ଭଉଣୀ ଭାଇ ସହ ମନ୍ଦିରରେ କଲା ବିବାହ , କହିଲା ‘ଭାଇ ପିଲାର ମା’ ହେବାକୁ ଯାଉଛି ମୁଁ’ ଆଉ ତା’ ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ ତେବେ ପୃଥିବୀ ରେ ସବୁଠାରୁ ପବିତ୍ର ସମ୍ପର୍କ ଭାଇ ଭଉଣି ଙ୍କ ର କୁହାଯାଏ। ତେବେ ଏହି ସମ୍ପର୍କରେ ପ୍ରେମ,ସମ୍ମାନ ଏବଂ ବିଶ୍ୱାସ ରହିଥାଏ ତେବେ କିନ୍ତୁ ଆମର ଏହି ସମାଜରେ ଏପରି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଏହି ପବିତ୍ର ଭାଇ ଭଉଣୀ ସମ୍ପର୍କ କୁ କଳଙ୍କିତ କରିଦେଇଛନ୍ତି ଏବଂ ପରସ୍ପରକୁ ବିବାହ କରିଦେଇଛନ୍ତି। ତେବେ ଆସନ୍ତୁ ଏହି ଭଳି କିଛି ଘଟଣା ସମ୍ପର୍କ ରେ ଆଲୋଚନା କରିନେବା।

୧- ପ୍ରଥମ ରେ ହେଉଛି ଉତ୍ତରପ୍ରଦେଶ ର ତେବେ ଏଠାରେ ବାସ କରୁଥିବା ଜଣେ ଯୁବତୀ ଯେତେବେଳେ ନିଜ ବଡ଼ ଭାଇ ସହ ଘରକୁ ମଥାରେ ସିନ୍ଦୁର ପିନ୍ଧି ଫେରିଲା ତେବେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ତେବେ ତିନି ଭଉଣୀ ରେ ଗୋଟିଏ ଭାଇ ତେବେ ବଡ଼ ଭଉଣୀ ବିବାହ କରି ସାରିଛନ୍ତି ଏବଂ ମଝିଆ ଭଉଣୀ ସହ ତାର ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ତେବେ ଦିନେ ଦୁହେଁ ଲକ୍ଷନୌ ଯାଇ ସେଠାକାର ଏକ ମନ୍ଦିର ରେ ଦୁହେଁ ବିବାହ କରି ଘରକୁ ଫେରିଲେ। ତେବେ ସେଠାକାର ଲୋକମାନେ ଏହି ବିବାହ କୁ ସ୍ୱୀକୃତି ଦେଇ ନଥିଲେ ତେବେ ଦୁହେଁ ଘର ଛାଡ଼ି ପଳେଇ ଥିଲେ ଏଵଂ ରାସ୍ତା ରେ ପୋଲିସ ସେମାନଙ୍କୁ ଧରି ନେଇଥିଲା।


୨- ଦ୍ଵିତୀୟ ରେ ହେଉଛି ପଞ୍ଜାବ ର ରହୁଥିବା ଏକ ଝିଅ ର ସ୍ୱପ୍ନ ଥିଲା ବିଦେଶ ରେ ଯାଇ ରହିବା ତେବେ କିନ୍ତୁ ଭିସା ର ଅସୁବିଧା ଥିବାରୁ ସେ ବିଦେଶ ଯାଇ ପାରୁ ନଥିଲେ।ତେବେ ସେ ନିଜର ଭାଇ କୁ ଏହି ସମସ୍ୟା ବିଷୟରେ କହିଥିଲେ ଏବଂ ତା ଭାଇ ତାଙ୍କୁ ଅଜବ ସମାଧାନ ବିଷୟରେ କହିଥିଲେ ଏବଂ ସେଥିରେ ଘର ଲୋକମାନେ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ। ତେବେ ଦୁହେଁ ଗୁରୁଦ୍ୱାର ଯାଇ ବିବାହ କରି ମିଛ କାଗଜ ପତ୍ର କରିଥିଲେ ତେବେ ପୋଲିସ କୁ ଯେତେବେଳେ ଏହି ମିଛ ବିବାହ ଏବଂ କାଗଜ କଥା ଜଣା ପଡିଲା ସେତେବେଳେ ସେମାନେ ଦୁହେଁ ଫେରାର ହୋଇଗଲେ ଏବଂ ପୋଲିସ ତାଙ୍କୁ ଖୋଜିବରେ ଲାଗିଛି।


୩- ତୃତୀୟ ରେ ହେଉଛି ଭୋଜପୁର ଜିଲ୍ଲା ରେ ବାସ କରୁଥିବା ଜଣେ ପୁଅ ଟି ନିଜ ଭଉଣୀ ସହିତ ଶାରୀରିକ ସମ୍ପର୍କ ରଖିଥଲା । ଯେତେବେଳେ ଝିଅ ଟି ଗର୍ଭବତୀ ହୋଇଗଲା ସେତେବେଳେ ଦୁହେଁ ଘରୁ ପଳାଇ ମନ୍ଦିର ରେ ବିବାହ କରିଥିଲେ। ତେବେ ଝିଅ ଘରକୁ ନ ଫେରିବା ରୁ ଝିଅ ର ବାପା ଥାନା ରେ ଅଭିଯୋଗ କରିଥିଲେ । ପରେ ପୋଲିସ ଖୋଜି ଉଭୟ ଭାଇ ଓ ଭଉଣୀ କୁ ଥାନା କୁ ଆଣିଥିଲା ।

କିନ୍ତୁ ଥାନା ରେ ଝିଅ ଟି ଉତ୍ତର ରେ ଯାହା କହିଲା ତାହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲେ । ଝିଅ ଟି ନିଜ ଭାଇ କୁ ସ୍ୱାମୀ ବୋଲି କହିଥିଲା। ଏହାପରେ ଗାଁ ବାସୀ ମାନେ ଉଭୟ ଙ୍କୁ ଗାଁ ରେ ରହିବାକୁ ଦେଲେ ନାହିଁ ଏବଂ ପୋଲିସ କୁ ଅନୁରୋଧ କରିଥିଲେ ଯେ ଦୁହିଁ ଙ୍କୁ କଠୋର ଦଣ୍ଡ ମିଳୁ ତେବେ ଦୁହେଁ ଜେଲ ରେ ଅଛନ୍ତି।


୪- ଚତୁର୍ଥ ରେ ତେବେ ଆପଣ ମାନେ ବିବାହ କୁ ନେଇ ଅନେକ ପ୍ରଥା ଶୁଣିଥିବେ ଦେଖିଥିବେ ତେବେ ଏକ ସ୍ଥାନରେ ଏଭଳି ଏକ ପ୍ରଥା ରହିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।ତେବେ ଯଦି କୌଣସି ଝିଅ ର ମାଙ୍ଗଳିକ ଦୋଷ ଥିବ ତେବେ ତାକୁ ପ୍ରଥମେ କୁକୁର ସହ ବିବାହ କରେଇବେ ଏବଂ ପରେ ତାର ଦୋଷ କଟିବା ପରେ ଆଉଥରେ ଭଲ ରେ ବିବାହ କରେଇବେ।

Leave a Reply

Your email address will not be published. Required fields are marked *