ଭାଇରାଲ ହେଲା ବିଦେଶିନୀଙ୍କ ସମ୍ବଲପୁରୀ ଗୀତରେ ନାଚ, ଏମିତି ନାଚ ଦେଖିଲେ ନିଶ୍ଚିତ ପ୍ରେମରେ ପଡିଯିବେ ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ କିଛି ଏଭଳି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନଙ୍କ ମନ ଖୁସି ହୋଇଯିବ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆମ ଓଡିଶାରେ ସମ୍ବଲପୁରୀ ଗୀତ ଓ ସମ୍ବଲପୁରୀ ଡ୍ୟାନ୍ସ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ସମ୍ବଲପୁରୀ ନାଚ ଆମ ଓଡିଆ ପରମ୍ପରା ସହ ଜଡିତ ଯାହାକୁ ସମ୍ବଲପୁର ବାସୀ ମାନେ ଅତି ଆନନ୍ଦର ସହ ପାଳନ କରନ୍ତି । ଯଦି ଆମେ ଆପଣଙ୍କୁ କହିବୁ ଜଣେ ବିଦେଶ ଝିଅ ସମ୍ବଲପୁରୀ ଗୀତରେ ନାଚୁ ଛନ୍ତି ତା ହେଲେ ଆପଣ କଣ କହିବେ । ବନ୍ଧୁଗଣ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବିଦେଶିନୀ ସମ୍ବଲପୁରୀ ଗୀତରେ ନାଚୁ ଥିବାର ନଜର ଆସୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ କିଛି ଛୋଟ ଛୋଟ ଛୁଆ ସମ୍ବଲପୁରୀ ଡ୍ରେସ ପିନ୍ଧି ଛନ୍ତି ଓ ତାଙ୍କ ସହ ଜଣେ ବିଦେଶୀ ଝିଅ ସମ୍ବଲପୁରୀ ଷ୍ଟାଇଲରେ ନାଚୁ ଛନ୍ତି । ରାସ୍ତା ଉପରେ ଏହି ଡ୍ୟାନ୍ସଟିକୁ ଦେଖି ଲୋକମାନେ ନିଜ ମୋବାଇଲ କାଢି ଥିଲେ ଓ ଏହାର ଭିଡିଓ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବିଦେଶୀ ଝିଅଙ୍କ ସମ୍ବଲପୁରୀ ନାଚ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ସାରା ଓଡିଶା ବାସୀ ଏହି ଭିଡିଓଟିକୁ ଦେଖି ବେସ ଅଧିକ ଖୁସି ମଧ୍ୟ ହୋଇଛନ୍ତି । ବିଦେଶୀ ମହିଳା ଜଣକ ଛୋଟ ପିଲାଙ୍କ ସହ ସମ୍ବଲପୁରୀ ଡ୍ୟାନ୍ସ କରୁଥିବା ବେଳେ ବହୁତ ଅଧିକ ଖୁସି ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *