କଥା ବାର୍ତ୍ତା କିଛି ନାହିଁ, ସିଧା ଆସିଲେ ଆଉ ହାଣି ଚାଲିଲେ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପୁରା ଫିଲ୍ମ ଷ୍ଟାଇଲରେ କରିଲେ ଏମିତି କାଣ୍ଡ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସହରରେ ବଢିବାରେ ଲାଗିଲାଣି କ୍ରା-ଇ-ମ । ତେବେ ବର୍ତ୍ତମାନ ଲୋକମାନେ ଖୋଲା ଖୋଲି ଭାବରେ କ୍ରା-ଇ-ମ କରିବାରେ ବ୍ୟସ୍ତ । ଏହି ପରି ପରିସ୍ଥିତି ରେ କେହି ବି ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି । ତେବେ କେଉଁଠି ବ-ଳ-ତ୍କା-ର ତ କେଉଁଠି ସିଧା ମ-ର୍ଡ-ର । କେଉଁଠି ଅ-ପ-ହ-ର-ଣ ତ କେଉଁଠି ପ-ଥ-ର ମା-ଡ଼ । ଏହି ଭଳି ଖବର ନୀତିଦିନ ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି । ତେବେ ଏହା ସହ ଲୋକମାନେ ପୋଲିସ ଏବଂ ପ୍ରଶାସନ ଙ୍କୁ ନିଜ ସୁରକ୍ଷା ପାଇଁ ପ୍ରଶ୍ନ ମଧ୍ୟ କରୁଛନ୍ତି ।


ତେବେ ବର୍ତ୍ତମାନ ଏକ ଏଭଳି ଘଟଣା ଘଟିଛି ଯାହା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଘଟଣା ଟି ହେଉଛି ପରକିୟା ପ୍ରୀତି ସ-ନ୍ଦେ-ହ-ରେ ଯୁବକଙ୍କୁ କ-ଟୁ-ରୀ-ରେ ମ-ର-ଣା-ନ୍ତ ଆ-କ୍ର-ମ-ଣ ଅ-ଭି-ଯୋ-ଗ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ମାଣିକ ଛକ ନିକଟରେ ଘ-ଟିଛି ଏହି ଅ-ଭା-ବ-ନୀୟ ଘ-ଟ-ଣା । ସୁମିତ ପୃଷ୍ଟି ନାମକ ଜଣେ ଯୁବକ ନିଯୁକ୍ତ ସ୍ୱାଇଁ ନାମକ ଜଣେ ଯୁବକଙ୍କୁ କ-ଟୁ-ରୀ-ରେ ଆ-କ୍ର-ମ-ଣ କରିଥିବା ଅ-ଭି-ଯୋ-ଗ ହୋଇଛି । ଆ-କ୍ର-ମ-ଣ ସମୟର ଭିଡିଓ ସି-ସି-ଟିଭି-ରେ- କଏଦ ହେଇଛି ।

ଏନେଇ ଥା-ନାରେ ଏତଲା ଦେଇଛନ୍ତି ଆ-କ୍ରମ-ଣ-ର ଶି-କା-ର ହୋଇଥିବା ଯୁବକ । ତେବେ ଆ-କ୍ର-ମ-ଣ-କା-ରୀ ସୁମିତ ପୃଷ୍ଟି ଫେ-ରା-ର ଥିବା ଜଣା ପଡିଛି । ଘ-ଟ-ଣାର ତ-ଦ-ନ୍ତ କରୁଛି ପୋଲିସ । ତେବେ ସିସିଟିଭି କ୍ୟାମେରା ରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଆସିଲେ ଏବଂ ସି-ଧା ହା-ଣି ଚାଲିଲେ । ପୁରା ଫିଲ୍ମ ଷ୍ଟାଇଲ ରେ ନା କାହାକୁ ଡ-ର ନା କିଛି କଥା ବାର୍ତ୍ତା ଡ଼ାଇରେକ୍ଟ ଆ-କ୍ସ-ନ ।

ଗୋ-ଡ଼ା-ଇ ଗୋ-ଡ଼ା-ଇ ହା-ଣି-ଲେ ଏବଂ କିଛି ପଚାରିବାରୁ ମା-ରି-ଦେବାର ଧ-ମ-କ ମଧ୍ୟ ଦେଲେ । ତେବେ ଏହି ହା-ଣୁ-ଥିବାର ଭିଡିଓ ବର୍ତ୍ତମାନ ମୋବାଇଲେ ରୁ ମୋବାଇଲ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଯୁବକ ଜଣଙ୍କ ସହରରେ ଏକ ଜୌନିକ କମ୍ପୁଟର ଦୋକାନ କରିଥିଲେ ଏବଂ ଆଉ ଜଣେ ଯୁବକ ସେହି ଦୋକାନୀ ଵାଲା ଙ୍କୁ ଆସି ଅ-ତ-ର୍କି-ତ ହା-ଣୁ-ଥି-ବା-ର ଦୃଶ୍ୟ ଦେଖିବାକୁ ମିଳୁଛି ।

ତେବେ ଏହା ପଛରେ ନିଜର ସ୍ତ୍ରୀ ର ଚ-ରି-ତ୍ର କୁ ସ-ନ୍ଦେ-ହ କରି ଏଭଳି ଘ-ଟ-ଣା ଘ-ଟେ-ଇ-ଛି ଏହି ଯୁବକ ଜଣଙ୍କ । ତେବେ ଦୋକାନୀ ଵାଲା ସୁମିତ୍ ପୃଷ୍ଟି ଥା-ନା ରେ ଅ-ଭି-ଯୋ-ଗ ପରେ ପୋଲିସ ସେହି ଅ-ଭି-ଯୁ-କ୍ତ ଜଣଙ୍କୁ ଖୋଜି ତାକୁ ଥାନାରେ ଅ-ଟ-କ ରଖି ନିଜର ତ-ଦ-ନ୍ତ ଜାରି ରଖିଛି । ତେବେ ଏହି ଭଳି ଘଟଣା ପରେ ଲୋକମାନେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତ କଣ ନିଶ୍ଚିତ ଭାବରେ ଆମକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *