ଭାରତର ସବୁଠୁ ଧନୀ Top 10 ରାଜନେତା, ନଂ 1 ରେ ଅଛନ୍ତି କେଉଁ ନେତା ଶୁଣିଲେ ଆପଣ ଚମକି ପଡିବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତର ସମସ୍ତ ନେତା ଓ ମନ୍ତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଯାହାଙ୍କ ପାଖରେ ଧନର କୌଣସି ଅଭାବ ନାହିଁ । ସେମାନଙ୍କ ଜୀବନସାଇଲି ମଧ୍ୟ ବହୁତ ଲଗା ଅଟେ । ଆଜି ଆମେ ଆପଣ ମାନଙ୍କୁ ଭାରତର ସବୁଠାରୁ ଧନୀ ରାଜନେତା ଓ ମନ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ବିଜେପି ଦଳ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ଅଟନ୍ତି । ସେ ଭାରତର ନାଗରିକ ଉଡ୍ଡାୟନ ମନ୍ତ୍ରୀ ଅଛନ୍ତି ।

୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆନ୍ଧ୍ର ପ୍ରଦେଶ YSRCP ଦଳର ରାଜ୍ୟସଭା ସଦସ୍ୟ ଆଲା ଅଯୋଧ୍ୟା ରମି ରେଡି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୨୫୭୭ କୋଟି ଟଙ୍କା । ସେ Ramky କମ୍ପାନୀର ମାଲିକ ଅଟନ୍ତି ।

୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସେ ସମାଜବାଦୀ ପାର୍ଟିରେ ଅଛନ୍ତି ତାଙ୍କର ମୋଟ ସମ୍ପପତି ହେଉଛି ୧୦୦୧ କୋଟି ଟଙ୍କା ।

୪. ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କର୍ଣ୍ଣାଟକର ବିଜେପି ଏମଏଲଏ ଆନନ୍ଦ ସିଂହ । ସେ କର୍ଣ୍ଣାଟକର ପର୍ଯ୍ୟଟକ ମନ୍ତ୍ରୀ ଅଛନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୯୨୦ କୋଟି ଟଙ୍କା ।

୫. ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ପଶ୍ଚିମ ବଙ୍ଗର କଂଗ୍ରେସ ରାଜ୍ୟସଭା ସାଂସଦ ଅଭିଷେକ ମନୁ ସିଙ୍ଗଭି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୮୬୦ କୋଟି ଟଙ୍କା ।

୬. ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି କର୍ଣ୍ଣାଟକର କଂଗ୍ରେସ ଏମଏଲଏ ଡି.କେ ଶିବ କୁମାର । ସେ କର୍ଣ୍ଣାଟକ କଂଗ୍ରେସର ପ୍ରଦେଶ ସଭାପତି ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୮୪୦ କୋଟି ଟଙ୍କା ।

୭.ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ତେଲେଙ୍ଗାନା TDP ଦଳର ଲୋକସଭା ସାଂସଦ ଜୟଦେବ ଗାଲ୍ଲା । ସେ ସାଉଥ ଅଭିନେତା ମହେଶ ବାବୁଙ୍କ ଶଳା ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୩୮ କୋଟି ଟଙ୍କା ।

୮. ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ମଧ୍ୟ ପ୍ରଦେଶର କଂଗ୍ରେସ ଲୋକସଭା ସାଂସଦ ନକୁଳ ନାଥ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୬୦ କୋଟି ଟଙ୍କା । ସେ ମଧ୍ୟ ପ୍ରଦେଶର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପୁଅ ଅଟନ୍ତି ।

୯. ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ତେଲେଙ୍ଗାନାର କଂଗ୍ରେସ ଲୋକସଭା ସାଂସଦ କୋଣ୍ଡା ବିଶେଶ୍ଵର ରେଡି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୨୮ କୋଟି ଟଙ୍କା ।

୧୦. ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ମହାରାଷ୍ଟ୍ରର ଶିବସେନା ଦଳର ରାଜ୍ୟସଭା ସାଂସଦ ରାଜ କୁମାର ଧୋତ । ସେ ଭିଡିଓକୋନ କମ୍ପାନୀର ମାଲିକ ଅଟନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୨୮୦ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *