ଦେଖନ୍ତୁ Jhili ସିରିୟଲ ଅଭିନେତ୍ରୀ Nikita Mishra ଙ୍କ ରିଅଲ ଲାଇଫ ପରିବାର ଓ ଜୀବନୀ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନିକିତା ମିଶ୍ର । ନିକିତା ମିଶ୍ରଙ୍କୁ ଆପଣ ମାନେ ସିଦ୍ଧାର୍ଥ ଟିଭି ସିରିଏଲ ‘ଝିଲି’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀ ତଥା ଝିଲି ଭୂମିକାରେ ନଜର ଆସୁଛନ୍ତି । ନିକିତାଙ୍କ ହଟ୍ ଲୁକ୍ ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି । ନିକିତା ଆସିବା ଦିନରୁ ସୋସିଆଲ ମିଡିଆରେ ନିଜ ଫଟୋ ଓ ଭିଡିଓ ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆପଣ ମାନେ କଣ ନିକିତା ମିଶ୍ରଙ୍କ ପରିବାର ବିଷୟରେ ଜାଣି ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ନିକିତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ନିକିତା ମିଶ୍ରଙ୍କ ପ୍ରକୃତ ଘର ହେଉଛି କଟକ । ପିଲା ଦିନରୁ ନିକିତାଙ୍କୁ ପାଠ ପଢିବା ସହ ଅଭିନୟରେ ବହୁତ ରୁଚି ଥିଲା ।

ବନ୍ଧୁଗଣ ନିକିତା ତାଙ୍କ ଅଭିନୟ କାରିୟରର ଆରମ୍ଭ ୨୦୨୦ ମସିହାରେ ‘ସିଂହଦ୍ଵାର’ରୁ ଆରମ୍ଭ କରିଥିଲେ । ଏହି ସିରିଏଲରେ କାମ କରି ନିକିତା ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବର୍ତ୍ତମାନ ନିକିତା ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ‘ଝିଲି’ରେ ନଜର ଆସୁଛନ୍ତି । ବନ୍ଧୁଗଣ ନିକିତାଙ୍କ ପରିବାରରେ ତାଙ୍କ ମା, ବାପା ଓ ସାନ ଭାଇ ଅଛନ୍ତି ।

ଆପଣ ମାନେ ଏହି ଆଲବମରେ ନିକିତାଙ୍କ ପରିବାର ଲୋକଙ୍କୁ ଦେଖି ପାରୁଥିବେ । ତେବେ ନିକିତା ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଟିଭି ଅଭିନେତ୍ରୀ ନିକିତା ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *