ରାତିରେ ଘରୁ ଫେରାର ହେଇଗଲେ 2 ପ୍ରେମୀ ଯୁଗଳ, ଆଉ ତା’ ପରେ ଗାଡିରେ ପୁଅଟି ଝିଅ ସହ ଯାହା କଲା ନା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତମାନ ଏହି ଆଧୁନିକ ଯୁଗରେ ପିଲା ମାନେ ବହୁତ ସ୍ମାର୍ଟ ଓ ଚାଲାକ୍ ହୋଇଗଲେଣି ଏମାନେ ଆଜି କାଲୀ ବାପା ମା ଙ୍କୁ ଠକିବା ପାଇଁ ପଛଉନାହାନ୍ତି । ତେବେ ଆଜି କାଲି ତ ପିଲା ମାନେ ୧୩,୧୪ ବର୍ଷ ହେଲା ବେଳକୁ ପ୍ରେମ କରୁଛନ୍ତି । ତେବେ ଆଜି କାଲି ପ୍ରାୟତଃ ସବୁ ପିଲା ପ୍ରେମ କରୁଛନ୍ତି, ସେମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ଜାଣନ୍ତୁ କିମ୍ବା ନ ଜାଣନ୍ତୁ ତଥାପି ବି ପ୍ରେମ କରୁଛନ୍ତି ।


ପିଲା ମାନଙ୍କ ପାଇଁ ପ୍ରେମ ର ମାନେ କହିବାକୁ କଥାବାର୍ତ୍ତା, ଦେଖାଚାହାଁ, ଚକଲେଟ୍ ଦିଆନିଆ ଆଉ ଶେଷ ରେ ଟିକେ ଅଧିକ ଦିନ ହୋଇଗଲେ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲପାଇବା । ଆଜି କାଲି ତ ଦୁନିଆରେ ଲଭ୍ ରେ ଏମିତି ଟ୍ରେଣ୍ଡ ଚାଲିଛି, ପିଲା ମାନେ ଏହି ଲଭ୍ ଚକ୍କର୍ ରେ ବହୁତ ଭୁଲ୍ କାମ ମଧ୍ୟ କରି ଦେଉଛନ୍ତି, ଯାହା ଦ୍ୱାରା କି ସେମାନଙ୍କୁ ପଛରେ ବହୁତ ଅନୁତାପ ମଧ୍ୟ କରିବାକୁ ପଡୁଛି । ଆମେ ମାନେ ସମସ୍ତେ ସୋସିଆଲ୍ ମିଡିଆରେ ନିଶ୍ଚିତ ଭାବେ ଯୋଡିତ ଥିବା ।

ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଆସେ । ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଲଭର୍ସ ମାନଙ୍କ ର ହିଁ ଥାଏ । ସେମାନେ ଲୁଚି ଲୁଚି ପ୍ରେମ କରନ୍ତି, ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ । ସେଥିପାଇଁ ସେମାନେ ଲୁଚି ଲୁଚି ପରସ୍ପର କୁ ଦେଖା କରିବା, କଥା ହେବା ଆଦି କାମ କରିଥାଆନ୍ତି । ତେବେ ଆମେ ମାନେ ଅନେକ ସମୟ ରେ ସୋସିଆଲ୍ ମିଡିଆରେ ଦେଖିଥିବା ଅନେକ ଲଭର୍ସ ଲୁଚି ଦେଖା କରୁଥିବା ଏବଂ କଥା ହେଉଥିବା ବେଳେ ଲୋକ ମାନେ ସେମାନଙ୍କୁ ଧରି ନିଅନ୍ତି ।

ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦୁଇ ଜଣ ପ୍ରେମୀ ଯୁଗଳ ଘର ଛାଡ଼ି ପଳେଇଛନ୍ତି ଏବଂ ପରସ୍ପର ସହ କୌଣସି କଥା କୁ ନେଇ ଝଗଡା କରୁଛନ୍ତି ।
ତେବେ ଭିଡିଓ ରେ ଦୁହେଁ ବହୁତ କମ ବୟସ ର ଲାଗୁଛନ୍ତି ଏବଂ ଦୁହେଁ ପରସ୍ପରକୁ ଭଲ ପାଆନ୍ତି ଏବଂ ଘର ଲୋକ ନ ରାଜି ହେବାରୁ ଦୁହେଁ ଘର ଛାଡ଼ି ପଳେଇଛନ୍ତି । ତେବେ କିନ୍ତୁ ଝିଅ ର ଦାଦା ଯିଏ ସେ ପୋଲିସ ରେ ଏମାନଙ୍କ ନାମ ରେ କେଶ କରି ଦେଇଛି ।

ତେବେ ସେହି କଥାକୁ ନେଇ ପୁଅ ଟି ଡରି ଏକ ଭିଡିଓ ବନେଇ ଥିଲା ଏବଂ ସେ ଝିଅ କୁ ବାଧ୍ୟ କରି ନାହିଁ ବୋଲି ମଧ୍ୟ କହୁଥିଲା ତେବେ ସେ ଝିଅ କୁ ଘରକୁ ଫେରିଯିବା ପାଇଁ ମଧ୍ୟ କହୁଥିଲା । କିନ୍ତୁ ଝିଅ ଟି କିଛି ବି ଶୁଣି ନଥିଲା ଏବଂ ତାକୁ କେହି ବାଧ୍ୟ କରି ନାହାନ୍ତି ଏବଂ ସେ ନିଜ ଇଚ୍ଛା ଅନୁସାରେ ଘର ଛାଡ଼ି ପଳେଇ ଆସିଛି ବୋଲି ଭିଡିଓ ରେ କହୁଥିବାର ଦେଖା ଯାଉଛି । ତେବେ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଜୋରରେ ଭାଇରାଲ ହେବାକୁ ମଧ୍ୟ ଲାଗୁଛି । ତେବେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *