Odia GK Questions- ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା ହେଲେ ପଢି ପାରିବ ନାହିଁ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ GK ସମ୍ବନ୍ଧୀୟ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯଦି ଆପଣ GK ଅର୍ଥାତ ସାଧାରଣଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ବିବରଣୀ କୁ ନିଶ୍ଚିତ ଭାବରେ ପଢନ୍ତୁ । ଏଥିରେ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭକାରୀ ପ୍ରଶ୍ନ ଉତ୍ତର ରହିଛି ଯାହା ଆଗକୁ ତାଙ୍କ ପାଠପଢାରେ କାମରେ ଆସିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଏଭଳି କେଉଁ ଦେଶ ଅଛି ଯାହା ଆଜି ପର୍ଯ୍ୟନ୍ତ କାହାର ଗୁଲାମ ହୋଇନାହିଁ ?

ଉତ୍ତର;- ନେପାଲ ।

୨;- ମନୁଷ୍ୟ କେତେ ପ୍ରକାରର ସୁଗନ୍ଧ କୁ ଅନୁଭବ କରିପାରେ ?

ଉତ୍ତର;- ୫୦ ହଜାରରୁ ଅଧିକ ।

୩;- ଏଭଳି କେଉଁ ଜିନିଷ ଅଛି ଯାହା ଦିନରାତି ଚାଲୁଥାଏ ?

ଉତ୍ତର;- ଘଡି ଅଥବା ସମୟ ।

୪;- ତାହା କେଉଁ ପଶୁ ଅଛି ଯାହା କଥା କହିପାରେ ନାହିଁ ?

ଉତ୍ତର;- ଜିରାଫ ।

୫;- କଳା ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?

ଉତ୍ତର;- ତୁର୍କୀ ଦେଶରେ ।

୬;- ଗୋଟିଏ ଚଳଚିତ୍ର ବନାଇବା ପାଇଁ ସଂପୂର୍ଣ୍ଣ କେତେ ସମୟ ଲାଗିଯାଇଥାଏ ?

ଉତ୍ତର;- ୬ ରୁ ୮ ମାସ ପର୍ଯ୍ୟନ୍ତ ।

୭;- ନୂଆ ଗାଡିର ନମ୍ବର ପ୍ଳେଟରେ A/F କ’ଣ ପାଇଁ ଲେଖାଯାଇଥାଏ ?

ଉତ୍ତର;- ବର୍ତ୍ତମାନ କାଗଜ ତିଆରି ହୋଇନାହିଁ ।

୮;- ତାହା କିଏ ଯେ କି ଆମ ଘରର ମହିଳା ଙ୍କ ପାଖରେ ସିଟି ବଜାଇ ଥାଏ କିନ୍ତୁ ଆମେ ତାଙ୍କୁ କିଛି ମଧ୍ୟ କହି ନଥାଉ ?

ଉତ୍ତର;- ପ୍ରେସର କୁକର ।

୯;- ତାହା କ’ଣ ଯାହାକୁ ଆଗରୁ ବନାଇଛନ୍ତି ଈଶ୍ଵର ଏବଂ ପଛପଟୁ ବନାଇଛନ୍ତି ମଣିଷ ?

ଉତ୍ତର;- ବଳଦଗାଡି ।

୧୦;- ଏଭଳି କେଉଁ ଫଳ ଅଛି ଯାହା ମିଠା ହେବା ପରିବର୍ତ୍ତେ ବଜାରରେ ମିଳି ନଥାଏ ?

ଉତ୍ତର;- ପରିଶ୍ରମର ଫଳ ।

୧୧;- କେଉଁ ଦେଶରେ ଆଳୁ ଚାଷ କରାଯାଇନଥାଏ ?

ଉତ୍ତର;- ବେନିୟା ଦେଶରେ ।

୧୨;- କେଉଁ ପଢୁ କୁ ସମସ୍ତ ବସ୍ତୁ ଦୁଇଗୁଣା ବଡ ଦେଖାଯାଇଥାଏ ?

ଉତ୍ତର;- ହାତୀ ।

୧୩;- ମିଶାଇଲ ମ୍ୟାନ ନାମରେ କିଏ ଜଣାଶୁଣା ?

ଉତ୍ତର;- ଏପିଜେ ଅବଦୁଲ କଲାମ ଙ୍କୁ ।

୧୪;- କେଉଁ ଦେଶର ଆଇନ ବ୍ୟବସ୍ଥା ସବୁଠାରୁ କଠୋର ହୋଇଥାଏ ?

ଉତ୍ତର;- ସାଉଦୀ ଆରବ ।

୧୫;- କେଉଁ ଦେଶର ଲୋକେ ଅଧିକ ପରିଶ୍ରମୀ ହୋଇଥାନ୍ତି ?

ଉତ୍ତର;- ଜାପାନ ।

୧୬;- ବିଶ୍ଵ ମୌସୁମୀ ବିଜ୍ଞାନ ଦିବସ କେବେ ପାଳନ କରାଯାଇଥାଏ ?

ଉତ୍ତର;- ୨୩ ମାର୍ଚ୍ଚ କୁ ।

୧୭;- ପୃଥିବୀ ଉପରେ ସମୁଦାୟ କେତେ ମହାସାଗର ଅଛି ?

ଉତ୍ତର;- ୫ ମହାସାଗର ।

୧୮;- କେଉଁ ଦେଶରେ ଗୋଟିଏ ମାତ୍ର ନ୍ୟୁଜ ଚ୍ୟାନେଲ ନାହିଁ ?

ଉତ୍ତର;- ଗ୍ରୀକ ଦେଶରେ ।

୧୯;- ଏଭଳି କିଏ ଅଛି ଯାହାର ୪ ଟି ଗୋଡ ଥାଇ ମଧ୍ୟ ସେ ଚାଲିପାରି ନଥାଏ ?

ଉତ୍ତର;- ଟେବଲ ।

୨୦;- କେଉଁ ଗଛର କାଠ ସୂନାଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଥାଏ ?

ଉତ୍ତର;- ଲାଲୀ ଚନ୍ଦନର କାଠ ।

୨୧;- ଏଭଳି କେଉଁ ଶବ୍ଦ ରହିଛି, ଯାହାକୁ ଆମ୍ଭେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?

ଉତ୍ତର;- ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *