ଏହି ମେସିନ ଗୁଡିକର କାରନାମା ଦେଖି Modi ଜୀ ବି ହେଇଗଲେ ଆଶ୍ଚର୍ଯ୍ୟ ! ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ମଣିଷ ନିଜର ଜୀଵନ ବୋଧ ହୁଏ କେବଳ ମେସିନ ସାହାର୍ଯ୍ୟ ରେ ବଞ୍ଚୁଛି କାରଣ ମେସିନ ଦ୍ୱାରା ଆମ କାମ ଶୀଘ୍ର ଏବଂ ସହଜରେ ହୋଇ ଯାଇଥାଏ । ତେଣୁ ସମସ୍ତେ ମେସିନ ଦ୍ୱାରା କାମ କରିବାକୁ ଅଧିକ ଭଲ ପାଆନ୍ତି । ତେବେ ଆଜି ଆମେ ଆପଣ ଙ୍କୁ କିଛି ଏଭଳି କୃଷି ମେସିନ ବିଷୟରେ କହିବୁ ଯାହା କି ଫସଲ ଲଗେଇବା ଠାରୁ କାଟିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରି ଦେଇଥାଏ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମେସିନ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହିଭଳି ମେସିନ ବିଷୟରେ । ୧- ପ୍ରଥମ ରେ ହେଉଛି ଫୁଲ ତୋଡା ମେସିନ ବା ଫ୍ଲାଉଆର ହାରଭେଷ୍ଟର । ତେବେ ଏହି ମେସିନ ଜମିରେ ଫୁଲ ତୋଡିବା ରେ ସାହାଯ୍ୟ କରିଥାଏ । ଏହି ମେସିନ ସବୁ ପ୍ରକାର ଫୁଲ ସେ ଗେଣ୍ଡୁ ହେଉ କିମ୍ବା ଗୋଲାପ କିମ୍ବା ଅନ୍ୟ କିଛି ଏ ସବୁ ଫୁଲ କୁ ଗୋଟିଏ ଲାଇନ ରେ ଛିଣ୍ଡେଇ ସାଇଡ଼ ରେ ରଖି ଦେଇଥାଏ ଯାହାକୁ ପରେ ଉଠାଇ ନିଆ ଯାଇଥାଏ ।

୨- ଦ୍ଵିତୀୟ ରେ ହେଉଛି ଟ୍ରିଲିନ ହେଲିକ୍ୟାପ୍ଟର । ତେବେ ଏହି ମେସିନ ଦଶ ଟି ବ୍ଲେଡ଼ ଲାଗିଥାଏ ଯାହା ବଡ଼ ବଡ଼ ଗଛ ରେ ଅଯଥା ପତ୍ର ଡାଳ କୁ କାଟି ତାକୁ ସାଇଜ କରିବାରେ ସାହାଯ୍ୟ କରେଇଥାଏ ତେବେ ଏହା ହେଲିକ୍ୟାପ୍ଟର ର ଦଉଡି ସାହାର୍ୟ୍ଯ ରେ ହୁଏ ।

୩- ତୃତୀୟ ମେସିନ ହେଉଛି ପମକିନ ମେସିନ । ତେବେ ଏହି ମେସିନ ନିଜର ତୀକ୍ଷ୍ଣ ଧାର ରେ ସବୁ କଖାରୁ କୁ ନେଇ କାଟି ଖେତ ରେ ତା ମଞ୍ଜି କୁ ବିଣି ଥାଏ ଏହା ସହ ଲାଉର ମଞ୍ଜି କୁ ମଧ୍ୟ ଏଭଳି କରିଥାଏ । ୪- ଚତୁର୍ଥ ରେ ହେଉଛି ୟକଷ୍ଟ୍ରଲର ମେସିନ । ତେବେ ଫସଲ ହେବା ପରେ ନୂଆ ଫସଲ ଆସିବା ପାଇଁ ଜମି ରୁ ପୁରୁଣା ଫସଲ ର ସବୁ ଅଂଶ କୁ ଭିତରୁ ବହୁତ ସହଜ ରେ ଏବଂ ଆରାମ ରେ କାଢି ପାରିଥାଏ ।


୫- ପଞ୍ଚମ ରେ କ୍ୟାବେଜ ହାରବାଷ୍ଟର । ତେବେ ଏହି ମେସିନ ଜମିରୁ ବନ୍ଧା କୋବି କୁ କାଟି ତାକୁ ସିଧା ଚାଷୀ ପାଖକୁ ଆସିଥାଏ ତେବେ ଏହି କୋବି କୁ କାଟିବା ପାଇଁ ଅନ୍ୟ ଲୋକ ମଧ୍ୟ ଆବଶ୍ୟକ ନାହିଁ ଏହା ଛଡା ଏହି ମେସିନ ବନ୍ଧା କୋବି ର ପତ୍ର କୁ ମଧ୍ୟ ଅଲଗା କରି ଫ୍ରେସ କୋବି ଆଣିଥାଏ ।

୬- ଷଷ୍ଠ ରେ ହେଉଛି କୁକମ୍ବର ହାରବାଷ୍ଟର । ତେବେ ଆଗରୁ ଖେତ ରୁ କାକୁଡି କୁ ତୋଳିବା ପାଇଁ ବହୁତ ସମୟ ଲାଗି ଯାଉଥିଲା ଏବଂ ବହୁତ ସମୟ ମଧ୍ୟ ଯାଉଥିଲା ତେବେ ଏହି ମେସିନ ସାହାର୍ୟ୍ଯ ରେ ଆପଣ ସୁବିଧା ରେ ଏବଂ କମ ସମୟରେ କାକୁଡି କୁ ତୋଳି ପାରିବେ ।

୭- ସପ୍ତମ ରେ ସ୍ପ୍ରେ ଦ୍ରୋନ । ତେବେ ଆପଣ ନିଜର ଖେତ କୁ ସ୍ପ୍ରେ କରିବା ପାଇଁ ବହୁତ ସମୟ ନେଉଥିବେ ଏବଂ ବହୁତ ଦିନ ମଧ୍ୟ ଲାଗୁଥିବ କିନ୍ତୁ ଏହି ରୋବଟିକ୍ ସ୍ପ୍ରେ ଦ୍ରୋନ ରେ ଆପଣ କିଛି ସମୟରେ ଏବଂ ସହଜରେ ତାହା ପୁଣି ପୁରା ଜଡ ପର୍ଯ୍ୟନ୍ତ ସ୍ପ୍ରେ କରି ପାରିବେ ।

୮- ଅଷ୍ଟମ ରେ ହେଉଛି ଟ୍ଵିଚାର୍ଡ ମେସିନ । ତେବେ ଏହି ମେସିନ ଗଛ ରେ ଥିବା ସବୁ ଫଳ କୁ ଚୁଟିକି ରେ ତୋଳି ଦେବ । ତେବେ ଏହି ମେସିନ ଗଛ କୁ ଏତେ ଜୋରରେ ହଲେଇବ ଯେପରି ଭୂକମ୍ପ ଆସିଯିବ ଏବଂ କିଛି ସମୟରେ ସବୁ ଫଳ କୁ ବାସେକ୍ଟ ଭିତରେ ରଖିଦେଵ ।

Leave a Reply

Your email address will not be published. Required fields are marked *