Govinda ଗୁପ୍ତ କୋଠରୀରୁ ଶବ୍ଦ ଶୁଭିବା ମୁସ୍କିଲ୍, କାମନାର ସ୍ୱର୍ଗକୁ କିଛି ହିଁ ଜାଣନ୍ତି ଯିବା ଆଉ ଖସିବା ବାଟ, ଦେଖନ୍ତୁ କୋଠରୀ ଭିତରର ଦୃଶ୍ୟ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମୃ-ତ୍ୟୁ ମାମଲାରେ ବର୍ତ୍ତମାନ ଚର୍ଚାରେ ଅଛି ଗୁ-ପ୍ତ କୋଠରୀ । ବନ୍ଧୁଗଣ ଏହି ଗୁ-ପ୍ତ କୋଠରୀଟି ମହାଲିଙ୍ଗ କଲେଜ ମଧ୍ୟରେ ରହିଛି । ଏବେ ଏହି କୋଠରୀ ସହ ଜଡିତ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଏହି ଗୁପ୍ତ କୋଠରୀରେ କଣ ହୁଏ, କାହିଁକି ଏହା ସାଧାରଣ କୋଠରୀ ଠାରୁ ଭିନ୍ନ, କେଉଁଥି ପାଇଁ ଏହାକୁ ଅନ୍ୟ କୋଠରୀ ଠାରୁ ଲୁଚାଇ ରଖାଯାଇଛି ତେବେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

ମହାଲିଙ୍ଗ କଲେଜ ଗାର୍ଲ୍ସ ହଷ୍ଟେଲ ଭିତରେ ରହିଛି ଏହି ଗୁ-ପ୍ତ କୋଠରୀ ଓ ଏହି ଗୁ-ପ୍ତ କୋଠରୀକୁ ନେଇ ଏବେ ବହୁତ ଚର୍ଚା ଚାଲିଛି । ତେବେ ରାଜା ମହାରାଜଙ୍କ ଠାରୁ ଆରମ୍ଭ କରି ଦ୍ଵିତୀୟ ବିଶ୍ଵ ଯୁ-ଦ୍ଧ ପର୍ଯ୍ୟନ୍ତ ସବୁବେଳେ ଅଏସ ଆରାମ ଓ ଶତ୍ରୁଙ୍କୁ ଫ-ସେ-ଇ-ବା ପାଇଁ ରହିଥାଏ ଗୁ-ପ୍ତ କୋଠରୀ । ଅନେକ ସମୟରେ ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ତିଆରୁ ହୁଏ ଗୁ-ପ୍ତ କୋଠରୀ । ତେବେ ବର୍ତ୍ତମାନ ଏହି ଗୁ-ପ୍ତ କୋଠରୀ ଚିନ୍ତା ବଢାଇଛି । ଗୁ-ପ୍ତ କୋଠରୀ ସାଧାରଣତଃ ଅନ୍ୟ କୋଠରୀ ଠାରୁ ଅଲଗା ଅଟେ ।

ଗୁ-ପ୍ତ କୋଠରୀରେ ପ୍ରବେଶ କରିବାକୁ ହେଲେ ଦରକାର ହୁଏ ଏକ ଗୁ-ପ୍ତ ଚାବି ଓ ବନ୍ଧୁଗଣ ଗୁ-ପ୍ତ ଚାବି ବହୁତ କମ ଲୋକ ମାନଙ୍କ ପାଖରେ ଥାଏ । ଗୁ-ପ୍ତ କୋଠରୀ ଭିତରେ ମଣିଷ ସମସ୍ତ ଅ-ନୈ-ତି-କ କାମ କରିପାରିବେ । ଗୁ-ପ୍ତ କୋଠରୀ ଭିତରେ ଯାହା ବି ଶବ୍ଦ ହୁଏ ତାହା ବାହାରକୁ ଶୁଣା ଯାଏ ନାହିଁ ।

ତେବେ ବନ୍ଧୁଗଣ ଏଭଳି ଗୁ-ପ୍ତ କୋଠରୀ ରହିଛି କି ମହାଲିଙ୍ଗ ଗର୍ଲ୍ସ ହଷ୍ଟେଲ ଭିତରେ ଯାହାକୁ ନେଇ ବର୍ତ୍ତମାନ ବଡ ପ୍ରଶ୍ନ ଉଠିଛି । ତା ହେଲେ ବନ୍ଧୁଗଣ ଏହି ଗୁ-ପ୍ତ କୋଠରୀ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *