ପ୍ରଥମ ଥର ପାଇଁ ଦେଖନ୍ତୁ ଲୋକପ୍ରିୟ ଅଭିନେତ୍ରୀ Lopamudra ଙ୍କ ପରିବାର, ସ୍ଵାମୀ ଓ କୁନି ପୁଅ, କୁନି ପୁଅ ଏମିତି କରୁଛି ମସ୍ତି…ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲୋପାମୁଦ୍ରା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଲୋପାମୁଦ୍ରାଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ଲୋପାମୁଦ୍ରା ନିଜ ସୁନ୍ଦରତା ଓ ନିଜ ସିରିଏଲ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଲୋପାମୁଦ୍ରା ନିଜର ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଲୋପାମୁଦ୍ରା ନୂଆବୋହୂ ସିରିଏଲରେ ଅଭିନୟ କରି ଓଡିଶାବାସୀଙ୍କ ମନ ଜିତିଥିଲେ । ବନ୍ଧୁଗଣ ଲୋପାମୁଦ୍ରା ନିଳଗିରିର ବାସିନ୍ଧା ଅଟନ୍ତି ଆଉ ସେ ବିବାହ କରିବା ପରେ ଏବେ ଭୁବନଶ୍ଵରରେ ରହୁଛନ୍ତି । ବିବାହ ପରେ ମଧ୍ୟ ଲୋପାମୁଦ୍ରା ଓଡିଆ ଟିଭି ସିରିଏଲରେ କାମ କରୁଛନ୍ତି ।

ସେ କେବଳ ଓଡିଆ ଧାରାବାହିକ ନୁହେଁ କେତେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତେବେ ଗତ କିଛି ସମୟ ହେବ ଲୋପାମୁଦ୍ରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓରେ ଆପଣ ମାନେ ଲୋପାମୁଦ୍ରାଙ୍କ ପରିବାର ସଦସ୍ୟ ମାନଙ୍କୁ ଦେଖି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ଭିଡିଓରେ ଲୋପାମୁଦ୍ରା ନିଜ କୁନି ଛୁଆ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ତାଙ୍କ ସ୍ଵାମୀ ମଧ୍ୟ ନଜର ଆସୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଲୋପାମୁଦ୍ରା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *