ପେଗ ବଢ଼େଇ ଦେ ପରେ ଏବେ ଢ଼ୋଲିଡା ସଙ୍ଗରେ ନାଚି ସ୍ଟେଜ ଫତେଇ ଦେଲେ ଅଭିନେତ୍ରୀ Usasi Mishara, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଉଷାଶି ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଉଷାଶି ମିଶ୍ରଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଉଷାଶି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଉଷାଶି ।

ଉଷଶି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିଜ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଉଷାଶିଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଉଷାଶିଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଉଷାଶିଙ୍କ ଏହି ଭିଡିଓ ବିଷୟରେ । ଆପଣ ମାନେ ଜାଣିଥିବେ ଏବେ ରିଲ୍ସର ଏକ ଟ୍ରେଣ୍ଡ ଚାଲିଛି ଓ ଉଷସୀ ମଧ୍ୟ ଅନେକ ରିଲ୍ସ ଭିଡିଓ କରୁଛନ୍ତି । ଗତ କିଛି ଦିନ ତଳେ ତାଙ୍କର ପେଗ୍ ବଢେଇ ଦେ ରିଲ୍ସ ଭିଡିଓ ଆସିଥିଲା ଯେଉଁ ତିରେ ସେ ଡ୍ରିଙ୍କ କରିବାର ଆକ୍ଟିଙ୍ଗ କରି ଡ୍ୟାନ୍ସ କରୁଥିଲେ । ଏବେ ତାଙ୍କର ଢ଼ୋଲିଡା ଗୀତରେ ଜବରଦସ୍ତ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି ।

ଉଷସୀ ଏହି ଭିଡିଓ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଏଥିରେ ଉଷସୀଙ୍କ ସହିତ ଆଉ ଦୁଇ ଅଭିନେତ୍ରୀ ନାଚୁ ଥିବାର ନଜର ଆସୁଛନ୍ତି । ଏକା ସହ ଏମାନେ ଗୋଟେ ପରେ ଗୋଟେ ସ୍ଟେପ ମିଶାଇ ଦର୍ଶକ ମାନଙ୍କ ମନ ଜିତି ଛନ୍ତି । ଏବେ ଉଷସୀଙ୍କ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *