ଡ୍ରଗ୍ସ ପାର୍ଟି ମାମଲାରେ ଆସିଲା ନୂଆ ଟ୍ଵିଷ୍ଟ, ଟାର୍ଗେଟ ରେ ଏବେ NCB ଅଫିସର Sameer Wankhede

ବନ୍ଧୁଗଣ ମୁମ୍ବାଇ କୃଶ ଡ୍ର-ଗ୍ସ ପାର୍ଟି ମାମଲାରେ ପ୍ରତିଦିନ କିଛି ନୂଆ ନୂଆ ରହସ୍ୟର ଖୁଲାସା ହେଉଛି । ବନ୍ଧୁଗଣ ଦିଲ୍ଲୀରେ ପହଞ୍ଚି ଛନ୍ତି ମୁମ୍ବାଇର ଏନସିବି ମୁଖ୍ୟ । ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ଆଜି ଏନସିବି ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କୁ ଭେଟି ପାରନ୍ତି । ହେଲେ କେଉଁ ବିଷୟରେ ଆଲୋଚନା ହେବ ତାହା ବିଷୟରେ ଜଣା ପଡି ନାହିଁ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସମୀର ନଜର ଆସିଥିଲେ ।

ବନ୍ଧୁଗଣ ସମୀର ନିଜ ଅଫିସ କାମରେ ଦିଲ୍ଲୀ ଆସିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ସମୀର ଏନସିବି ଡ୍ର-ଗ୍ସ ଲିଙ୍କର ତ-ଦ-ନ୍ତ କରୁଥିବା ବେଳେ ଏବେ ସମୀରଙ୍କ ବି-ରୋ-ଧ-ରେ ଆରମ୍ଭ ହୋଇଛି ବି-ଜ-ଲା-ନ୍ସ ତ-ଦ-ନ୍ତ  । ୨୫ କୋଟି ଡିଲ ଆସିବା ପରେ ଏବେ ବିଜଲାନ୍ସ ଟାର୍ଗେଟରେ ଅଛନ୍ତି ସମୀର ବାଙ୍ଖଡେ ।

ଏହା ଛଡା ସମୀରଙ୍କ ନିଯୁକ୍ତି ଓ ବ୍ୟକ୍ତିଗତ ସମ୍ପର୍କକୁ ନେଇ ମଧ୍ୟ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଏହି ସବୁ ପ୍ରଶ୍ନ ମହରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଉଠାଇ ଛନ୍ତି । ଏବେ ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ମଧ୍ୟ ନିଜ ତ-ଦ-ନ୍ତ ଆରମ୍ଭ କରିଛି । ଡିଲ ବିଷୟରେ ବୟାନ ଦେଇଥିବା ପ୍ରଭାକରଙ୍କୁ ଡକାଇ ପଚରା ଉଚରା କରୁଛି କ୍ରା-ଇ-ମ ବ୍ରା-ଞ୍ଚ ।

ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କୁ ବି ଏହି ମାମଲାରେ ପଚରା ଉଚରା କରାଯାଇପାରେ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *