ଜୀବନଠୁ ଦୂରରେ ମୃତ୍ୟୁ ନିକଟରେ ! ଆନ୍ଧ୍ରପ୍ରଦେଶରେ ପ୍ରଳୟଙ୍କାରୀ ବନ୍ୟା, ପ୍ରଖର ସ୍ରୋତରେ ଫସି ରହିଛନ୍ତି ଲୋକ, ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଏବଂ ଶୁଣି ମଧ୍ୟ ଥିବେ କି ଜଳ ଵିହୁନେ ସୃଷ୍ଟି ନା-ଶ ଏବଂ ଜଳ ବହୁଳେ ମଧ୍ୟ ସୃଷ୍ଟି ନା-ଶ । ତେବେ ଏହି ବର୍ଷ ଜଳ କୁ ନେଇ ବହୁତ ଗୁଡିଏ ଅ-ଘ-ଟ-ଣ ଘ-ଟି ଚାଲିଛି । ତେବେ କେତେ ବେଳେ ଅଦିନିଆ ବର୍ଷା ଏବଂ ବାତ୍ୟା ଆଦି ଯୋଗୁଁ ଜଳ ଜୀଵନ ନଷ୍ଟ ହେଉଛି ତ କେଉଁଠି କିଏ ବନ୍ୟା ଜଳ ରେ ଭା-ସି ଯାଇଥିବ । ତେବେ ବର୍ତ୍ତମାନ ଫୁଣି ଥରେ ଏକ ବାତ୍ୟା ସବୁ କିଛି ଛାର ଖାର କରିଦେଇଛି ।

ତେବେ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲ୍ଲାରେ ଅଚାନକ ବନ୍ୟା ଆସିବାରୁ ତିନି ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୩୦ ଜଣ ନି-ଖୋ-ଜ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚେୟେରୁ ନଦୀର ଜଳସ୍ତର ବଢିଯିବାରୁ ବନ୍ଧ ଭା-ଙ୍ଗି-ବା ପରେ ଅନେକ ଗ୍ରାମରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଳ ସ୍ତର ବୃଦ୍ଧି ହେତୁ ନନ୍ଦଲୁରର ସ୍ୱାମୀ ଆନନ୍ଦ ମନ୍ଦିର ମଧ୍ୟ ଜ-ଳ-ମ-ଗ୍ନ ହୋଇଛି ।

ଏହି ସମୟରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିବ ମନ୍ଦିରରେ ପୂଜା କରୁଥିବା କିଛି ଭକ୍ତ ମଧ୍ୟ ବନ୍ୟା ପରିସ୍ଥିତିରେ ଫ-ସି ଯାଇଥିଲେ । ତେବେ ସୂଚନାଯୋଗ୍ୟ ଯେ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଜାରି ରହିଛି । ଚିତ୍ତୁର ଏବଂ କୁଡପ୍ପାରେ ହଠାତ୍ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନଦୀଗୁଡ଼ିକ ବି-ପ-ଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ପ୍ରବଳ ବର୍ଷା ହେତୁ କୁଡପ୍ପାର ଚେୟେରୁ ନଦୀ କୂଳରେ ଥିବା କିଛି ଗାଁ ଜଳ-ମ-ଗ୍ନ ହୋଇଛି । ପ୍ରବଳ ଜଳ ପ୍ରବାହରେ ଫ-ସି ରହିଥିବା କିଛି ଲୋକଙ୍କୁ ଥଇଥାନ କରିବାର କାର୍ଯ୍ୟ ଚାଲିଥିବା ବେଳେ ରାଜନପେଟରେ କିଛି ଲୋକ ପ୍ରବଳ ସ୍ରୋତରେ ଭା-ସି ଯାଇଛନ୍ତି । ତେବେ ଏହି ଘଟଣା ପରେ ଜାତୀୟ ବି-ପର୍ଯ୍ୟ-ସ୍ତ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବି-ପର୍ଯ୍ୟ-ୟ ମୁକାବିଲା ଟିମ ଏହି ଉଦ୍ଧାର କାର୍ଯ୍ୟ ରେ ଲାଗି ଯାଇଥିଲେ ।


ତେବେ ସେମାନେ ହେଲିକ୍ୟାପ୍ଟର ଯୋଗେ ଫ-ସି ରହିଥିବା ଲୋକ ମାନଂକୁ ଉଦ୍ଧାର କରିଥିଲେ । ତେବେ ଏହି ଦୃଶ୍ୟ ଦେଖିବା ବେଳେ ଆପଣ ମାନଂକ ର ମଧ୍ୟ ଦେହ ଶୀତେଇ ଯିବ କାରଣ ଏହା ଜୀଵନ ଏବଂ ମୃ-ତ୍ୟୁ ର ମଝିରେ ଥିବା ଘ-ଟ-ଣା । ତେବେ ଏଥି ସହିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଏକ ଭିଡିଓ ସମ୍ମିଳନୀରେ କହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଖବର କୁ ନେଇ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *