାଉଛି । କୂଅ ଭିତରେ ଥିବା ସେହି ଅହିରାଜ ସାପ ଟି ହେଉଛି ୧୦ ରୁ ୧୨ ଫୁଟ । କୂଅ ଭିତରୁ ସାପ ଟି କୁ ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ଅହିରାଜ କୁ ଶିମିଳିପାଳ ଜଙ୍ଗଲରେ ଛାଡ଼ି ଦିଆ ଯାଇଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *