Odia GK Questions- ଶରୀରର କେଉଁ ଅଙ୍ଗ ନିଆଁରେ ବି ଜଳେ ନାହିଁ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ GK ସମ୍ବନ୍ଧୀୟ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଆପଣଙ୍କୁ ଅନେକ ସ୍ଥାନରେ ସାହାର୍ଯ୍ୟ କରିବ । ଏହା ଛାତ୍ର ଛାତ୍ରୀ ଙ୍କ ପାଇଁ ବେସ ଲାଭକାରୀ ସାବ୍ୟସ୍ଥ ହେବ । ସାଧାରଣତଃ ଅନେକ ଲୋକ GK ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର ଜାଣିବାକୁ ବେସ ଭଲପାଆନ୍ତି । ତେବେ ଆଜିର ବିବରଣୀ ସେମାନଙ୍କ ନିମନ୍ତେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଭାରତର କେଉଁ ରାଜ୍ୟରେ ଆଧାରକାର୍ଡ ବନି ନଥାଏ ?

ଉତ୍ତର;- ଜମ୍ମୁ କାଶ୍ମୀର ।

୨;- ଭାରତର ଅଧିକ ଫିଲ୍ମ କେଉଁ ଦିନରେ ରିଲିଜ ହୋଇଥାଏ ?

ଉତ୍ତର;- ଶୁକ୍ରବାର ।

୩;- ଲିଚି ନଗର ନାମରେ କିଏ ପରିଚିତ ?

ଉତ୍ତର;- ଦେହେରାଦୁନ ।

୪;- ଲାଲକିଲା ଙ୍କୁ ବନିବାକୁ କେତେ ବର୍ଷ ଲାଗିଥିଲା ?

ଉତ୍ତର;- ୧୦ ବର୍ଷ ।

୫;- ଶାଶୁ ବୋହୂ ମନ୍ଦିର ଭାରତ ର କେଉଁ ରାଜ୍ୟରେ ସ୍ଥିତ ଅଛି ?

ଉତ୍ତର;- ରାଜସ୍ଥାନରେ ।

୬;- ଦୀପାବଳୀରେ ବାଣ ଫୁଟାଇବାର ପରମ୍ପରା କେଉଁ ଦେଶ ଆରମ୍ଭ କରିଥିଲା ?

ଉତ୍ତର;- ଚୀନ ।

୭;- ଏଭଳି କେଉଁ ଦେଶ ଅଛି ଯାହା ପାଖରେ ଗୋଟିଏ ମଧ୍ୟ ଆର୍ମୀ ସେନା ନାହାଁନ୍ତି ?

ଉତ୍ତର;- ଆଇସଲ୍ୟାଣ୍ଡ ।

୮;- ଦୁନିଆରେ ସବୁଠାରୁ ଅଧିକ ଚିନୀ କେଉଁ ଦେଶର ଲୋକେ ଖାଇଥାନ୍ତି ?

ଉତ୍ତର;- ଭାରତ ।

୯;- ଆଜାଦୀ ସମୟରେ ଭାରତର ସମୁଦାୟ କେତେ ଜନସଂଖ୍ୟା ଥିଲା ?

ଉତ୍ତର;- ୩୭ କରୋଡ ।

୧୦;- ଏଭଳି କେଉଁ ଫୁଲ ଅଛି ଯାହାର ଓଜନ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ?

ଉତ୍ତର;- ରେଫ୍ଲେସିୟା ।

୧୧;- କେଉଁ ପଶୁ ପିଠିରେ ଗାତ ରହିଥାଏ ?

ଉତ୍ତର;- ଓଟ ।

୧୨;- କ୍ରିକେଟ ବ୍ୟାଟର ଓଜନ କେତେ ହୋଇଥାଏ ?

ଉତ୍ତର;- ୧୬୩ ଗ୍ରାମ ।

୧୩;- ଭାରତରେ ସବୁଠାରୁ ପଢାଲେଖା ଲୋକ କେଉଁ ଧର୍ମର ଅଟନ୍ତି ?

ଉତ୍ତର;- ଜୈନ ଧର୍ମ ।

୧୪;- ଏଭଳି କେଉଁ ନଦୀ ଅଛି ଯିଏ ନିଜର ରଙ୍ଗ ବଳଦିଥାଏ ?

ଉତ୍ତର;- କେନୋ କ୍ରିଷ୍ଟାଲ ନଦୀ ।

୧୫;- ଏଭଳି କେଉଁ ଦେଶ ରହିଅଛି ଯାହାର ଡାକ ଟିକତରେ ସେହି ଦେଶର ନାମ ହୋଇ ନଥାଏ ?

ଉତ୍ତର;- ଗ୍ରେଟ ବ୍ରିଟେନ ।

୧୬;- ସୁଦ୍ଧ ଜଳର ପିଏଚ ମାନ କେତେ ହୋଇଥାଏ ?

ଉତ୍ତର;- ୭ ।

୧୭;- ସବୁଠାରୁ ଶୁଦ୍ଧତମ ସୁନା କେତେ କ୍ୟାରେଟର ହୋଇଥାଏ ?

ଉତ୍ତର;- ୨୪ କ୍ୟାରେଟ ର ।

୧୮;- କେଉଁ ରାଷ୍ଟ୍ରପତିର କାର୍ଯ୍ୟକାଳ ସବୁଠାରୁ ବଡ ରହିଥିଲା ?

ଉତ୍ତର;- ଡାକ୍ତର ରାଜେନ୍ଦ୍ର ପ୍ରସାଦ ।

୧୯;- କାହାକୁ ସାଗରମାଥା ନାମରେ ଜଣାଯାଇଥାଏ ?

ଉତ୍ତର;- ଏଭରେଷ୍ଟ କୁ ।

୨୦;- ଶରୀରର କେଉଁ ଅଙ୍ଗ ନିଆଁରେ ଜଳିନଥାଏ ?

ଉତ୍ତର;- ନଖ । ବନ୍ଧୁଗଣ ଏହି ବିଶେଷ ପ୍ରଶ୍ନ ଉତ୍ତର ର ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *