ପାଣି ସହିତ କେବଳ ଏହି 1 ଜିନିଷ ଖାଆନ୍ତୁ, 99 % ଆଣ୍ଠୁ ଗଣ୍ଠି ଦରଜ, ଅନ୍ୟ ସବୁ ପ୍ରକାରର Joint pain ସବୁଦିନ ପାଇଁ ଭଲ ହୋଇଯିବ- Health Tips

ଯଦି ଆପଣଙ୍କୁ ଅଣ୍ଟା ବ୍ୟଥା, ଆଣ୍ଠୁ ବ୍ୟଥା, ଗ୍ୟାସ ଅତ୍ୟଧିକ ହେଉଛି ଓ ହୃଦୟ ସମସ୍ୟା ବି ଅଛି ତେବେ ଏହି ସବୁ ସମସ୍ୟା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଘରୋଇ ଉପଚାର ନେଇ ଆସିଛୁ । ଯେତେବେଳେ ଆମ ଶରୀରରେ ବାୟୁ ହୋଇଯାଏ ତେବେ ତେବେ ଏହି ବାୟୁ ଆମ ଶରୀର ଅଲଗା ଅଲଗା ଅଂସରେ ଯାଇ ଜମା ହୋଇଯାଏ । ଯାହାକି ସେହି ସ୍ଥାନକୁ ଶୁଖାଇ ଦିଏ । ସେଥିପାଇଁ ଆମେ ଯେତେବେଳେ ଚାଲିଥାଉ ଓ ବସି ଥାଉ ତେବେ ସେହି ସମୟରେ ସେହି ଜାଗାରେ ବ୍ୟଥା ହୋଇଥାଏ ।

ଅଣ୍ଟା ଆଣ୍ଠୁ ବ୍ୟଥା, ଚାଲିବା ସମୟରେ ଆବାଜ ଆସିବା, ଚେହେରା ଡ୍ରାୟ ଅଛି, ଶରୀରରେ ୟୁରିକ ଏସଡି ବଢି ଯାଇଛି, ଶରୀରରେ ମୋଟପା ଅଛି, ହଜମ ସମସ୍ୟା ଅଛି ତେବେ ଆପଣ ଏହି ଉପାୟକୁ କରନ୍ତୁ । ଏହି ଘରୋଇ ଉପଚାରରେ ଆପଣ ସକାଳୁ ସକାଳୁ ଉଠି ଗୋଟିଏ ଗ୍ଳାସ ଉଷୁମ ପାଣିରେ ଗୋଟିଏ ରୁ ଦେଢ ଚାମଚ ଶୁଦ୍ଧ Castor oil ମିଶାଇ ସେବନ କରନ୍ତୁ ।

କିମ୍ବା ତେଲ ପିଇବା ସାରିବା ପରେ ବି ଉଷୁମ ପାଣି ପିଇ ପାରିବେ । ଏହାକୁ ଆପଣ କେବଳ ଲଗାତର ୧୦ ଦିନ ସେବନ କରନ୍ତୁ । ଆପଣ ୨ ରୁ ୩ ଦିନ ପାର୍ଥକ୍ୟ ଦେଖିବେ ।ଯଦି ଆପଣ ଗଣ୍ଠି ବ୍ୟଥାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ Castor oil ନେଇ ସେଥିରେ ଗୋଟିଏ କଟନ ସଫା କପଡାକୁ ରାତି ସାରା ରଖି ଦିଅନ୍ତୁ । ସକାଳୁ ଉଠି ଶରୀର ଯେଉଁ ଗଣ୍ଠି ବ୍ୟଥା ହେଉଛି ସେହି ସ୍ଥାନରେ ଏହି କପଡାକୁ ଲଗାଇବାର ଅଛି ।

ଏଥିପାଇଁ ଆପଣ ତେଲରୁ କପଡାକୁ ବାହାର କରି ତାକୁ ଚିପୁଡି ଏହି କପଡାକୁ ସେହି ଜାଗାରେ ଲଗାଇ ତାହା ଉପରେ କ୍ରାପ ବାନ୍ଧି ଦିଅନ୍ତୁ ଓ ଗରମ ସେକ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ବ୍ୟଥା ଭଲ ହୋଇଯିବ । ଏହା ଛଡା ଆଉ ଏକ ଘରୋଇ ଉପଚାର କହୁଛୁ ଯାହାକୁ ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ ଲଗାତାର କରିବାକୁ ପଡିବ ।

ଏଥିପାଇଁ ଆପଣ ଗୋଟିଏ ପ୍ୟାନରେ ଦେଢ ମଗ ପାଣି ଢାଳି ଦିଅନ୍ତୁ ଓ ଏଥିରେ ଅଧ ଚାମଚ ଶୁଖିଲା ଅଦା ପାଉଡର, ଅଧ ଚାମଚ ଅଜୱାଇନ, ଗୋଟିଏ ବଡ ତେଜପତ୍ର ଦିଅନ୍ତୁ । ଏହାକୁ ଗରମ କରନ୍ତୁ । ଯାହା ଦ୍ଵାରା ସବୁ ଜିନିଷର ଗୁଣ ଏହି ପାଣିରେ ଆସିଯିବ । ୭ ରୁ ୮ ମିନିଟ ଗରମ କରିବା ପରେ ଏହାକୁ ଛାଣି ଅଲଗା କରି ଦିଅନ୍ତୁ । ଆପଣ ଏଥିରେ ଗୁଡ ମିଶାନ୍ତୁ । କିନ୍ତୁ ଯଦି ଆପଣଙ୍କୁ ମଧୁମେହ ଅଛି ତେବେ ଗୁଡ ମିଶାନ୍ତୁ ନାହିଁ ।

ଏହି ଆୟୁର୍ବେଦିକ ଉପାୟକୁ ଆପଣ ସନ୍ଧ୍ୟା ସମୟରେ ୪ ରୁ ୫ ଟା ମଧ୍ୟରେ ସେବନ କରିବାର ଅଛି । ଅର୍ଥାତ ଦ୍ଵିପହର ଖାଦ୍ୟ ଖାଇବାର ୨ ଘଣ୍ଟା ପରେ । ପେଟ ଖାଲି ହୋଇଗଲା ପରେ । ସନ୍ଧ୍ୟା ସମୟରେ ଯଦି ଆପଣ ଚା ପିଉଛନ୍ତି ତେବେ ଚା ଜାଗାରେ ଏହାକୁ ପିଅନ୍ତୁ ।

Leave a Reply

Your email address will not be published. Required fields are marked *