IND Vs NZ ମ୍ଯଚ୍ ରେ ଭାଇରାଲ ହୋଇଥିବା ଏହି ମିଷ୍ଟ୍ରି ଗର୍ଲ କିଏ ? ଯାହାଙ୍କ ପରିଚୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଗତ କାଲି ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି20ର ପ୍ରଥମ ମ୍ୟାଚ ଥିଲା । ଏହି ମ୍ୟାଚଟି ବହୁତ ଦମଦାର ଥିଲା । ଲୋକମାନେ ଏହି ମ୍ୟାଚଟିକୁ ବହୁତ ଉପଭୋଗ କରିଥିଲେ । ଖେଳର ଅନ୍ତ ଯାଏ କଣ ହେବ ତାହା କହିବା ବହୁତ କଷ୍ଟକର ଥିଲା ହେଲେ ଭାରତୀୟ ଟିମ ନ୍ୟୁଜଲାଣ୍ଡକୁ ହରାଇ ସମସ୍ତଙ୍କ ମନ ଜିତି ଥିଲେ । ମୁକବାଲା ସମୟରେ ଏମିତି ଏକ ଘଟଣା ହେଲା ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି ।

ମୁକାବାଲା ଚାଲୁ ଥିବା ସମୟରେ ଏକ ସୁନ୍ଦରୀ ଝିଅର ଭିଡିଓ ଟିଭି ସାମ୍ନାକୁ ଆସିଥିଲା ଓ ସେହି ଝିଅକୁ ଦେଖିବା ପାଇଁ ଖେଳାଳି ମାନେ ବି ଉତ୍ସୁକ ହୋଇଗଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କାଲିର ମ୍ୟାଚଟି ଜୟପୁରର ଏକ ଷ୍ଟାଡିୟମରେ ହୋଇଥିଲା  ।

ଏହି ମ୍ୟାଚର ଟସ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା ଜିତିଥିଲେ ଓ ନିଜ ଟିମ ପାଇଁ ବୋଲିଙ୍ଗ ବାଛି ଥିଲେ । ଭାରତୀୟ ଟିମର ବୋଲର ଭୁବନେଶ୍ବର କୁମାର, ଅଶ୍ଵିନ ଓ ଦୀପକ ଚହର ବହୁତ ଭଲ ପଦର୍ଶନ କରିଥିଲେ ଏବଂ ଗୋଟେ ପରେ ଗୋଟେ ନ୍ୟୁଜଲାଣ୍ଡ ଖେଳାଳି ମାନଙ୍କୁ ଆଉଟ କରିଥିଲେ । ନ୍ୟୁଜଲାଣ୍ଡ ଖେଳାଳି ମାନେ ୬ ୱିକେଟରେ ୧୬୪ ରନ୍ କରି ଭାରତ ପାଇଁ ୧୬୫ ରନ୍ ର ଟାର୍ଗେଟ ରଖିଦେଲେ ।

ଏହା ପରେ ରୋହିତ, କେ ଏଲ ରାହୁଲ, ସୂର୍ୟ କୁମାର ଯାଦବ ଓ ରିସବ ପନ୍ତ ବହୁତ ଭଲ ବ୍ୟାଟିଂ କରି ଭାରତକୁ ୫ ୱିକେଟରେ ୧୬୬ ରନ୍ କରି ଜିତାଇ ଥିଲେ  ।  ପ୍ରଥମ ଟି୨୦ରେ ଭାରତ ନ୍ୟୁଜଲାଣ୍ଡକୁ ୫ଟି ୱିକେଟରେ ହରାଇ ଦେଲା । ଏହି ମ୍ୟାଚଟି ବହୁତ ଦମଦାର ଥିଲା ଓ ଭାରତୀୟ ପ୍ରଶଂସକ ମାନେ ଏହି ମ୍ୟାଚ ଦେଖି ବହୁତ ଖୁସି ହୋଇଥିଲେ ।

ମୁକାବାଲା ସମୟରେ ଏକ ସୁନ୍ଦରୀ ଝିଅର ମୁହଁ ଟିଭି ସାମ୍ନାକୁ ଆସିଥିଲା ଯାହାକୁ ଫ୍ୟାନ୍ସ ମାନେ ଦେଖି ବହୁତ ଖୁସି ହୋଇଯାଇଥିଲେ । କେବଳ ଫ୍ୟାନ୍ସ ମାନେ ନୁହେଁ ବନ୍ଧୁଗଣ ରୋହିତ ଶର୍ମା, ଶ୍ରେଅ ଶୟର ଓ କେ ଏଲ ରାହୁଲ ମଧ୍ୟ ଏହି ଝିଅକୁ ମୁକାବାଲା ସମୟରେ ଦେଖିଥିଲେ । ସେହି ସୁନ୍ଦରୀ ଝିଅ ଜଣକ ହେଉଛନ୍ତି ଭାରତୀୟ ଟିମ ଖେଳାଳି ଦୀପକ ଚହଲଙ୍କ ଭଉଣୀ ମାଳତି ଚହର । ସେ ଭାରତୀୟ ଖେଳାଳିଙ୍କ ସମର୍ଥନ ପାଇଁ ଆସିଥିଲେ ଓ ତାଙ୍କୁ ଦେଖି ସମସ୍ତ ପ୍ରଶଂସକ ଖୁସି ହୋଇଯାଇଥିଲେ । 

Leave a Reply

Your email address will not be published. Required fields are marked *