କୁକୁର ସହିତ ପଙ୍ଗା, ମାଙ୍କଡକୁ ପଡିଗଲା ଭାରି, ଦେଖନ୍ତୁ ଏହି Video ହସି ହସି ପେଟ ଦରଜ ହେଇଯିବ (Monkey funniest moment)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପଶୁ ମାନଙ୍କ ଭିତରୁ ସବୁଠାରୁ ଦୁଷ୍ଟ ଏବଂ ବଦମାସ ହେଉଛନ୍ତି ମାଙ୍କଡ ସେମାନେ କେଉଁଠି ବି ଆସି ଯାଆନ୍ତି କାହାର ବି ଜିନିଷ ନେଇ ପଳାନ୍ତି ଏକ କାହା ସହ ମଧ୍ୟ ଲାଗିଥାନ୍ତି। ତେବେ ଆଜି ଆମେ ଆପଣଂକୁ ସେହି ମାଙ୍କଡ ମାନଙ୍କ ର କିଛି ଏଭଳି ଘଟଣା ବିଷୟରେ ଜଣେଇବୁ ଯାହା ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ।

୧- ପ୍ରଥମ ଭିଡିଓ ରେ ଗୋଟିଏ ଦୁଷ୍ଟ ମାଙ୍କଡ଼ ଏକ ଛେଳି ଉପରେ ବସି ବୁଲିବାକୁ ଲାଗିଲା ଏବଂ ନିଜକୁ ରାଜା ବୋଲି ଭାବିଲା ତାସହ ସେ ବଡ଼ ଛେଳି ପିଠି ଉପରେ ବସି ଛୋଟ ଛୋଟ ଛେଳି ଙ୍କ ଲାଞ୍ଜ ଧରିବାକୁ ଏବଂ ଟାଣିବାକୁ ଲାଗିଲା। ତେବେ ଯେତେ ଚେଷ୍ଟା କଲେ ମଧ୍ୟ ସେ ପିଠି ତଳୁ ଆସିଲା ନାହିଁ।

୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ ମାଙ୍କଡ଼ ଗୋଟିଏ କକୁଡ଼ା ଆଗରେ ନିଜର ନାଚ ପରିବେଷଣ କରୁଥିଲା। ତେବେ କଣ ପାଇଁ ନାଚୁଥିଲା ତାର କାରଣ ଜଣା ନାହିଁ। ତେବେ କୁକୁଡ଼ା କୁ ତା ନାଚ ପସନ୍ଦ ହେଲା ନାହିଁ ଏବଂ ସେ ତାକୁ ସେଠାରୁ ଘଉଡାଇ ଦେଇଥିଲା।

୩- ତୃତୀୟ ଭିଡିଓ ରେ ଗୋଟିଏ ମାଙ୍କଡ଼ ଗୋଟିଏ ବେଲୁନ କୁ ଧରି ତାକୁ କାମୁଡିବାରେ ଲାଗିଲା ତେବେ କାମୁଡିବା ଯୋଗୁଁ ବେଲୁନ ଟି ଫାଟି ଯାଇଥିଲା କିନ୍ତୁ ମାଙ୍କଡ଼ ଏହା ଯାଦୁ ଭାବି ନିଜ ହାତରେ ବେଲୁନ କୁ ଖୋଜିବାରେ ଲାଗିଲା।


୪- ଚତୁର୍ଥ ଭିଡିଓ ରେ ଗୋଟିଏ କୁକୁର କୁ ଦେଖି ଦୁଷ୍ଟ ମାଙ୍କଡ଼ ନିଜର ପଛ ପଟେ ହାତ ରଖି ଯିବାକୁ ଲାଗିଲା ସତେ ଯେପରି ସେ ନିଜର ଇଜ୍ଜତ ବଂଚାଇବା କୁ ଚେଷ୍ଟା କରୁଥିଲା ।ତେବେ ଏହି ଭିଡିଓ ଦେଖି ସମସ୍ତେ ହସିବାକୁ ଲାଗିଲେ ଏବଂ ଖୁବ ଭାଇରାଲ ମଧ୍ୟ ହେଲା।


୫- ପଞ୍ଚମ ଭିଡିଓ ରେ ଗୋଟିଏ କୁକୁର ଗୋଟିଏ ମାଙ୍କଡ଼ ପାଖକୁ ଯାଇ ତା ସହ ଲାଗିବାକୁ ଚେଷ୍ଟା କରୁଥିଲା ତେବେ ମାଙ୍କଡ଼ ଟି ଯେତେ ଚେଷ୍ଟା କଲେ ମଧ୍ୟ ସେହି କୁକୁର ଟି ଯାଉ ନଥିଲା ଏଵଂ ଏଥିରେ ମାଙ୍କଡ଼ ରାଗି ଯାଇ ଗୋଟିଏ ବାଡ଼ି ରେ ତା ମୁଣ୍ଡକୁ ଜୋରରେ ପିଟିଦେଇଥିଲା ଏବଂ କୁକୁର ଟି ଵିଚାରା ବୋବେଇ ପଳେଇ ଥିଲା।

୬- ଷଷ୍ଠ ଭିଡିଓ ରେ ଗୋଟିଏ ଦୁଷ୍ଟ ମାଙ୍କଡ଼ କିଛି ବାଘ ଛୁଆ ସହ ଲାଗୁଥିଲା କେତେବେଳେ ତାଙ୍କ କାନ ଟାଣି ଦେଉଥିଲା ତ କେତେବେଳେ ତା ଲାଞ୍ଜ କେତେବେଳେ ତା ପିଠିକୁ ଆଉଁଶି ଦେଉଥିଲା ତ କେତେବେଳେ ତାଙ୍କୁ ଚିଡାଉ ଥିଲା କିନ୍ତୁ ବାଘ ମାନେ ସେହି ମାଙ୍କଡ଼ କୁ ଧରି ପାରୁ ନାହାଁନ୍ତି। ତେବେ ଦରକାର ପଡ଼ିଲେ ମାଙ୍କଡ଼ ବାଘ ସହ ମଧ୍ୟ ଲାଗି ପାରିବ।
ତେବେ ଆପଣ ମାନଂକୁ ଏହି ଦୁଷ୍ଟ ମାଙ୍କଡ଼ କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *