20 Interesting Gk Questions: କେଉଁ ରାଜା ନିଜ ମା’କୁ ବିବାହ କରିଥିଲା ? 99% ଲୋକ ଜାଣିନଥିବେ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

1:- ସୂର୍ଯ୍ୟ ପୃଥିବୀରେ କେବେହେଲେ କ’ଣ ଦେଖିନାହିଁ ?

ଉତ୍ତର – ଅନ୍ଧାର ।

2:- ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣଙ୍କୁ ଖାଇଲେ ପେଟ ଗରମ ?

ଉତ୍ତର – ମିଶିରି ଓ ଚିନି ।

3:- ଜନ୍ମ ନିଏ ରାତିରେ ସକାଳ ହେଲେ ଏଦୁଆର ସେଦୁଆର ଦେଖିସାରିଲେ ମରଣ ତାର ?

ଉତ୍ତର – ଖବର କାଗଜ ।

4- ଏଭଳି କେଉଁ ଦେଶ ଅଛି ଯାହାର ସୀମା କୁ ୧୪ ଟି ଦେଶ ଘେରି ରହିଛି?
ଉତ୍ତର- ଚୀନ।

5- ଏଭଳି କେଉଁ ଜିନିଷ ଅଛି ଯାହାକୁ ଫ୍ରିଜ ରେ ରଖିଲେ ତାହା ଜଳି ଉଠେ?
ଉତ୍ତର- ଚୁନା ପଥର।

6- ଭାରତର କେଉଁ ରାଜ୍ୟ ଉପରେ ସବୁଠାରୁ ଅଧିକ କରଜ ଅଛି।
ଉତ୍ତର- କେରଳ।

7- କେଉଁ ଦେଶ ରେ ସୂର୍ଯ୍ୟ ସବୁଠାରୁ ଜଲ୍ଦି ଅସ୍ତ ହୁଏ?
ଉତ୍ତର- ନ୍ୟୁଜିଲାଣ୍ଡ।

8- ଦୁନିଆ ର ସବୁଠାରୁ ଅଧିକ ଛୁଆ ଜନ୍ମ କରିଥିବା ମହିଳା କିଏ।
ଉତ୍ତର- ମରିୟମ ସ୍କୋବା।

9- କେଉଁ ଦେଶରେ ପେଟ୍ରୋଲ ପାଣିଠାରୁ ବି ଶସ୍ତା।
ଉତ୍ତର- କୁବେତ ଦେଶ।

10- ଅନ୍ତରୀକ୍ଷ ରେ ପ୍ରଥମ ଦୁର୍ଘଟଣା କେବେ ହୋଇଥିଲା।
ଉତ୍ତର- ୧୯୬୭।

11- ଭାରତ ରତ୍ନ ପ୍ରମାଣ ପତ୍ର ରେ କିଏ ହସ୍ତାକ୍ଷର କରିଥାନ୍ତି।
ଉତ୍ତର- ରାଷ୍ଟ୍ରପତି।

12- କିଏ କମ୍ପ୍ୟୁଟରର ମସ୍ତିଷ୍କ ରୂପେ କାର୍ଯ୍ୟ କରେ।
ଉତ୍ତର- C.P.U।

13;- ଛୋଟ ପିଲାଙ୍କର ଏମିତି ଏକ ଖେଳଣା ଅଛି, ଯାହାକୁ ଧନ ଥିବା ବଡଲୋକ ମଧ୍ୟ କିଣିପାରିବେ ନାହିଁ ତାହା କ’ଣ ?

ଉତ୍ତର;- ଜହ୍ନ ମାମୁଁ ।

14;- କେଉଁ ହାଣ୍ଡି ରେ ରୋଷେଇ କରିଲେ କଳା ହୁଏ ନାହିଁ ?

ଉତ୍ତର;- କଳାହାଣ୍ଡି ।

15;- କେଶ ମୂଳରେ କେଉଁ ଗ୍ରନ୍ଥି ଥାଏ ?

ଉତ୍ତର;- ଥାଇରଏଡ ।

16- ଭାରତ ର ସମ୍ବିଧାନ ରେ ଭାରତର ଦ୍ଵିତୀୟ ନାମ କଣ।
ଉତ୍ତର- ଇଣ୍ଡିଆ।

17- ପୋଲିସ କୁ ହିନ୍ଦୀ ରେ କଣ କୁହାଯାଏ।
ଉତ୍ତର- ରାଜକୀୟ ଜନରକ୍ଷକ।

18- ସବୁଠାରୁ ଅଧିକ ଭୂକମ୍ପ କେଉଁ ଦେଶ ରେ ଆସିଥାଏ।
ଉତ୍ତର- ଜାପାନ।

19- କେଉଁ ପକ୍ଷୀ ନିଜର ବସା କେବେବି ବନେଇ ନଥାଏ।
ଉତ୍ତର- କୋଇଲି।

20- ନୋଟରେ ଗାନ୍ଧୀଙ୍କ ଫୋଟୋ କେବେଠୁ ଆସିବା ଆରମ୍ଭ ହେଲା।
ଉତ୍ତର- ୧୯୯୬।

21- କେଉଁ ରାଜା ନିଜ ମାଆ ସହ ବିବାହ କରି ନେଇଥିଲେ।
ଉତ୍ତର- ଓଡ଼ିପୁସ।

Leave a Reply

Your email address will not be published. Required fields are marked *