ସାବାସ ପୋଲିସ ! ରାଜଧାନୀ ରାସ୍ତାରେ ମହାନତାର ପରିଚୟ ଦେଇଛି ପୁଲିସ୍, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ସୋ-ସି-ଆ-ଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହାର ବ୍ୟବହାରରେ ଲୋକମାନେ ଦୁନିଆ ବିଷୟରେ ସବୁ କିଛି ଜାଣି ପାରିବେ । ଏହି ଦୁନିଆରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଜାଣିବା ସହ ଲୋକମାନେ ଚାହିଁଲେ ଅନ୍ୟ ମାନଙ୍କୁ ଏହି ଖବର ଦେଖାଇ ପାରିବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ବି ପୋ-ଲି-ସ-ର ପ୍ରଶଂସା କରିବାକୁ ପଛେଇବେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ରାଜଧାନୀ ରାସ୍ତାରେ  ମହାନୀୟତର ପରିଚୟ ଦେଇଛି ପୋଲିସ ।

ଜଣେ ମହିଳାଙ୍କୁ ରାସ୍ତା ପାର କରେଇବା ସହ ସୁରକ୍ଷିତ ଭାବେ ଅଟୋରେ ବସେଇଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବନ୍ଧୁଗଣ ପୋଲିସ ବାବୁ ଅଟୋ ବାଲାକୁ ନିଜ ହାତରୁ ଅଟୋ ଭଡା ମଧ୍ୟ ଦେଉଥିବାର ନଜର ଆସୁଛନ୍ତି । ଏହି ଭିଡିଓକୁ ଦେଖି ସମସ୍ତ ଲୋକ ବହୁତ ଖୁସି ହେଉଛନ୍ତି ଓ ପୋଲିସ ବାବୁଙ୍କର ପ୍ରଶଂସା କରୁଛନ୍ତି । ଏମିତି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ ।

ସାଧାରଣତଃ ପୋଲିସ କେତେ ଲୋକଙ୍କ ପାଇଁ ଭଲ ତ କେତେ ଲୋକଙ୍କ ପାଇଁ ଖରାପ ହୋଇଥାନ୍ତି । ହେଲେ ପୋଲିସର ଏହି କାମକୁ ଦେଖି ସମସ୍ତ ଲୋକ ବେସ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *