Mayurbhanj ରେ ଉଦ୍ଧାର ହେଲା ଏମିତି ଏକ ବିରଳ କଇଁଛ, ଯାହାର ବୟସ ୧୨୦ ବର୍ଷ, ପିଠିରେ ରହିଛି ଶିବଲିଙ୍ଗ, Video ନ ଦେଖିଲେ ବିଶ୍ଵାସ ବି କରି ପାରିବେନି

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ଅଲୌକିକ ଘଟଣା ସମ୍ପର୍କରେ ଶୁଣିଥିବେ ଦେଖିଥିବେ ତେବେ ସେସବୁ ବର୍ତ୍ତମାନ ସୋ-ସିଆ-ଲ ମିଡ଼ି-ଆ ରେ ଦେଖିବାକୁ ମିଳୁଛି । ତେବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେ-ୟା-ର କରି ଭା-ଇ-ରା-ଲ କରା ଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେ-ୟା-ର କରି ତାକୁ ମଧ୍ୟ ଭା-ଇ-ରା-ଲ କରି ଥାଆନ୍ତି ।

ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ । ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଘଟଣା ଟି କିଛି ଏପରି କି ଏକ କଇଁଛ ପିଠିରେ ଶିବ ଲି-ଙ୍ଗ ଦେଖିବାକୁ ମିଳିଛି ।

ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତେବେ ଆସନ୍ତୁ ଏହି ବିଷୟରେ ଆଲୋଚନା କରି ନେବା । ମୟୁରଭଞ୍ଜ ଜିଲ୍ଲା ବହଳଦାରେ ଦେଖାଯାଇଛି ଏକ ବିରଳ ପ୍ରଜାତିର କଇଁଛ । ଯାହାର ପିଠରେ ରହିଛି ଶିବ ଲିଙ୍ଗ ଆକୃତି । ଏହି ବିଶାଳ କଇଁଛଟିକୁ ରଙ୍ଗାମାଟିଆ ଗ୍ରାମ ନିକଟସ୍ଥ ଖଡ଼ଖାଇ ନଦୀକୂଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

କଇଁଛର ପିଠିରେ ଏଭଳି ଅଦ୍ଭୁତ ଶିବ ଲି-ଙ୍ଗ ଦେଖିବା ପରେ ଏହାକୁ ଦେଖିବା ପାଇଁ ଭଡ଼ ଜମିଥିଲା । ତେବେ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ବନ ବିଭାଗ କଇଁଛକୁ ଉଦ୍ଧାର କରି ଖଡ଼ଖାଇ ନଦୀରେ ପୁଣି ଛାଡ଼ି ଦେଇଥିବା ଜଣାଯାଇଛି ।

ଏହି ବିରଳ କଇଁଛଟିର ବୟସ ଆନୁମାନିକ ୧୨୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ଏହି ଭିଡିଓ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଘୁରି ବୁଲୁଛି ।
ତେବେ ଆପଣଂକୁ ଏହି ଖବର ଟି କିପରି ଲାଗିଲା ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *