ଦେଖନ୍ତୁ ହାରିବା ପରେ ରାଗିଗଲେ Iyer, ଗର୍ବରେ Pant ଙ୍କ ବିଷୟରେ ଯାହା କହିଲେ ଶୁଣି ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ 2022 ଆଇପିଏଲ ମ୍ୟାଚରେ ଆଉ ଏକ ବଡ ମୁକାବାଲା ଦେଖିବାକୁ ମିଳିଲା । ଦିଲ୍ଲୀ କ୍ୟାପିଟାଲ୍ସ ଆଉ କଲିକତା ନାଇଟ ରାଇଡ଼ର୍ସ ମଧ୍ୟରେ ଜବରଦସ୍ତ ମୁକାବାଲା ହୋଇଛି । ଉଭୟ ଟିମ ଉପରକୁ ଉଠିବା ପାଇଁ ଆପ୍ରାଣ ଚେଷ୍ଟା କରିଛନ୍ତି । ଏହି ମ୍ୟାଚରେ କ୍ୟାପଟେନ ପନ୍ଥ ଟସ ଜିତିଗଲେ । କଲିକତା ଟିମରେ କେତେକ ଦିଗଜ ବ୍ୟାଟ୍ସ ମ୍ୟାନ ଅଛନ୍ତି ହେଲେ ପନ୍ଥ ନିଜ ଦମଦାର ଖେଳ ପଦର୍ଶନରେ ପାଣି ପିଆଇ ଦେଲେ ।

ଫ୍ରିଞ୍ଚ ଆଉ ବେଙ୍କଟେସ ଆୟର ମ୍ୟାଚରେ ଭଲ ରନ୍ ବି କରିପାରିଲେ ନାହିଁ । ଅବଶ୍ୟ ଆୟର 32 ବଲରେ 42 ରନ୍ ବନେଇ ପାରିଲେ । ଦୁଃଖର କଥା ଏହା ହେଉଛି ଯେ ରସଲଙ୍କ ଭଳି ଦମଦାର ଖେଳାଳି ଶୂନ୍ୟ ରନ୍ ରେ ଆଉଟ ହେଇଗଲେ । ରସଲଙ୍କୁ କୁଳଦୀପ ଆଉଟ କଲେ । ଦିଲ୍ଲୀ ଆଗରେ 147 ରନ୍ ର ଟାର୍ଗେଟ ରଖାଗଲା । ପୃଥିବୀ ସୋଁ ଶୂନ୍ୟରେ ଆଉଟ ହେଇଗଲେ । ଏହା ପରେ ଡେଭିଡ ୱାର୍ନର 42 ରନ୍ କରିଲେ ।

ଏହା ପରେ ମୀଚେଲ 13, ଲଲିତ 22 ଆଉ ପନ୍ଥ 2 ରନ୍ ରେ ଆଉଟ ହେଇଗଲେ । ଏହା ପରେ ପବେଲ ମ୍ୟାଚକୁ ଜିତାଇ ଦେଲେ । ପନ୍ଥଙ୍କ ଠାରୁ ହାଇବା ପରେ ସୁରେଶ ଆୟର କରିଛନ୍ତି, ଆଜିର ମୁକାବାଲାରେ ଆମର ଆରମ୍ଭ ପଦର୍ଶନ ଏତେ ଭଲ ନଥିଲା । ମ୍ୟାଚ ଆରମ୍ଭରୁ ଆମେ କେତେକ ବଡ ୱିକେଟ ହରେଇଲୁ । ଏହା ଏକ ସାଧାରଣ କଥା ଯଦି ଆପଣଙ୍କର ୱିକେଟ ଗୋଟେ ପରେ ଗୋଟେ ଚାଲିଯିବ ନା ଆପଣଙ୍କ ମ୍ୟାଚ ଭଲ ହେବ ନା ମ୍ୟାଚରେ ସନ୍ତୁଳନ ।

ଯଦି ଆପଣଙ୍କ ଟିମ ସ୍କୋର ବୋର୍ଡରେ ବଡ ଲକ୍ଷ ବନେଇ ପାରୁ ନାହିଁ ତା ହେଲେ ଆପଣଙ୍କ ଟିମରେ ହିଁ କିଛି ଭୁଲ ଅଛି । ମୋତେ ଲାଗୁଛି ଆମ ଟିମର ଖେଳାଳି ମାନଙ୍କୁ ଏବେ ଶିଖିବାର ଆବଶ୍ୟକତା ରହିଛି । ଏବେ ମାତ୍ର ପାଞ୍ଚଟି ମ୍ୟାଚ ଅଛି ଯଦି ଆମେ ଭଲ ଖେଳିବୁ ତା ହେଲେ ଆମେ ବାହାରିବୁ । ପନ୍ଥ ଜଣେ ଭଲ କ୍ଯାପଟେନ ହୋଇ ସାରିଛନ୍ତି ।

ଆଶା କରୁଛି ପନ୍ଥ ଏହି ଭଳି ଭାବରେ ଆଗକୁ ବଢିବେ । ହେଲେ ଆଗାମୀ ସମୟରେ ଯଦି କଲିକତା ସହ ମୁକାବାଲା ହେବ ତା ହେଲେ ଆମେ ପନ୍ଥଙ୍କୁ ନିଶ୍ଚୟ ସବକ ଶିଖାଇବୁ’ । ଆୟର ପନ୍ଥଙ୍କ ପ୍ରଶଂସା କରିବା ସହ ତାଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କଲିକତା ଆଉ ଦିଲ୍ଲୀର ମ୍ୟାଚଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *