ଦେଖନ୍ତୁ ହିରୋଇନ Shivani ଙ୍କ ପରିବାର ଓ ତାଙ୍କ ମା’ଙ୍କ ସହ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମସ୍ତେ ସିନେମା କୁ ନେଇ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଦର୍ଶକ ମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଏବଂ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ଏହା ବ୍ୟତୀତ ସେମାନଙ୍କ ପ୍ରିୟ କଳାକାର ଙ୍କ ବାସ୍ତବ ଜୀଵନ ସମ୍ବନ୍ଧରେ ଜାଣିବା ନିମନ୍ତେ ବେଶ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ସିବାନୀ ସଂଗୀତା ଙ୍କ ସମ୍ବନ୍ଧରେ କହିବୁ ।

ଗତ କିଛି ଦିନ ହେବ ସିବାନୀ ଏବଂ ତାଙ୍କ ମାଆ ଙ୍କ ଏକ ଡାନ୍ସ ଭିଡିଓ ଭାଇରାଲ ହୋଇଥିଲା । ଯାହା ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଅଭିନେତ୍ରୀ ଶିବାନୀ ସଂଗୀତା ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ଶିଶୁ କଳାକାର ଭାବରେ ମଧ୍ୟ ଅନେକ ସିନେମା ତଥା ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି ।

ସିବାନୀ ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ଅଟନ୍ତି । ଅନେକ ଦର୍ଶକ ତାଙ୍କ ଫାନ୍ ଅଟନ୍ତି । ସିବାନୀ ଙ୍କ ଅଭିନୟ ମଧ୍ୟ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟ ସୁପରହିଟ ସାବ୍ୟସ୍ତ ହୋଇଥାଏ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନିଜ ମାଆ ଙ୍କ ସହିତ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସୁଛନ୍ତି ।

ପ୍ରସିଦ୍ଧ ଓଡ଼ିଆ ସଙ୍ଗୀତ ‘ମୋର ମନ ଉଡ଼ି ଯାଏ’ ରେ ଉଭୟ ଖୁବ ସୁନ୍ଦର ଭାବରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଏହି ଭିଡିଓ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ନିଜର ଭଲ ପାଇବା କମେଣ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଅଭିନେତ୍ରୀ ସିବାନୀ ସଂଗୀତା ଏବଂ ତାଙ୍କ ମାଆ ଙ୍କ ଏହି ଡାନ୍ସ ଭିଡିଓ ଦେଖିଥିବେ । ଆପଣଙ୍କୁ ଉଭୟ ଙ୍କ ନୃତ୍ୟ କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *