ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଏବଂ ଶୁଣି ମଧ୍ୟ ଥିବେ କି ଜଳ ଵିହୁନେ ସୃଷ୍ଟି ନା-ଶ ଏବଂ ଜଳ ବହୁଳେ ମଧ୍ୟ ସୃଷ୍ଟି ନା-ଶ । ତେବେ ଏହି ବର୍ଷ ଜଳ କୁ ନେଇ ବହୁତ ଗୁଡିଏ ଅ-ଘ-ଟ-ଣ ଘ-ଟି ଚାଲିଛି । ତେବେ କେତେ ବେଳେ ଅଦିନିଆ ବର୍ଷା ଏବଂ ବାତ୍ୟା ଆଦି ଯୋଗୁଁ ଜଳ ଜୀଵନ ନଷ୍ଟ ହେଉଛି ତ କେଉଁଠି କିଏ ବନ୍ୟା ଜଳ ରେ ଭା-ସି ଯାଇଥିବ । ତେବେ ବର୍ତ୍ତମାନ ଫୁଣି ଥରେ ଏକ ବାତ୍ୟା ସବୁ କିଛି ଛାର ଖାର କରିଦେଇଛି ।
ତେବେ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲ୍ଲାରେ ଅଚାନକ ବନ୍ୟା ଆସିବାରୁ ତିନି ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୩୦ ଜଣ ନି-ଖୋ-ଜ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚେୟେରୁ ନଦୀର ଜଳସ୍ତର ବଢିଯିବାରୁ ବନ୍ଧ ଭା-ଙ୍ଗି-ବା ପରେ ଅନେକ ଗ୍ରାମରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଳ ସ୍ତର ବୃଦ୍ଧି ହେତୁ ନନ୍ଦଲୁରର ସ୍ୱାମୀ ଆନନ୍ଦ ମନ୍ଦିର ମଧ୍ୟ ଜ-ଳ-ମ-ଗ୍ନ ହୋଇଛି ।
ଏହି ସମୟରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିବ ମନ୍ଦିରରେ ପୂଜା କରୁଥିବା କିଛି ଭକ୍ତ ମଧ୍ୟ ବନ୍ୟା ପରିସ୍ଥିତିରେ ଫ-ସି ଯାଇଥିଲେ । ତେବେ ସୂଚନାଯୋଗ୍ୟ ଯେ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଜାରି ରହିଛି । ଚିତ୍ତୁର ଏବଂ କୁଡପ୍ପାରେ ହଠାତ୍ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନଦୀଗୁଡ଼ିକ ବି-ପ-ଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ପ୍ରବଳ ବର୍ଷା ହେତୁ କୁଡପ୍ପାର ଚେୟେରୁ ନଦୀ କୂଳରେ ଥିବା କିଛି ଗାଁ ଜଳ-ମ-ଗ୍ନ ହୋଇଛି । ପ୍ରବଳ ଜଳ ପ୍ରବାହରେ ଫ-ସି ରହିଥିବା କିଛି ଲୋକଙ୍କୁ ଥଇଥାନ କରିବାର କାର୍ଯ୍ୟ ଚାଲିଥିବା ବେଳେ ରାଜନପେଟରେ କିଛି ଲୋକ ପ୍ରବଳ ସ୍ରୋତରେ ଭା-ସି ଯାଇଛନ୍ତି । ତେବେ ଏହି ଘଟଣା ପରେ ଜାତୀୟ ବି-ପର୍ଯ୍ୟ-ସ୍ତ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବି-ପର୍ଯ୍ୟ-ୟ ମୁକାବିଲା ଟିମ ଏହି ଉଦ୍ଧାର କାର୍ଯ୍ୟ ରେ ଲାଗି ଯାଇଥିଲେ ।
ତେବେ ସେମାନେ ହେଲିକ୍ୟାପ୍ଟର ଯୋଗେ ଫ-ସି ରହିଥିବା ଲୋକ ମାନଂକୁ ଉଦ୍ଧାର କରିଥିଲେ । ତେବେ ଏହି ଦୃଶ୍ୟ ଦେଖିବା ବେଳେ ଆପଣ ମାନଂକ ର ମଧ୍ୟ ଦେହ ଶୀତେଇ ଯିବ କାରଣ ଏହା ଜୀଵନ ଏବଂ ମୃ-ତ୍ୟୁ ର ମଝିରେ ଥିବା ଘ-ଟ-ଣା । ତେବେ ଏଥି ସହିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଏକ ଭିଡିଓ ସମ୍ମିଳନୀରେ କହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଖବର କୁ ନେଇ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।