ଓଡିଶାରେ ଏବେ ମାତିଛନ୍ତି ଡିଜିଟାଲ ଗ୍ୟାଙ୍ଗଷ୍ଟାର, ଦେଖନ୍ତୁ କେମିତି ଭିଡିଓ ରେ ଦେଉଛନ୍ତି ଭିଡିଓ ର ଜବାବ, Video ଦେଖିଲେ ଆପଣ ମଧ୍ୟ ଭୟ କରିବେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ ବ୍ୟବହାର ଦୁନିଆର ସମସ୍ତ ଲୋକ କରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ କିଏ ଟଙ୍କା ରୋଜଗାର କରୁଛି ତ କିଏ ଦୁନିଆରେ ଘଟୁଥିବା ବିଭିନ୍ନ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛି । ତେବେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଟ୍ୟାଲେନ୍ଟ ଦେଖାଇ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଫେମସ ହୋଇଥାନ୍ତି । 


କିନ୍ତୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ସୋ-ସି-ଆ-ଲ ମିଡିଆର ଅଧିକାଂଶ ବ୍ୟବହାର କରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ କିଛି କମ ବର୍ଷ ଯୁବ ପିଢୀଙ୍କର ଭିଡିଓ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ କିଏ ଖ-ଣ୍ଡା ଧ-ରି ଧ-ମ-କ ଦେଉଛି ତ କିଏ ବ-ନ୍ଧୁ-କ ଧରି ଷ୍ଟା-ଇ-ଲ ମ-ରୁ-ଛି । ଏହି ସବୁ ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚା ଜୋରସୋର ଧରିଛି ।

ଏହି ପିଲା ମାନେ ଅ-ଶା-ଳୀ-ନ, ଉ-ତ୍ତେ-ଜ-କ ଓ ଅ-ରୁ-ଚିକର ଭିଡିଓ କରୁଛନ୍ତି । ଏହି ପିଲା ମାନଙ୍କର ନା ଭାଷାରେ କିଛି ଶା-ଳୀ-ନ-ତା ଅଛି ନା ଭେ-ଶ-ଭୂ-ଷା-ରେ । ବନ୍ଧୁଗଣ ଏହି ପିଲା ମାନେ କିଏ ଓ କାହିଁକି ଏମିତି ଭିଡିଓ କରୁଛନ୍ତି ତେଣୁ ବାସ୍ତବରେ ଏହାକୁ କୁହା ଯାଉଛି ଡି-ଜି-ଟା-ଲ ୱା-ର ଅର୍ଥାତ ସୋ-ସି-ଆ-ଲ ମି-ଡି-ଆ-ରେ ଗ୍ରୁପ ଗ୍ରୁପ ମଧ୍ୟରେ ଲ-ଢେ-ଇ ଚାଲିଛି ।

ଗୋଟେ ଗ୍ରୁ-ପ ଖ-ଣ୍ଡା ଧରି ଭିଡିଓ ଛାଡିଲେ ଆଉ ଗୋଟେ ଗ୍ରୁପ ଜ-ବା-ବ ଦେଉଛି ବ-ନ୍ଧୁ-କ ଭିଡିଓ ଛା-ଡି । ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରଭାବ ବିସ୍ତାର କରିବାକୁ ଏ ହେଉଛି ଏକ ନୂଆ ଟ୍ରେଣ୍ଡ । କଟକର ପବ୍ଲିକ ଷଣ୍ଢ ଓ ଅମାନିଆ ଗ୍ରୁପ ମଧ୍ୟରେ ହେଉଥିଲା ଡି-ଜି-ଟା-ଲ ଲ-ଢେ-ଇ । ଗତ କାଲି ଏହି ଗ୍ରୁପର ଜଣେ ଲେଡି ମେମ୍ବର ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଥିଲେ ଯାହାର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।

ଲେଡି ଜଣକ ଗଣମଧ୍ୟମ ସାମ୍ନାରେ ନିଜର ଭୁ-ଲ ସ୍ଵୀକାର କରିଥିଲେ ଓ ଏମିତି ଭିଡିଓ ଖୁସିରେ କରିଥିବାର କହିଥିଲେ । ଅନ୍ୟ ପକ୍ଷରେ ଆଉ ଜଣେ ଯୁବତୀ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି । ଏହି ଯୁବତୀ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟରେ ବେବି ସୋନା ନାମ ଦେଇଛନ୍ତି । ତେବେ ଏହି ମହିଳା ବ-ନ୍ଧୁ-କ ଧରି ଭିଡିଓ କରିଥିବାର ନଜର ଆସୁଛନ୍ତି । 

ବର୍ତ୍ତମାନ ପୋଲିସ ଏହି କଟକ ପିଲା ମାନଙ୍କୁ ଥାନା ଡକାଇ ପଚରା ଉଚରା କରୁଛି ଓ ଏମାନଙ୍କ ବି-ରୋ-ଧ-ରେ କିଛି ମା-ମ-ଲା ରୁ-ଜୁ ହୋଇଛି ନା ନାହିଁ ତାର ତ-ଦ-ନ୍ତ ମଧ୍ୟ କରୁଛି । ଏହି ଯୁବ ପିଢୀ ଭିଡିଓରେ ଅ-ଭ-ଦ୍ର ଭା-ଷା ଓ ଆ-ପ-ତ୍ତି ଜନକ ଅ-ସ୍ତ୍ର ଶ-ସ୍ତ୍ର-ର ବ୍ୟବହାର କରୁଛନ୍ତି ଯାହା ସମାଜ ଉପରେ ଖ-ରା-ପ ପ୍ରଭାବ ପକାଉଚି । ତେଣୁ ବନ୍ଧୁଗଣ ଏମାନଙ୍କ ଉପରେ ଦୃ-ଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରେ । 

Leave a Reply

Your email address will not be published. Required fields are marked *