ବାବୁ ହେବ ତ ଏମିତି ! ରାସ୍ତା କଡରେ ବସି ବୃଦ୍ଧଙ୍କ ଦୁଃଖ ଶୁଣିଲେ IAS ଅଫିସର Ramesh Gholap, ଏବେ viral ହେବାରେ ଲାଗିଛି video

ବନ୍ଧୁଗଣ ଆଇଏଏସ ହେଉଛି ଦେଶର ସବୁଠାରୁ ସମ୍ମାନ ଜନକ ଚାକିରି । ଏହି ଚାକିରି କରିବା କିଛି କମ କଥା ନୁହେଁ । ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଚାକିରି ମିଳିଥାଏ । ହେଲେ ବନ୍ଧୁଗଣ ଯଦି ଜଣେ ଆଇଏଏସ ଅଫିସର ରାସ୍ତା ଉପରେ ବସି ଦୁଃଖୀଙ୍କ ଦୁଃଖ କଥା ଶୁଣିବେ ତା ହେଲେ ଆପଣ କଣ କହିବେ । ତେବେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଫଟୋ ବହୁତ ଭା-ଇ-ରା-ଲ ହେଉଛି ଓ ଏହି ଫଟୋକୁ ନେଇ ଚର୍ଚା ଜୋର ଧରିଛି ।

ବନ୍ଧୁଗଣ ଏହି ଭା-ଇ-ରା-ଲ ହେଉଥିବା ଫଟୋ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଫଟୋ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଫଟୋ ବିଷୟରେ । ଭା-ଇ-ରା-ଲ ହେଉଥିବା ଏହି ଫଟୋରେ ଜଣେ ଆଇଏଏସ ଅଫିସର ରାସ୍ତା କଡରେ ବସି ଏକ ବୃଦ୍ଧଙ୍କ ସହ କୌଣସି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ।

ବନ୍ଧୁଗଣ ଏହି ଆଇଏଏସ ଅଫିସର ଜଣକ ହେଉଛନ୍ତି ରମେଶ ଘୋଲାପ । ରମେଶ ନିଜ ଅଫିସିଆଲ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଏହି ଫଟୋ ଅ-ପ-ଲୋ-ଡ କରିଛନ୍ତି ।ସମସ୍ତ ଲୋକ ଏହି ଫଟୋ ଦେଖି ରମେଶଙ୍କର ଖୁବ ପ୍ରଶଂସା କରୁଛନ୍ତି ।

ସବୁଠାରୁ ବଡ କଥା ହେଉଛି ଆଇଏଏସ ଅଫିସର ରମେଶ ଯେତେବେଳେ ବୃଦ୍ଧଙ୍କ ସହ କଥା ହେଉଥିଲେ ସେତେବେଳେ ରମେଶଙ୍କର କୌଣସି ସୁରକ୍ଷା କର୍ମୀ ତାଙ୍କ ପାଖରେ ଛିଡା ହୋଇ ନଥିଲେ । ସୁରକ୍ଷା କର୍ମୀ ପାଖରେ ଥିବା କାର ଭିତରେ ବସି କଥାବାର୍ତ୍ତା ହେଉଥିଲେ ଓ ରମେଶ ବୃଦ୍ଧ ବ୍ୟକ୍ତିଙ୍କ ସହ ରାସ୍ତା କଡରେ ବସି କିଛି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରୁଥିଲେ ।


ରମେଶ ଏହି ଫଟୋକୁ ଅପ୍ଲୋଡ କରିବା ସହ କ୍ୟାପ୍ସନରେ ଲେଖିଛନ୍ତି-‘ମୋର ଅଭିଜ୍ଞାତା କୁହେ ଯେତେବେଳେ ଆମେ ମାଟିରେ ପାଦ ରଖିଥାଉ କେବେବି ଆମ ପାଦ ଖସେ ନାହିଁ । କିନ୍ତୁ ମାର୍ବଲ ରଖିଲେ ଖସିବାର ଅଧିକ ଭୟ ଥାଏ’  । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫଟୋଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *