‘ଓଃ ବଲମା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ସିରିଏଲ ତାରିଣୀ ଆଖିର ତାରା ର ତାରିଣୀ (Suman Pattnaik), ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ ‘ତାରିଣୀ ଆଖିର ତାରା’ ସିରିଏଲଟି ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ହେଉଛି ‘ତାରା ତାରିଣୀ’ ସିରିଏଲର ଦ୍ଵିତୀୟ ଭାଗ ଓ ଏହି ସିରିଏଲଟି ଗତ କିଛି ମାସ ହେବ ଓଡିଆ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଛି । ବହୁତ କମ ସମୟ ମଧ୍ୟରେ ଏହି ସିରିଏଲଟି ଅଧିକ ଲୋକପ୍ରିୟତା ହାସଲ କରିଛି ।

କାରଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ଏହି ସିରିଏଲରେ କାମ କରୁଥିବା ସମସ୍ତ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ସମସ୍ତେ ଏହି ସିରିଏଲରେ ତାରିଣୀ ଓ ମାମୁନିଙ୍କ ଭୂମିକା ନିଶ୍ଚୟ ଦେଖିଥିବେ ।

ଗତ କିଛି ସମୟ ହେବ ତାରିଣୀ ଓ ମାମୁନିଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଏବଂ ଏହି ଭିଡିଓର ଚର୍ଚା ସମସ୍ତ ସ୍ଥାନରେ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଉଭୟ ତାରିଣୀ ଓ ମାମୁନି ‘ଓ ବଲମା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

https://www.youtube.com/watch?v=9TxgPbsqBMc

ଉଭୟ ସୁ-ଟି-ଙ୍ଗ ଗେଟ ଅପ୍ ନେଇଛନ୍ତି ଓ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି । ଗତ କିଛି ସମୟ ହେବ ଏହି ଭିଡିଓ ଟ୍ରେଣ୍ଡିଙ୍ଗରେ ଅଛି ଓ ଲୋକମାନେ ଏହି ଭିଡିଓକୁ ବେସ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତାରିଣୀ ଓ ମାମୁନିଙ୍କ ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *