ସୁବର୍ଣ୍ଣ ସୁଯୋଗ ! କେଉଁ ମୁଦ୍ରା କେତେ ଟଙ୍କାରେ ବିକିବେ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମେ ପ୍ରତିଦିନ ପଇସା ରୋଜଗାର କରିବା ପାଇଁ ପରିଶ୍ରମ କରିଥାଉ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ନୋଟ ଏବଂ କଏନ କୁ ସାଇତି କରି ରଖିଥାନ୍ତି । ବହୁତ ଲୋକ ଅନ୍ୟ ଦେଶର ମଧ୍ୟ ଟଙ୍କା ସ୍ମୃତି ସ୍ଵରୁପେ ରଖନ୍ତି । ତେବେ ଯଦି ଆପଣ ମଧ୍ୟ ଏହି ବ୍ୟକ୍ତି ମାନଙ୍କ ପରି ପୁରୁଣା ନୋଟ ଏବଂ କଏନ ସମ୍ଭାଳି ରଖିଛନ୍ତି ତେବେ ଆପଣଙ୍କ ପାଇଁ ଆସି ଯାଇଛି ସବୁଠୁ ବଡ଼ ଖୁସିର ଖବର ।

ତେବେ ତେବେ ଯଦି ଆପଣଙ୍କ ପାଖରେ ଏହି ପରି ପୁରୁଣା କଏନ ଅଛି ତେବେ ଆପଣ ଘରେ ବସି ବସି ଲକ୍ଷପତି ହୋଇ ପାରିବେ । ଯେକୌଣସି ବସ୍ତୁ ଅଧିକ ପୁରୁଣା ହୋଇଗଲେ ତାହାର ମହତ୍ତ୍ଵ ବଢ଼ି ଯାଇଥାଏ । ମାନେ ତାହାର ଦାମ ବଢିଯାଏ ଏବଂ ଏହି ଜିନିଷ ଗୁଡ଼ିକ ନିଲାମ କରାଯାଏ । ଯେଉଁଥିରେ ବିକ୍ରି କରୁଥିବା ବ୍ୟକ୍ତି ରାତା ରାତି ଲକ୍ଷପତି ହୋଇଥାନ୍ତି ।

ଆଊ ଯଦି ବ୍ୟକ୍ତି ପାଖରେ ଏହି ପୁରୁଣା କଏନ ସହ ଟଙ୍କା ମଧ୍ୟ ଥାଏ ତେବେ ସେ କୋଟିପତି ମଧ୍ୟ ହୋଇ ପାରେ । ତେବେ ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବହୁତ ଅଧିକ ରହି ଥାଏ ଯାହା ଦ୍ଵାରା ବିକ୍ରି କରୁଥିବା ବ୍ୟକ୍ତି ଟଙ୍କା ରୋଜଗାର କରିପାରେ । ତେବେ ଯଦି ଆପଣଙ୍କ ପାଖରେ ବି ଏହି ପରି କିଛି ପୁରୁଣା ଟଙ୍କା ଜାଗା ବହୁତ ବର୍ଷର ପୁରୁଣା ତେବେ ଆପଣ ମଧ୍ୟ ଏହାକୁ ବିକ୍ରି କରି ଲକ୍ଷପତି ହୋଇପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପୁରୁଣା କଏନ ବିଷୟରେ କହିବାକୁ ଯାଉଛୁ ଯାହା ବିକ୍ରି କରି ଆପଣ ଟଙ୍କା ରୋଜଗାର କରି ପାରିବେ ।


ତେବେ ଯଦି ଆପଣଙ୍କ ପାଖରେ ୧୯୩୬ ମସିହାର ଏକ ଟଙ୍କା ଅଛି ତେବେ ଆପଣ ୨୫ ହଜାର ପାଇ ପାରିବେ । ତେବେ ଯଦି ୧୯୮୨ ମସିହାର କାଏନ ଅଛି ତେବେ ଏହାର ମୂଲ୍ୟ ୩୦ ହଜାରରୁ ବି ଅଧିକ ହେବ । ତେବେ ଯଦି ଆପଣଙ୍କ ପାଖରେ ୧୯୦୭ ମସିହାର ପୁରୁଣା କଏନ ଅଛି ତେବେ ଏହାର ମୂଲ୍ୟ ଏକ ଲକ୍ଷ ପଚିଶ ହଜାର ଟଙ୍କା ।

ଏହା ଛଡା ଯଦି ଆପଣଙ୍କ ପାଖରେ ୧୯୪୫ ମସିହାର ଦୁଇ ଟଙ୍କିଆ ଅଛି ତେବେ ଏହାର ମୂଲ୍ୟ ୨୦ ହଜାର ଟଙ୍କା । ଏହା ସହ ଯଦି ଆପଣଙ୍କ ପାଖରେ ୧୯୭୫ ମସିହାର ଏକ ଟଙ୍କିଆ କଏନ ଅଛି ତେବେ ଏହାର ମୂଲ୍ୟ ୨୬ ହଜାର ଟଙ୍କା । ଯଦି ଆପଣଙ୍କ ପାଖରେ ୧୯୭୦ ମସିହାର ୨୦ ପଇସି ଅଛି ତେବେ ଏହାର ମୂଲ୍ୟ ଦୁଇ ଲକ୍ଷ ଟଙ୍କା ।


ତେବେ ଏହା ସହ ଆପଣଙ୍କ ପାଖରେ ୧୯୫୫ ମସିହାର କିଛି କଏନ ରହିଛି ତେବେ ତାହାର ମୂଲ୍ୟ ୫୦ ହଜାର ଟଙ୍କା । ଏହା ସହ ୧୯୭୪ ମସିହାର ୫୦ ପଇସି ର ମୂଲ୍ୟ ୧୫ ହଜାର ୧୯୯୬ ମସିହାର କଏନର ମୂଲ୍ୟ ୧୦ ହଜାର,ଏହା ସହ ଯଦି ୧୯୩୫-୮୫ ଲେଖା ଥିବା କଏନ ଅଛି ତେବେ ଏହାର ମୂଲ୍ୟ ୩୦ ହଜାର ଟଙ୍କା । ତେବେ ଆପଣ ଚାହିଁଲେ ଏହାକୁ ବିକ୍ରି ମଧ୍ୟ କରି ମାଲାମାଲ ହୋଇ ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *