Aryan Khan ଙ୍କ ଗିରଫ କୁ ନେଇ Sameer Wankhede ଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ Nawab Malik, ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଡ୍ର-ଗ୍ସ କେ-ସ୍‌-ରେ କିଙ୍ଗ ଖାନଙ୍କ ପୁଅ ଗି-ର-ଫ ହେବା ପରଠୁ ମହାରାଷ୍ଟ୍ର ରାଜନେତାଙ୍କୁ ଆଉ ନିଦ ନାହିଁ । ଏନସିବିର ଦବଙ୍ଗ ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଟା-ର୍ଗେ-ଟ କରିବାରେ ବ୍ୟସ୍ତ ନେତା-ମନ୍ତ୍ରୀ । କିଏ କହୁଛି କେନ୍ଦ୍ର ପଠାଇଛି ତ ଆଉ କିଏ ଚାକିରି ଖାଇଯିବ ବୋଲି ଧ-ମ-କ ଦେଉଛି । ସମୀରଙ୍କୁ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଧ-ମ-କ ଦେଇ କହିଛନ୍ତି, ତାଙ୍କୁ ଜେ-ଲ୍‌-ରେ ପୂରାଇବେ ।

ସେ କହିଛନ୍ତି, ‘ତାଙ୍କ ପାଖରେ ଜଣେ କାଠ କଣ୍ଢେଇ ରହିଛି ଓ୍ବାଙ୍ଖଡେ । ସେ ଲୋକଙ୍କ ବି-ରୋ-ଧ-ରେ ମି-ଛ ମା-ମ-ଲା କରୁଛି । ମୁଁ ଆହ୍ବାନ କରୁଛି ଗୋଟିଏ ବର୍ଷ ଭିତରେ ତାଙ୍କ ଚାକିରି ପଳାଇବ ଏବଂ ସେ ଜେ-ଲ୍‌ ଯିବେ । ଦେଶବାସୀ ତୁମକୁ ଜେ-ଲ୍‌-ରେ ନଦେଖିବା ଯାଏଁ ଚୁପ୍‌ ବସିବେ ନାହିଁ । ନ-କ-ଲି ମା-ମ-ଲା ସମ୍ପର୍କରେ ପ୍ରମାଣ ଅଛି ବୋଲି ମଧ୍ୟ ନବାବ ମଲିକ କହିଛନ୍ତି । ଏନସିପି ନେତା ନବାବ ମଲିକ ଆହୁରି କହିଛନ୍ତି, ‘ଆମକୁ କୁହ ତୁମ ମାଲିକ କିଏ ? କିଏ ଯିଏକି ଚା-ପ ପକାଉଛି ? ନବାବ ମଲିକ କାହା ବାପକୁ ଭୟ କରେ ନାହିଁ ।

କୌଣସି ପ୍ରକାର ଚାପ ମୋ ଉପରେ ପକାଇ ଦିଅ କିନ୍ତୁ ତୁମକୁ ଜେ-ଲ୍‌ ନପଠାଇବା ଯାଏଁ ଚୁ-ପ ହୋଇ ବସିବି ନାହିଁ । ’ ନବାବ ମଲିକ ଆରମ୍ଭରୁ ମୁମ୍ବାଇ କ୍ରୁଜ୍‌ ଡ୍ର-ଗ୍ସ କେ-ସ୍‌-ରେ ଏନସିବିର ତ-ଦ-ନ୍ତ ଉପରେ ପ୍ରଶ୍ନ କରି ଆସିଛନ୍ତି । ଏହା ପୂର୍ବରୁ ସେ ଅ-ଭି-ଯୋ-ଗ କରିଥିଲେ, ସମୀର ଓ୍ବାଙ୍ଖଡେ ମି-ଥ୍ୟା ଡ୍ର-ଗ୍ସ ମା-ମ-ଲା-ରେ ସେଲିବ୍ରିଟି ମାନଙ୍କୁ ଫ-ସା-ଉ-ଛ-ନ୍ତି ଏବଂ ପରେ ସେମାନଙ୍କ ପାଖରୁ ଟଙ୍କା ଆଣୁଛନ୍ତି ।

