‘ପାଖକୁ ଆସିଲେ ଚପଲରେ ସେକି ଦେବି’, ହଠାତ ପାଣିରେ କୁମ୍ଭୀରକୁ ଦେଖି ଝିଅଟି ଚପଲ ଦେଖେଇ କହିଲେ ଏମିତି, ତା’ପରେ କୁମ୍ଭୀରର ରିଆକ୍ସନ ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପଶୁ ପକ୍ଷୀ ଙ୍କୁ ମଣିଷ ମାନେ ବହୁତ ପସନ୍ଦ କରନ୍ତି ସେମାନଙ୍କୁ ଖାଇବାକୁ ଦିଅନ୍ତି ଏବଂ ନିଜ ଘରେ ମଧ୍ୟ ରଖନ୍ତି । ତେବେ କିନ୍ତୁ ଯେତେବେଳେ ଜଙ୍ଗଲୀ ପଶୁ ମାନେ ସାମ୍ନା କୁ ଆସନ୍ତି ସେତେବେଳେ ଭଲ ପାଇବା ନୁହେଁ ବରଂ ଭୟ ଲାଗିଥାଏ । ତେବେ କିନ୍ତୁ ବର୍ତ୍ତମାନ ଏକ ଭିଡିଓ ଭା-ଇ-ରା-ଲ ହେଉଛି ଯେଉଁଥିରେ ଜଣେ ମହିଳା କୁ କୁମ୍ଭୀର ଡ-ରି ପଳାଉଛି । ତେବେ କୁହାଯାଏ ମା-ଡ଼ କୁ ମହାଦେବ ମଧ୍ୟ ଡରନ୍ତି ।


ତେବେ ଏହି ଭା-ଇ-ରା-ଲ ଭିଡ଼ିଓ ରେ ଜଣେ ମହିଳା ଏକ ପୋଲ ଉପରେ ନିଜ କୁକୁର ସହ ବୁଲୁଥିଲେ ତେବେ ହଠାତ ସେହି ପାଣି ରେ ଥିବା ଦୁଇଟି କୁମ୍ଭୀର ସେହି ମହିଳା ପାଖକୁ ଆସିଲେ ଏବଂ କୁକୁର ଉପରକୁ ଆ-କ୍ର-ମ-ଣ କରିବା ପାଇଁ ପ୍ରସ୍ତୁତ ହେଉଥିଲା । ତେବେ ଏହି ସମୟରେ ସେହି ମହିଳା ଜଣଙ୍କ ଦୁଇ ପାଦ ପଛକୁ ଯିବା ପରେ ନିଜ ପାଦରୁ ଚପଲ ବାହାର କରିଲେ ।

ସେହି କୁମ୍ଭୀର ଆଗକୁ ଦେଖେଇଲେ ସତେ ଯେପରି ମହିଳା ଜଣଙ୍କ କୁମ୍ଭୀର କୁ କହୁଥିଲେ କି ଏଠିକି ଆସିବୁ ତ ତୋ ପିଠି ନାଲି କରିଦେବି । ତେବେ ତାହା ପରେ ଯାହା ହେଲା ଶୁଣିଲେ ଆପଣ ବିଶ୍ବାସ ବି କରି ପାରିବେନି। ତେବେ ମହିଳା ଜଣଙ୍କ ଚପଲ ଦେଖେଇବା ମାତ୍ରେ ହିଁ ଦୁଇଟି କୁମ୍ଭୀର ନିଜ ରାସ୍ତା ବଦଳାଇ ଚାଲି ଯାଇଥିଲେ ।

ତେବେ ଚପଲ ଏବଂ ନାରୀ ଶକ୍ତି କୁ ବୋଧ ହୁଏ କୁମ୍ଭୀର ଟି ଜାଣି ପାରିଥିଲା କାରଣ ବର୍ତ୍ତମାନ ସବୁଆଡେ ନାରୀ ମାନେ ନିଜ ପାଦୁକା ଅର୍ଥାତ ଚପଲ ରେ ହିଁ ମା-ଡ଼ ମା-ରୁ-ଛ-ନ୍ତି । ଏହାକୁ ଦେଖିବା ପରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରେତିକ୍ରିୟା ଦେଉଛନ୍ତି । ତେବେ ଏହି ଭିଡିଓ ପରେ କିଛି ଲୋକ ଏହା ମଧ୍ୟ କହୁଛନ୍ତି କି ଚପଲ ସ୍ୱାସ୍ଥ୍ୟ ପାଇଁ ଏବଂ ସୁରକ୍ଷା ପାଇଁ ବହୁତ ଲାଭ ଦାୟକ ଅଟେ ।


ତେବେ ଏହି ଭିଡିଓ ଟି ହେଉଛି ଅଷ୍ଟ୍ରେଲିଆ ର କାକାଡୁ ନେସନାଲ ପାର୍କ ର ଘଟଣା ଏବଂ ସେହି ବ୍ୟକ୍ତି ନିଜେ ହିଁ ଏହି ଭିଡିଓ କୁ ସେ-ୟା-ର କରିଛନ୍ତି ଯାହା ବର୍ତ୍ତମାନ ଖୁବ ଚର୍ଚ୍ଚିତ । ତେବେ ଏହି ଘଟଣା କୁ ନେଇ ଆପଣ ମାନେ କଣ କହିବେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *