ଭଣଜା ପ୍ରେମରେ ବାୟାଣୀ ମାଇଁ, ମୋତେ ମୋ ସ୍ୱାମୀ ନୁହେଁ ମୋତେ ଭଣଜା ଦରକାର…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଶୁଣିଥିବେ କି ଘରକୁ ସୁନ୍ଦର ବୋହୂ ଆଉ ସେହି ବୋହୂ ଶଶୁର ଘରକୁ କଲା କଳଙ୍କ ପ୍ରେମ ପାଇଁ ଖୁଆଇଲା ବୁଢ଼ା ଶଶୁରଙ୍କୁ ମାଡ ଦେଖା ଗଲାନି ସମ୍ପର୍କ ପ୍ରେମରେ ପଡିଲେ ମାଇଁ ଭଣଜା ହାର ମାନିଲା ଲମ୍ବା ବୟସ ମାଇଁ ମନ ଖୋଜିଲା ଭଣଜା ହୃଦୟ ସ୍ବାମୀଙ୍କୁ ଧୋକା ଦେଇ ଯୌବନର ଭୋକ ମେଣ୍ଟାଇବା ପାଇଁ ଭଣଜାକୁ ପ୍ରେମ କଲେ । ତେବେ ସମାଜ ଏବେ ପ୍ରେମ ପାଇଁ ବଦନାମ ହେଲାଣି ।


ବିବାହିତ ହୋଇ ପରକ୍ରୀୟା ପ୍ରୀତି ପାଇଁ ବିଗିଡିବାରେ ଲାଗିଲାଣି ସମ୍ପର୍କ ସ୍ଵାମୀ ଥାଇ ମଧ୍ୟ ପର ପୁରୁଷ ପ୍ରେମରେ ପଡ଼ିଲା ବୋହୂ ପିଲାଛୁଆ ଛାଡି ନିଜ ବୟସରୁ ସାନ ଭଣଜାକୁ ପ୍ରେମ କରି ବସିଲା ଘରର ବୋହୂ ହୋଇ ମଧ୍ୟ ଶଶୁର ଘରକୁ ଦିନିଆ ଆଗରେ କଳଙ୍କ ସଜାଇଲା । ଏମିତି ଏକ ପରକ୍ରୀୟା ପ୍ରୀତି ସମ୍ପର୍କ ପାଟକୁରା ଥାନା ଅନ୍ତର୍ଗତ ବଟିରା ପଞ୍ଚାୟତ ବାଲିଘାଇ ଗ୍ରାମରେ ଦେଖିବାକୁ ମିଳିଛି ।

ଗ୍ରାମର ଶଶିକାନ୍ତ ସାହୁଙ୍କ ପତ୍ନୀ ସୁଜାତା ସାହୁ ଦୁହିଁଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ଗତ ୧ ବର୍ଷ ତଳେ ପତ୍ନୀ ସୁଜାତା ତାଙ୍କ ଘର ସାମ୍ନା ସମ୍ପର୍କୀୟ ଭଣଜା ରତିକାନ୍ତ ସାହୁଙ୍କୁ ମନ ଦେଇ ବସିଲେ ଦୁହେଁ ବାହାରେ ମାଇଁ ଭଣଜା ଦେଖାଇ ହେଲେ ଆଉ ଭିତରେ ପ୍ରେମିକା ପ୍ରେମିକ ସାଝିଲେ । ତେବେ ଦୁହିଁଙ୍କ ସମ୍ପର୍କ ଏତେ ମାତ୍ରାରେ ବଢ଼ିଗଲା ଯେ ସାହି ପଡୋଶୀ ଟାହି ଟାପରା ହେଲେ ଆଉ ବଦନାମ ହେଲା ।