ସୁଶାନ୍ତ ସିଂହଙ୍କ ମୃ-ତ୍ୟୁ ପରେ ସମୀର ଓ୍ବାଙ୍ଖଡେ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ବଲିଉଡ୍‌ ଷ୍ଟାରଙ୍କ ଉପରେ ମି-ଛ ଡ୍ର-ଗ୍ସ କେ-ସ୍‌ ଲଗାଇଥିଲେ । ଯେତେବେଳେ ସମନ ପାଇଥିବା ସେଲିବ୍ରିଟି ମାଳଦ୍ବୀପରେ ଥିଲେ ସେତେବେଳେ ସମୀର ସେମାନଙ୍କ ପାଖରୁ ଟଙ୍କା ଆଦାୟ କରିଥିଲେ ନା ବିଦେଶ ଭ୍ରମଣ କରିବାକୁ ଯାଇଥିଲେ ବୋଲି ପଚାରିଥିଲେ ନବାବ ମଲିକ ।
ଏହା ପରେ ନବାବ ମଲିକଙ୍କ ବି-ରୋ-ଧ-ରେ ଆ-ଇ-ନ-ଗ-ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏନସିବିର ଜୋନାଲ୍‌ ଡାଇରେକ୍ଟର ସମୀର ଓ୍ବାଙ୍ଖଡେ କହିଛନ୍ତି ।


ଏହା ସହ ନବାବ ମଲିକ ତାଙ୍କ ଉପରେ ଯେଉଁ ଅ-ଭି-ଯୋ-ଗ ଆଣିଛନ୍ତି ତାହା ମି-ଥ୍ୟା ବୋଲି ସେ କହିଛନ୍ତି । ଚାକିରି କରିବା ପାଖରୁ ମୁଁ ଦୁବାଇ ଯାଇନାହିଁ । ଭଉଣୀ ସହିତ ମାଳଦ୍ବୀପ ଯାଇନଥିଲି । ସରକାରଙ୍କ ପାଖରୁ ଛୁଟି ନେଇ ମୋ ପଇସାରେ ବିଦେଶ ଯାଇଥିଲି । ମୋ ଭଉଣୀ ନିଜେ ମାଳଦ୍ବିପ ଯାଇଥିଲା ବୋଲି ସମୀର ଓ୍ବାଙ୍ଖଡେ କହିଛନ୍ତି ।


ତେବେ ଆପଣ କଣ ଜାଣିଛନ୍ତି କି ସମୀର ଓ୍ବାଙ୍ଖଡେ କିଏ । ତେବେ ତାଙ୍କର ଜନ୍ମ ହେଉଛି ୧୪ ଡିସେମ୍ବର ୧୯୭୯ ରେ । ସେ ଏକ ମରାଠୀ ଦଳିତ ପରିବାର ରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ପିତା ଜଣେ ପୋଲିସ ଅଫିସର ଥିଲେ ଏବଂ ମା ଜେହେଦା ଗୃହିଣୀ ରହିଛନ୍ତି । ତେବେ ତାଙ୍କ ମାଆ ଥିଲେ ଜଣେ ମୁସଲମାନ । ତାଙ୍କର ୨୦୧୫ ରେ ଦେ-ହା-ନ୍ତ ହୋଇଯାଇଛି । ତାଙ୍କ ଭଉଣୀ ଜଣେ କ୍ରି-ମି-ନା-ଲ ଓକିଲ ।

୨୦୦୮ ବ୍ୟଚ ର ଆଇଆରଏସ ଅଫିସର । ପ୍ରଥମ ପୋଷ୍ଟିଂ ମୁମ୍ବାଇ ଛତ୍ରପତି ରେ ଡେପୁଟି କମିଶନର ଭାବରେ କାମ କରିଥିଲେ ପରେ ତାଙ୍କୁ ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ କୁ ଟ୍ରାନ୍ସଫର କରିଦିଆ ଯାଇଥିଲା । ତେବେ ସେ ଦୁଇ ବର୍ଷ ଭିତରେ ୧୭ କୋଟି ଟଂକାର ନି-ଶା ଏବଂ ଡ୍ର-ଗ୍ସ ପ୍ୟା-କେ-ଟ ର ପ-ର୍ଦା-ଫା-ସ କରିଛନ୍ତି । ସେ କେବେବି ନିଜର କର୍ତ୍ତବ୍ୟ ରେ ଅବହେଳା କରନ୍ତି ନାହିଁ କିମ୍ବା ନିଜ କାମରେ କାହାକୁ ବା-ଧା ଆଣିବା ପାଇଁ ମଧ୍ୟ ଦିଅନ୍ତି ନାହିଁ ।

ତେବେ ବର୍ତ୍ତମାନ ସମୀର ଙ୍କ ନାମ ମଧ୍ୟ ଶୁଣିଲେ ଡ-ରୁ ଛନ୍ତି । ତେବେ ଲୋକମାନେ ଏଭଳି ଜଣେ ସଚ୍ଚୋଟ ପୋଲିସ ଅଫିସର ଯିଏ କି କାହାକୁ ବି ଡ-ରୁ ନାହାନ୍ତି ସେ ବଲିଉଡ ର କିଙ୍ଗ ହେଉ କିମ୍ବା ଆଉ କିଏ ସେ କେବଳ ନିଷ୍ଠା ର ସହିତ ନିଜର କର୍ତ୍ତବ୍ୟ କରି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *