କ୍ରିକେଟ ଖେଳ ପ୍ରତି ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ଆଗ୍ରହ ରହିଥାଏ । ଲୋକମାନେ କ୍ରିକେଟ ର ଯେ କୌଣସି ବି ମ୍ୟାଚ ଟିଭିରେ ଦେଉଥିବା ସମୟରେ ଏହାକୁ ଦେଖିବା ସହିତ ଏହାର ଆନନ୍ଦ ନେଇଥାନ୍ତି । ଆଜି ଆମେ ଆପଣଙ୍କୁ ଆଇପିଏଲ ଖେଳରେ ସବୁଠାରୁ ଅଧିକ ମ୍ୟାନ ଅଫ ଦ ମ୍ୟାଚରେ ପୁରସ୍କୃତ ହୋଇଥିବା ପାଞ୍ଚ ଜଣ ଖେଳାଳିଙ୍କ ବିଷୟରେ କହିବୁ । ତାହେଲେ ଆସନ୍ତୁ ଜାଣିବା ସେହି ଖେଳାଳି ମାନଙ୍କ ବିଷୟରେ ।
୧ -କ୍ରିସ ଗେଲ
କ୍ରିସ ଗେଲ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୫ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି । ସେଥିରେ ସେ ୬ ଥର ଶତକ କରିଛନ୍ତି । କ୍ରିସ ଗେଲ ସମୁଦାୟ ୪୪୮୪ ରନ କରିଛନ୍ତି । କ୍ରିସ ଗେଲ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ରେ ୨୧ ଥର ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଛନ୍ତି ।
୨ -ଏବି ଡିବିଲିୟର୍ସ
ଏବି ଡିବିଲିୟର୍ସ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ର ୧୫୪ ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୩ ଟି ଶତକ କରିଛନ୍ତି । ଡିବିଲିୟର୍ସ ସମୁଦାୟ ୪୩୯୫ ରନ କରିଛନ୍ତି । ଡିବିଲିୟର୍ସ ବର୍ତମାନ ପର୍ଯ୍ୟନ୍ତ ୨୦ ଥର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି ।
୩ -ରୋହିତ ଶର୍ମା
ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ରେ ୧୮୮ ମ୍ଯାଚ ଖେଳିଛନ୍ତି । ଯେଉଁଥିରେ ସେ ୧ ଟି ଶତକ କରିଛନ୍ତି । ରୋହିତ ଶର୍ମା ସମୁଦାୟ ୪୮୯୮ ରନ କରିଛନ୍ତି । ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ରେ ୧୭ ଥର ମ୍ୟାନ ଅଫ ଦି ମ୍ୟାଚ ର ପୁରସ୍କାର ପାଇଛନ୍ତି ।
୪ -ମହେନ୍ଦ୍ର ସିଂହ ଧୋନୀ
ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ରେ ୧୯୦ ଟି ମ୍ୟାଚ ଖେଳିଛନ୍ତି ଏବଂ ଧୋନୀ ସମୁଦାୟ ୪୪୩୨ ରନ କରିଛନ୍ତି । ଧୋନୀ ଆଇପିଏଲ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଥର ମ୍ୟାନ ଅଫ ଦି ମ୍ୟାଚ ର ପୁରସ୍କାର ପାଇଛନ୍ତି ।
୫ -ଡେବିଡ ୱାର୍ନର
ଡେବିଡ ୱାର୍ନର ବାର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ରେ ୧୨୬ ଟି ମ୍ୟାଚ ଖେଳିଛନ୍ତି ଏବଂ ସେ ୪ ଟି ଶତକ ଲଗାଇଛନ୍ତି । ସେ ସମୁଦାୟ ୪୭୦୬ ରନ କରିଛନ୍ତି । ଡେବିଡ ୱାର୍ନର ଆଇପିଏଲ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଥର ମ୍ୟାନ ଅଫ ଦି ମ୍ୟାଚ ର ପୁରସ୍କାର ପାଇଛନ୍ତି । ଆପଣଙ୍କୁ ଆମର ହି ଆର୍ଟିକିଲ ପସନ୍ଦ ଆସିଥିଲେ ଏହାକୁ ଶେୟାର କରନ୍ତୁ ଓ କ୍ରିକେଟ ଜଗତର ସମସ୍ତ କ୍ଖାବାର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।