ଶଶୁର ଘର ଲୋକେ ଏବଂ ସ୍ଵାମୀ ଶଶିକାନ୍ତ ସବୁ ଅପମାନକୁ ସହି ସ୍ତ୍ରୀଙ୍କୁ ଚାଲିଗଲେ ରାଜସ୍ଥାନ ଭାବିଥିଲେ ସବୁକିଛି ଠିକ୍ ହୋଇଯିବ ହେଜେ ରସିକିଆ ପ୍ରେମିକଙ୍କୁ ସେଠିବି ଝୁରି ହେଲେ ସୁଜାତା ଏବଂ ମାଇଁଙ୍କୁ ଝୁରି ଝୁରି ରାଜସ୍ଥାନରେ ପହଞ୍ଚିଗଲା ପ୍ରେମିକ ଭଣଜା ରମାକାନ୍ତ ସାହୁ ଆଉ ସୁଯୋଗ ଦେଖି ଶଶିକାନ୍ତ ନଥିବା ଅବସ୍ଥାରେ ସୁଜାତାଙ୍କୁ ସେଠୁ ନେଇ ଚାଲି ଆସିଲା ।

ତେବେ ଏକଥା ଜାଣିବା ପରେ ସ୍ଵାମୀ ଶଶିକାନ୍ତ ପାଟକୁରା ଆସି ଥାନାରେ ଅଭିଯୋଗ କଲେ ଏବଂ ଅଭିଯୋଗକୁ ଆଧାର କରି ପାଟକୁରା ପୋଲିସ୍ ଅଭିଯୁକ୍ତଙ୍କୁ ଧରିଥିଲେ ମଧ୍ୟ ସ୍ବାମୀ ସୁଜାତା ତାଙ୍କ ସ୍ଵାମୀଙ୍କ ପାଖରେ ନ କରି ତାଙ୍କ ଭଣଜା ସହିତ ରହିବେ ବୋଲି ସ୍ୱଇଚ୍ଛାରେ କହିଥିଲେ ଆଉ ଏହାକୁ ନେଇ ଥାନାରେ ମଧ୍ୟ ଲେଖାପଢ଼ା ହୋଇଥିଲା । ଏହା ସହ ସ୍ଵାମୀ ଶଶିକାନ୍ତ ସାହୁ ନିଜର କୁନି କୁନି ଛୁଆ ଏବଂ ବାପା ମାଆଙ୍କ ସହିତ ନିଜ ଦୁନିଆରେ ରହିଲେ ଆଉ ଏହାକୁ ନେଇ ସୁଜାତାଙ୍କ ବାପା ମଧ୍ୟ ନିଜ ଝିଅର ଏଭଳି କାମକୁ ବିରୋଧ କରି ଜ୍ବାଇଁ ଶଶିକାନ୍ତଙ୍କୁ ସପୋର୍ଟ କରିଲେ ।

କିନ୍ତୁ ବର୍ତ୍ତମାନର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ବର୍ଷେ ପରେ ରସିକିଆ ପ୍ରେମିକ ରମାକାନ୍ତର ମନ ଭରି ଯିବାରୁ ସେ ସୁଜାତାଙ୍କୁ ଆଉ ରଖିବ ନାହିଁ ବୋଲି ନିଷ୍ପତି ନେଇ ସୁଜାତାଙ୍କ ସ୍ଵାମୀ ଆଉ ଶଶୁରଙ୍କୁ ନିଜ ବୋହୂକୁ ନେଇ ଯିବାକୁ କହିଥିଲା । କିନ୍ତୁ ଶଶୁର ରାଜି ହୋଇ ନଥିଲେ । ତେବେ ଏହି ସମାଜରେ ବିବାହିତ ମହିଳା ମାନେ ଯଦି ନିଜ ଘର ସଂସାରକୁ ଛାଡ଼ି ପର ପୁରୁଷ ପାଖରେ ମନ ଲଗାଇବେ ସ୍ଵାମୀ ସୁଖ ବଦଳରେ ପରକ୍ରୀୟା ସୁଖକୁ ଆପଣେଇବ ତାହେଲେ ଏ ସମାଜ ବଦନାମ ହୋଇଯିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *