କ୍ଲାସରୁମ୍ ରେ ଛାତ୍ରୀଙ୍କ ଠାରୁ ଡ୍ୟାନ୍ସ ଶିଖିଲେ ଇଂରାଜୀ ଦିଦି, Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ସ୍କୁଲ ଛାତ୍ରୀ ଦିଦିଙ୍କୁ ଶିଖାଉ ଛନ୍ତି ଡ୍ୟାନ୍ସ ଆଉ ଦିଦି ବି ଛାତ୍ରୀଙ୍କ ସହ ଡ୍ୟାନ୍ସ କରୁଛନ୍ତି । ଏହା ହିଁ ହେଉଛି ଆନନ୍ଦମୟ ଶିକ୍ଷା ।

ଶିକ୍ଷକ ଯେ କେବଳ ପିଲାଙ୍କୁ ଶିଖେଇବେ ତାହା ନୁହେଁ ପିଲାମାନେ ବି ଶିକ୍ଷକଙ୍କୁ ଅନେକ କିଛି ଶିଖାଇ ପାରିବେ ଆଉ ଏହା ହେଉଛି ତାହାର ଏକ ଉଦାହରଣ । ଏ ହେଉଛି ଦିଲ୍ଲୀର ଏକ ସ୍କୁଲର ଭିଡିଓ ଯେଉଁଥିରେ ଜଣେ ଛାତ୍ରୀ ତାଙ୍କ ଶିକ୍ଷୟତ୍ରୀଙ୍କୁ ଡ୍ୟାନ୍ସ ଶିଖାଉ ଛନ୍ତି । ସ୍କୁଲ ଯିବାକୁ ପିଲାମାନେ ଅନେକ ସମୟରେ ଭୟ କରନ୍ତି କାଳେ ଶିକ୍ଷକ ମାଡ ମାରିବେ ହେଲେ ଅନ୍ୟ ପକ୍ଷରେ ଯଦି ଏମିତିଆ ସ୍କୁଲ ଶିକ୍ଷୟତ୍ରୀ ଥିବେ ତା ହେଲେ ସ୍କୁଲ ଯିବାକୁ କିଏ ବା ଖୁସି ମନେ ନ କରିବ ।

ଦିଲ୍ଲୀର ଏହା ହେଉଛି ଏକ ସରକାରୀ ସ୍କୁଲ ଆଉ ଜଣେ ଇଂରାଜୀ ଶିକ୍ଷୟତ୍ରୀ ପିଲା ଠାରୁ ଡ୍ୟାନ୍ସ ସିଖୁ ଛନ୍ତି । ଅନ୍ୟ ଛାତ୍ରୀ ମାନେ ତାଳି ମାରି ଶିକ୍ଷୟତ୍ରୀଙ୍କୁ ଉତ୍ସାହିତ କରୁଛନ୍ତି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିବା ସହ ଶିକ୍ଷୟତ୍ରୀଙ୍କ ଚିନ୍ତାଧାରା ଉପରେ ସମସ୍ତେ ପ୍ରଶଂସା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *