Majadar Jokes- ଚଉଠି ରାତିରେ ସ୍ତ୍ରୀ ରୋମାଣ୍ଟିକ ମୁଡ଼ରେ ଶାଢ଼ୀ ଖୋଲିଲା, ସ୍ୱାମୀ ଙ୍କୁ ଦେଖି କହିଲା ଜାଣିଛ ନା ଏବେ ତୁମକୁ କଣ କରିବାର ଅଛି…

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ କେବଳ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକ ମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ଖୁସି କଣ ଜାଣି ପାରୁ ନାହାନ୍ତି । ବନ୍ଧୁଗଣ ଡାକ୍ତର ମଧ୍ୟ କହିଛନ୍ତି ଆପଣ ସବୁ କାମ ଖୁସିରେ କରନ୍ତୁ ସୁସ୍ଥ ରହିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହା ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ଅନେକ ଖୁସି ଦେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ପୁଅ- ମା ମୋତେ ୧୦୦ ଟଙ୍କା ଦରକାର ଟିକେ କାମ ଅଛି ।

ମା- କଣ ପାଇଁ ? ପହଡଦିନ ତ ଦେଇଥିଲି ପ୍ରଥମେ ତାର ହିସାବ ଦେ ?

ପୁଅ- ମା ଯଦି ହିସାବ ହିଁ କରିବାର ଅଛି ତା ହେଲେ ତାର ହିସାବ କର

ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ସମ୍ପର୍କୀୟ ମାନେ ମୋତେ ଟଙ୍କା ଦେଉଥିଲେ ଆଉ ତମେ ରଖିଦେଉଥିଲ

ଏହା ପରେ ମା କାଳୀ ରୂପ ଧାରଣ କଲେ…

୨. ଗୋଟେ ଝିଅ ବହୁତ ଆଟିଟ୍ୟୁଡ ଦେଖାଉ ଥିଲା ଆଉ କହୁଥିଲା…  ମୁଁ ଏମିତି ପୁଅ ସହ ବାହା ହେବି ଯାହା ପାଖରେ ଅଡି କାର ଥିବ…

ଆଜି ବହୁତ ଦିନ ପରେ ସେ ନିଜ ସ୍ଵାମୀ ସହ ମଟର ସାଇକେଲ ପେଟ୍ରୋଲ ଟାଙ୍କିରେ ଫୁଙ୍କୁ ଥିବାର ନଜର ଆସିଲା !!

ଏହା ଦେଖି ଆଖିରୁ ଲୁହ ଆସିଗଲା…

୩. ଗୋଟେ ପୁରୁଣା ଖତରା ଗାଡିର ନିଲାମି ହେଉଥିଲା…

ନିଲାମିରେ ୧୫ ଲକ୍ଷ… ୨୦ ଲକ୍ଷ… ୪୦ ଲକ୍ଷ ଲାଗିଲା…

ପପୁ ପାଖରେ ଥିବା ବ୍ୟକ୍ତିକୁ କହିଲା- ଏହି ଖତରା ଗାଡିରେ ଏମିତି କଣ ଅଛି ଯେ ଏତେ ଟଙ୍କା ନିଲାମି ଲାଗୁଛି ?

ବ୍ୟକ୍ତି- ଏହି କାରରେ ୨୩ ଥର ଦୁର୍ଘଟଣା ହୋଇଛି ଆଉ ସବୁ ଥର କେବଳ ସ୍ତ୍ରୀ ମରେ !!

୪. ବନ୍ତା- ତମେ ଖାଲି ପେଟରେ କେତେ କଦଳୀ ଖାଇପାରିବ ?

ସନ୍ତା କିଛି ସମୟ ଭାବିକି କହିଲା- ମୁଁ ୬ଟି କଦଳୀ ଖାଇ ପାରିବି ।

ବନ୍ତା ହସି ହସି କହିଲା- ଭୁଲ ଉତ୍ତର ଡେଲ ବନ୍ଧୁ ପ୍ରଥମ କଦଳୀ ଖାଇବା ପରେ ତମ ପେଟ ଖାଲି କେଉଁଠି ରହିବ ?

ତେଣୁ ଖାଲି ପେଟରେ ତମେ କେବଳ ଗୋଟିଏ କଦଳୀ ଖାଇ ପାରିବ ।

୫. ବାପ- ପୁଅ ତୋର କେହି ଗାର୍ଲଫ୍ରେଣ୍ଡ ଅଛି ?

ପୁଅ- ନାହିଁ ।

ବାପା- ପୁଅ ଆଜିକାଲି ତ ସମସ୍ତଙ୍କର ଗାର୍ଲଫ୍ରେଣ୍ଡ ଅଛି ଟିକେ ସୋସିଆଲ ହେ…

ପୁଅ ଲାଜକରି- ହଁ ବାପା ଗୋଟେ ଅଛି ।

ଏହା ପରେ ବାପ ପୁଅକୁ ପିଟି କହିଲା ସେଥିପାଇଁ ତ ତୁ ଫେଲ ହେଉଛୁ !!

୬. ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଲା…

ସ୍ତ୍ରୀ- ମୁଁ ମୋ ଘରକୁ ଯାଉଛି ।

ସ୍ଵାମୀ- ମୁଁ ବି ମୋ ମା ଘରକୁ ଯାଉଛି ।

ସ୍ତ୍ରୀ- ତା ହେଲେ ଛୁଆ ମାନଙ୍କୁ କିଏ ସମ୍ଭାଳିବ ?

୭. ବାହାଘର ର ପ୍ରଥମ ରାତିରେ ସ୍ତ୍ରୀ ରୋମାଣ୍ଟିକ ମୁଡ଼ ହୋଇ ଶାଢ଼ୀ ଖୋଲିଲା …

ସ୍ୱାମୀ ଙ୍କୁ ଦେଖି କହିଲା ଜାଣିଛ ନା କଣ କରିବାର ଅଛି…

ସ୍ୱାମୀ – ହେ ଯା ଏତେ ରାତିରେ ମୁଁ କେଭେ ବି ଲୁଗା ଧୋଇବାକୁ ଯିବିନି….

ସ୍ଵାମୀ- ଯେତେବେଳେ ସମସ୍ତେ ନିଜ ମା ଘରକୁ ଯାଉଛନ୍ତି ତେବେ ଛୁଆ ବି ନିଜ ମା ପାଖକୁ ଯିବ । ଏହାକୁ କୁହନ୍ତି ବୁଦ୍ଧିମାନ ସ୍ଵାମୀ ।

Leave a Reply

Your email address will not be published. Required fields are marked *