ବ୍ଯାଙ୍କ ଲୁଟିବାକୁ ଚାହାଁନ୍ତି Kareena Kapoor ଙ୍କ ପୁଅ Taimur, ପାପା Saif Ali Khan କହିଲେ ପୁଅର ଇଚ୍ଛା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଷ୍ଟାର କିଡ୍ସ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ସମସ୍ତ ଷ୍ଟାର କିଡ୍ସ ମାନଙ୍କ ଠାରୁ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚାରେ ରହୁଛନ୍ତି ତେମୁର ଅଲି ଖାନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତେମୁର ଅଲି ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେମୁର ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ସେଫ ଅଲି ଖାନ ଓ ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନଙ୍କ ପୁଅ । ତେମୁର ଜନ୍ମ ହେବା ପରଠାରୁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ସେଫ ଅଲି ଖାନ କରନ ଜୋହାରଙ୍କ ସୋ ‘କଫି ବିଥ କରନ’ରେ କହିଥିଲେ ତେମୁରଙ୍କ ଗୋଟିଏ ଫଟୋ ୧୫୦୦ ଟଙ୍କାରେ ବିକ୍ରି ହେଉଛି ଏଥିରୁ ଆପଣ ଜାଣି ପାରୁଥିବେ ଏତେ କମ ବୟସରେ ବି ତେମୁରଙ୍କ ଡିମାଣ୍ଡ କେତେ ଅଛି । କାରଣ ଫଟୋ ପାଇଁ ଏତେ ଟଙ୍କା କୌଣସି ସୁପର ଷ୍ଟାରକୁ ବି ମିଳି ନଥାଏ । କରିନା ଓ ସେଫ ମଧ୍ୟ ତେମୁରଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ।

ବର୍ତ୍ତମାନ ତେମୁରଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେମୁରଙ୍କୁ ବର୍ତ୍ତମାନ ୪ ବର୍ଷ ହୋଇ ସାରିଛି ଓ ଲୋକମାନେ ତେମୁରଙ୍କ ବଡ ହେବାର ଅପେକ୍ଷା କରିଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ତେମୁରଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ବଡ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ତେମୁର ଅଲି ଖାନଙ୍କ ଇଛା ଅଛି ସେ ବ୍ୟାଙ୍କ ଚୋର ହେବାକୁ ଚାହୁଁ ଛନ୍ତି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି କଥାର ଖୁଲାସା ତେମୁରଙ୍କ ବାପା ସେଫ ନିଜେ କରିଛନ୍ତି । ବନ୍ଧୁଗଣ ସେଫ ଅଲି ଖାନ ନିଜ ଆଗାମୀ ଫିଲ୍ମ ‘ବଣ୍ଟି ଅର ବବ୍ଲି ୨’ର ପ୍ରମୋଶନ ପାଇଁ ‘କଇପ ଶର୍ମା ସୋ’ ଯାଇଥିଲେ । ତାଙ୍କ ସହ ଫିଲ୍ମର କୋଷ୍ଟାର ରାନୀ ମୁଖାର୍ଜୀ ବି ଯାଇଥିଲେ ।

ସେଫ ସେହି ସୋରେ କହିଥିଲେ-‘ଯେତେବେଳେ ମୋର ‘ତାନାଜି’ ଫିଲ୍ମ ରିଲିଜ ହେଲା ସେତେବେଳେ ତେମୁର ନକଲି ଖଣ୍ଡା ଧରି ଲୋକ ମାନଙ୍କର ପିଛା କରୁଥିଲା । ସେତେବେଳେ ମୁ ମୋର ଭୂମିକା ବିଷୟରେ କହୁଥିଲି ଯେ ସେ ଭଲ ମଣିଷ ଅଟେ । ହେଲେ ସେହି ସମୟରେ ତେମୁର କହିଲା, ହେଲେ ମୋତେ ତ ଖରାପ ମଣିଷ ହେବାର ଅଛି । ମୋତେ ବ୍ୟାଙ୍କରେ ଟଙ୍କା ଚୋଓରୀ କରିବାର ଅଛି ସମସ୍ତଙ୍କ ଟଙ୍କା’ ।

ଏହା ପରେ ସେଫ କହିଥିଲେ-‘ତେମୁର କଥା ଶୁଣି ଆପଣ ମାନେ ବୁଝି ପାରୁଥିବେ ଆମେ ତାକୁ କେତେ କଷ୍ଟରେ ସମ୍ଭାଳି ରଖିଛୁ । ମୁ ଅଧିକାଂଶ ସମୟ ତେମୁରଙ୍କୁ ସମ୍ଭାଳିବାର ଦାୟିତ୍ଵ କରିନାଙ୍କୁ ଦେଇଦିଏ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତେମୁର ଅଲି ଖାନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *