ମହିଳା ପୋଲିସଙ୍କ ଏଭଳି ଲଜ୍ୟା ଜନକ କାମ ଦେଖିଲେ ଆପଣ ବି କହିବେ ଛିଃ…ଛିଃ…ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ସବୁ ପୋଲିସ ଏପରି ନଥାନ୍ତି ।

ପୋଲିସ ର କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା କିନ୍ତୁ କେବଳ ଦୁଇ ତିନି ଜଣ ପୋଲିସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ କୁ ଦୋଷ ଦେଇ ପାରିବା ନାହିଁ ।

ତେବେ କିନ୍ତୁ ଆଜି ଆମେ ଜଣେ ଏଭଳି ମହିଳା ପୋଲିସଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କ କଳା କର୍ମ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା । ଏବଂ ପୁରା ପୋଲିସ ଡିପାର୍ଟମେଣ୍ଟ କୁ ବଦନାମ କରି ଦେଇଥିଲା । ତେବେ ଘଟଣା ଟି ହେଉଛି କିଛି ଏଭଳି କି ଜଣେ ମଧ୍ୟ ପ୍ରଦେଶର ଆଦିବାସୀ ଏବଂ ଜଣେ ଲାଚାର ପିତା ଯିଏ ନିଜ ପୁଅ ର ମୃତ୍ୟୁ ପାଇଁ ନ୍ୟାୟ ଭିକ୍ଷା କରିବାକୁ ମହିଳା ପୋଲିସ ଙ୍କ ପାଖକୁ ଗଲା ।

ନେହୁରା ହୋଇ ତାଙ୍କ ଗୋଡ ମଧ୍ୟ ଧରି ନେଇଥିଲେ ସେହି ବ୍ୟକ୍ତି । ତେବେ ଆଡ଼ିସନାଲ ଏସପି ସେହି ବ୍ୟକ୍ତି ଙ୍କୁ ସାନ୍ତ୍ବନା ଦେବା ବଦଳରେ ହସି ବାରେ ଲାଗିଥିଲେ ଏବଂ କୌଣସି ଉତ୍ତର ମଧ୍ୟ ଦେଇ ନଥିଲେ ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏବଂ ଭାଇରାଲ ହେବାରେ ଲାଗିଛି ।


ତେବେ ଲୋକମାନେ ଏହି ଭିଡିଓ ଦେଖି ଖୁବ ବିରକ୍ତ ଏବଂ ରାଗି ମଧ୍ୟ ଯାଉଛନ୍ତି ଏବଂ ସେହି ମହିଳା ପୋଲିସ ଙ୍କ ଟ୍ରାନ୍ସଫର ହେଉ ବୋଲି ମଧ୍ୟ କହୁଛନ୍ତି । ତେବେ ନ୍ୟାୟ ର ଧାତ୍ରୀ ହିଁ ନ୍ୟାୟ ର ଏହି ଭଳି ଭାବରେ ଉପହାସ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *