April 30 ପରେ ପୁଣି ବଢିବ ଖରାଛୁଟି ? ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ଦିନ କୁ ଦିନ ଖରା ପ୍ରକୋପ ବଢିବା ରେ ଲାଗିଛି । ତେବେ ହି ଖରା ପ୍ରକୋପ ରେ ମଣିଷ ଘରୁ ବାହାରୁ ନାହାଁନ୍ତି ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଖରା ସମସ୍ତ ଙ୍କ କାଳ ପାଲଟିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଖରା କୁ ନେଇ ଏକ ବଡ ଖବର ଆସି ଯାଇଛି । ତେବେ ଏହି ଖରା ରେ ପିଲା ମାନେ ପାଠ ପଡିବାକୁ ଯାଇ ପାରିବେ ନାହିଁ ।

ତେବେ ପ୍ରବଳ ଖରାକୁ ଆଖିରେ ରଖି ୫ ଦିନ ସ୍କୁଲ ଛୁଟି ଘୋଷଣା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଜି ଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିବ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଛୁଟି ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ତେବେ ସ୍କୁଲ ଛୁଟି ରହିଥିଲେ ମଧ୍ୟ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ଯୋଗୁଁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଛୋଟ ଛୋଟ ପିଲା ସ୍କୁଲରୁ ଫେରିବାକୁ ନେଇ ଚିନ୍ତାରେ ଥିଲେ ଅଭିଭାବକ । ଆଉ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅଭିଭାବକଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।

ତେବେ ସକାଳୁ ପିଲା ଙ୍କ ସ୍କୁଲ ହେଉଥିଲେ ମଧ୍ୟ ସ୍କୁଲ ଛୁଟି ହେବା ପରେ ଘର କୁ ଫେରୁ ଥିବା ସମୟ ରେ ଖରା ର ତାଟି ବଢି ଯାଉଛି ଓ ପିଲା ମାନେ ଖରା ରେ ସିଜି ଯାଉଛନ୍ତି । ତେବେ ବନ୍ଧୁଗଣ ଏ ପରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ତେବେ ବନ୍ଧୁଗଣ ମେ ମାସ ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରି ସକଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ପାଠ ପଢା ହେବା ପାଇଁ ଯୋଜନା ହୋଇଛି ।


ତେବେ ଗଣଶିକ୍ଷା ନିଜେ କହିଛନ୍ତି ଯେ ସ୍କୁଲ ୯ ଟା ରେ ସରିଗଲେ ପିଲା ମାନେ ଅଧ ଘଣ୍ଟ ଭିତରେ ଘରେ ପହଞ୍ଚି ଯାଇଥିବେ । ତେବେ ଯେତେବେଲେ ତାଟି ବଢିବ ସେତେବେଳେ ବିଚାର କରାଯିବ । ଏବେ କିନ୍ତୁ ମେ ମାସ ଓ ଜୁନ ମାସ ର ଖରା ଛୁଟି ବିଷୟ ରେ କୌଣସି ପରିବର୍ତ୍ତନ କରା ଯାଇ ନାହିଁ । ତେବେ ଯଦି ଅଧିକ ଖରା ବଢିବ ତେବେ ହୁଏତ ମେ ମାସ ରୁ ହିଁ ଖରା ଛୁଟି ଦିଆଯିବ ବୋଲି ସୂତ୍ର ରୁ ସୂଚନା ମିଳୁଛି ।


ତେବେ ପିଲା ମାନେ ସ୍କୁଲ ରୁ ଘର କୁ କେତେବେଳେ ପହଞ୍ଚିବେ ସେ ନେଇ ଅବିଭାବକ ମାନେ ଚିନ୍ତା ରେ ରହୁଛନ୍ତି । ତେବେ ସରକାର ପିଲା ଙ୍କ ପାଠ ପଢା କୁ ନଜର କରିବା ସହ ତାଙ୍କ ସ୍ୱାସ୍ଥ୍ୟ କୁ ମଧ୍ୟ ନଜର ରଖନ୍ତୁ । ତେବେ ଉପୁକୁଳ ଅପେକ୍ଷା ଆଭ୍ଯନ୍ତରୀଣ ଓ ପଶ୍ଚିମ ଓଡିଶା ରେ ଗ୍ରୀଷ୍ମ ର ପ୍ରକୋପ ଅଧିକ ରହିଛି , ତେବେ ଗଣଶିକ୍ଷା କେବଳ ଭୁବନେଶ୍ବର ର ଖରା ପ୍ରକୋପ ନ ଦେଖି ସାରା ରାଜ୍ୟ ଖରା ପ୍ରକୋପ ଦେଖିଲେ ଆଗୁଆ ଖରା ଛୁଟି କରିବେ ବୋଲି ଶିକ୍ଷାବିତ ମାନେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *