ଦେଖନ୍ତୁ ହିରୋଇନ Janklin ଙ୍କୁ ଜନ୍ମଦିନରେ ସୁନ୍ଦର ସରପ୍ରାଇଜ ଦେଲେ ସ୍ଵାମୀ Arvind, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜାଙ୍କଲିନ । ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କୁ ଅନେକ ସୁପର ହିଟ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ । ଜାଙ୍କଲିନ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ଆସିବା ଦିନରୁ ହିଁ ଜାଙ୍କଲିନ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋସ ଅପଲୋଡ କରନ୍ତି ।ତେବେ ବନ୍ଧୁଗଣ ଗତ କାଲି ଜାଙ୍କଲିନଙ୍କ ଜନ୍ମ ଦିନ ଥିଲା ଓ ଜାଙ୍କଲିନ ନିଜ ଜନ୍ମ ଦିନର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚା ଜୋର ସୋର ଧରିଛି ।

ଜାଙ୍କଲିନଙ୍କ ଜନ୍ମଦିନରେ ତାଙ୍କ ସ୍ଵାମୀ ଅରବିନ୍ଦ ତାଙ୍କୁ ଏକ ସୁନ୍ଦର ସର୍ପରାଇଜ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ବନ୍ଧୁଗଣ ଜାଙ୍କଲିନଙ୍କ ଜନ୍ମ ଦିନ ରାତିରେ ପାଖା ପାଖି ୪ଟାରେ ଅରିବିନ୍ଦ ଜାଙ୍କଲିନ ଓ ତାଙ୍କ ସାଙ୍ଗ ମାନଙ୍କ ସହ କାରରେ ଏକ ଅଲଗା ସ୍ଥାନକୁ ଆସିଥିଲେ ଏବଂ ଜାଙ୍କଲିନ ସେହି ସ୍ଥାନରେ କେକ କା-ଟି ଥିଲେ । ଜାଙ୍କଲିନଙ୍କୁ ଅରବିନ୍ଦଙ୍କ ଏହି ସର୍ପରାଇଜ ବହୁତ ପସନ୍ଦ ମଧ୍ୟ ଆସିଛି ।

ନିଜ ଜନ୍ମ ଦିନରେ ଜାଙ୍କଲିନ ବହୁତ ଅଧିକ ଖୁସି ନଜର ଆସିଛନ୍ତି ଓ ସୋ-ସି-ଆ-ଲ ମି-ଡି-ଆ-ରେ କିଛି ଭିଡିଓ ଏବଂ ଫଟୋ କୁ ଅ-ପ-ଲୋ-ଡ କରିଛନ୍ତି । ଜନ୍ମ ଦିନରେ ଅନେକ ଓଡିଆ କଳାକାର ମାନେ ଜନକଲିନଙ୍କୁ ୱିସ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜାଙ୍କଲିନଙ୍କ ଏହି ଜନ୍ମ ଦିନ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *