କିଏ ଏହି ଲେଡି ଡନ୍ ମାନସୀ, ଦାଦା ବଟି ମାଗିବା ଥିଲା ତାଙ୍କ କାମ, ଥାନାରେ ତାଙ୍କ ନାଁ’ରେ ରହିଛି ଏକାଧିକ ମାମଲା, ମାନସୀଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଲେଡି ଡନ ମାନସୀ । ସେ ଥିଲେ ଗ୍ୟାଙ୍ଗଷ୍ଟାର ର ଗାର୍ଲ ଫ୍ରେଣ୍ଡ । ଦା-ଦା ବ-ଟି ମାଗିବା ହେଉଛି ତାଙ୍କର କାମ । ତେବେ ଥାନା ରେ ତାଙ୍କ ନାମ ରେ ଥିଲା ଏକାଧିକ ମାମଲା । ତେବେ କଟକରେ ଧ-ରା ପଡ଼ିଲା ଗାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ । ବିଲ୍ଡରଙ୍କୁ ଦା-ଦା ବ-ଟି ମାଗିବା ଓ ତାଙ୍କୁ ଆ-କ୍ର-ମ-ଣ କରିବା ଅ-ଭି-ଯୋ-ଗ-ରେ ଲେଡି ଡନ୍ ମାନସୀ ନାୟକକୁ କଟକର କମିଶନରେଟ୍ ପୁଲିସ୍ ଆଜି ଗି-ର-ଫ କରିଛି । ମାନସୀ ସହ ତା’ର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ୍ ଗି-ର-ଫ କରିଛି ।


ମାନସୀ ହେଉଛି ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ । ପ୍ରଥମେ ମାନସୀ ସକିଲର ସହଯୋଗୀ ଭାବେ କାମ କରୁଥିଲେ । ପରବର୍ତ୍ତୀ ସମୟରେ ସେ ସକିଲର ଗର୍ଲଫ୍ରେଣ୍ଡ ହୋଇଥିଲା । ଆଉ ସକିଲର ଇସାରାରେ ହିଁ ମାନସୀ ଏଭଳି ଅ-ପ-ରା-ଧି-କ କାମ କରୁଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି । ମାନସୀ ନାଁରେ ଏକାଧିକ ଅ-ପ-ରା-ଧି-କ ରେକର୍ଡ ରହିଛି ।


୨୦୧୪ରେ ଏକ ହ-ତ୍ୟା-କା-ଣ୍ଡ ମା-ମ-ଲା-ରେ ମାନସୀକୁ ଜଗତସିଂହପୁରରୁ ଗି-ର-ଫ କରାଯାଇଥିଲା । ଗି-ର-ଫ ପରେ ତାକୁ କୋ-ର୍ଟ ଚା-ଲା-ଣ କରା ଯାଇଥିଲା । ତେବେ ପରେ ସେ ଜାମିନ୍ ପାଇଥିଲା । କିନ୍ତୁ ଏବେ ସେ ପୁଣିଥରେ ତା’ର ଦା-ଦା-ଗି-ରି ଚଳାଇଥିବା ଖବର ପୁଲିସ୍ ପାଖରେ ପହଞ୍ଚିଥିଲା । ଯାହା ପରେ ପୁଲିସ୍ ତାକୁ ଗି-ର-ଫ କରିଥିଲା । ମାନସୀ ସହ ତା’ର ଦୁଇ ସହଯୋଗୀକୁ ମଧ୍ୟ ଲାଲବାଗ ଥା-ନା ଗି-ର-ଫ କରିଛି ।

ପୁଲିସ୍ ଏହି ମାମଲାରେ ଅଧିକ ତ-ଦ-ନ୍ତ ଚଳାଇଛି । ଏଥିରେ ଆଉ କେଉଁମାନେ ସାମିଲ୍ ଅଛନ୍ତି, ପୁଲିସ୍ ତା’ର ମଧ୍ୟ ଖୋ-ଳ-ତା-ଡ଼ କରୁଛି । ତେବେ ସୂଚନାଯୋଗ୍ୟ ଯେ ମାନସୀ ଗତ ୧୯ ତାରିଖ ସନ୍ଧ୍ୟା ରେ ଜଣେ ବିଲ୍ଡର କୁ ଆ-କ୍ର-ମ-ଣ କରିଥିଲେ ଏବଂ ଏନେଇ ବିଲଡର ଜଣକ ଥାନା ରେ ଅ-ଭି-ଯୋ-ଗ କଲା ପରେ ମାନସୀ କୁ ଗି-ର-ଫ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *