ମହିଳା ପୋଲିସଙ୍କ ମହାନତା, କରି ଦେଖେଇଲେ ଏମିତି କାମ କି ପୁରା ଦୁନିଆ କରୁଛି ସଲାମ, Video ଦେଖିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି

ନମସ୍କାର ବନ୍ଧୁଗଣ, ଆଜି କାଲୀ ଦୁନିଆ ଏତେ କରପ୍ଟ ହେଇ ଗଲାଣି କି ଧୀରେ ଧୀରେ ଏବେ ଲୋକ ପୋଲିସ ଉପରୁ ନିଜର ବିଶ୍ଵାସ ହରାଇ ବସିଛନ୍ତି । ପ୍ରତିଦିନ ଏମିତି କିଛି ନା କିଛି ନା ଜିନିଷ ଦେଖିବାକୁ ମିଳେ ଯାହା ଦ୍ଵାରା ପୋଲିସ ଉପରୁ ଆମର ଆସ୍ଥା ଉଠିଯାଏ । କିନ୍ତୁ ଯେମିତି ସବୁ ମଣିଷ ସମାନ ନୁହଁନ୍ତି ଠିକ ସେହିପରି ସବୁ ପୋଲିସ ମଧ୍ୟ ସମାନ ନୁହଁନ୍ତି । ଆଜି ବି କିଛି ପୋଲିସ ଅଛନ୍ତି ଯେଉଁମାନେ ସମାଜ ସେବା କରିବା ପାଇଁ ଆଗେଇ ଆସିଥାନ୍ତି।

ଆଜି ଆମେ ସେହିପରି ଏକ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ସମସ୍ତେ ନାରୀ ଶକ୍ତି ଆଗରେ ନିଶ୍ଚିତ ଭାବରେ ମୁଣ୍ଡ ଟେକି ଦିଅନ୍ତି । ତେବେ ସେହିଭଳି ଭାବରେ ବର୍ତ୍ତମାନ ଚର୍ଚ୍ଚା ରେ ରହିଛନ୍ତି ମହିଳା ପୋଲିସ ଇନ୍ସପେକ୍ଟର । ଚେନ୍ନାଇ ରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶ୍ମ-ଶା-ନ-ରେ ଥିବା ଜଣେ ଯୁବକ ଅ-ଚେ-ତ ହୋଇ ଯାଇଥିଲେ ।

ଏ ବିଷୟରେ ଜାଣିବା ପରେ ମହିଳା ପୋଲିସ ଇନ୍ସପେକ୍ଟର ତୁରନ୍ତ ତାଙ୍କୁ କା-ନ୍ଧରେ ପକାଇ ଅଟୋ ପାଖକୁ ନେଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ଏହି ସମୟର ଏକ ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ଲୋକେ ଏବେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି । ଭାଇରାଲ ଭିଡିଓ ରେ ଦେଖାଦେଇଛି ଯେ ଜଣେ ଯୁବକ ଅଚେତ ହୋଇ ପଡିଛନ୍ତି ।

ପୋଲିସ ଇନ୍ସପେକ୍ଟର ରାଜେଶ୍ବରୀ ବର୍ଷାି ମା-ଡ଼ରେ ଅ-ଚେ-ତ ହୋଇ ଯାଇଥିବା ୨୮ବର୍ଷୀୟ ଯୁବକଙ୍କୁ ଦେଖିବା ପରେ କାହାକୁ ଅପେକ୍ଷା ନକରି ବା କାହାର ସାହାଯ୍ୟ ନନେଇ ଏକାକୀ ଯୁବକଙ୍କୁ କା-ନ୍ଧରେ ଟେ-କି ନେଇଥିଲେ । ଏହା ପରେ ତାଙ୍କୁ ଅଟୋରେ ବସାଇ ଡାକ୍ତରଖାନା‌ ନେଇଥିଲେ ରାଜେଶ୍ବରୀ । ସଠିକ ସମୟରେ ଯୁବକଙ୍କୁ ଡାକ୍ତରଖାନା ନିଆଯିବାରୁ ତାଙ୍କର ଜୀବନ ବଞ୍ଚାଯାଇ ପାରିଥିବା ଜଣାପଡ଼ିଛି ।


ସୂଚନାଯୋଗ୍ୟ ଯେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ପାଇଁ ଏବେ ତାମିଲନାଡୁରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଏପର୍ୟ୍ୟନ୍ତ ୧୨ଜଣଙ୍କର ମୃ-ତ୍ୟୁ ଘ-ଟି-ସାରିଛି । ଆଗକୁ ପରିସ୍ଥିତି ବି-ଗି-ଡ଼ି-ବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟରେ ସମସ୍ତଙ୍କୁ ସତର୍କ କରାଯାଇଛି । ତେବେ ମହିଳା ପୋଲିସ ଙ୍କ ର ଏଭଳି କାମ କୁ ସମସ୍ତେ ପ୍ରଶଂସା ନ କରି ରହି ପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *