ଶାରୀରିକ ସମ୍ବନ୍ଧ ବନେଇବା ସର୍ତ୍ତରେ ମିଳିଥିଲା କାମର ଅଫର, Bollywood ର ଏହି 5 Actress ହେଇଥିଲେ କାଷ୍ଟିଙ୍ଗ କାଉଚର ଶିକାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅଭିନେତ୍ରୀ ମାନେ ବହୁତ କଷ୍ଟ ଓ ସଂଘର୍ଷ କରନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ ସାମ୍ନା ଅଭିନେତ୍ରୀ ମାନଙ୍କୁ କରିବାକୁ ପଡିଥାଏ ।

ଅନେକ ଅଭିନେତ୍ରୀ ମାନେ କାଷ୍ଟିଙ୍ଗ କାଉଚର ସାମ୍ନା କରିଥିବାର ସ୍ଵୀକାର ମଧ୍ୟ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି ।

ରାଧିକା ଆପ୍ତେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ । ଆପଣ ମାନେ ସମସ୍ତେ ରାଧିକାଙ୍କୁ ଅନେକ ସୁପର ହିଟ ଫିଲ୍ମ ଓ ୱେବ ସିରିଜରେ ନିଶ୍ଚୟ ଦେଖିଥିବେ । ସେ ତାମିଲ, ବଙ୍ଗାଳୀ ଓ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ରାଧିକା ଆପ୍ତେ ସ୍ଵୀକାର କରିଛନ୍ତି ଯେ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କାଷ୍ଟିଙ୍ଗ କାଉଚର ଶିକାର ହେବାକୁ ପଡିଛି ।

ସୁରଭିନ ଚାବଲା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୁରଭିନ ଚାବଲା । ଅନେକ ଟିଭି ସିରିଏଲରେ କାମ କରିବା ପରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ସାଉଥ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁରଭିନଙ୍କୁ କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା ହେଲେ ତାଙ୍କ ମୁତାବକ ସେ ବୁଝାବଣା କରି ନଥିଲେ । ହେଲେ ବଲିଉଡରେ ତାଙ୍କୁ କଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡି ନାହିଁ ।

କଲ୍କି କୋଚଲିନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି କଲ୍କି କୋଚଲିନ । ଆପଣ ମାନେ ସମସ୍ତେ କଲ୍କିଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । କଲ୍କି ବଲିଉଡ ଡାଇରେକ୍ଟର ଅନୁରାଗ କଶ୍ୟପଙ୍କ ପୂର୍ବତ୍ତମ ପତ୍ନୀ ଅଟନ୍ତି । କଲ୍କି ମଧ୍ୟ କାଷ୍ଟିଙ୍ଗ କଉଚର ସାମ୍ନା କରିଛନ୍ତି । କଲ୍କିଙ୍କ ମତରେ, ସେ ଭାରତର ନୁହେଁ ସେଥିପାଇଁ ଲୋକ ମାନଙ୍କୁ ଲାଗୁ ଥିଲା ସେମାନେ ସହଜରେ କଲ୍କିଙ୍କର ଫାଇଦା ଉଠାଇବେ ହେଲେ ସେ କେବେବି ବୁଝାବଣା କରି ନାହାନ୍ତି ।

ଟିସ୍କା ଚୋପ୍ରା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିସ୍କା ଚୋପ୍ରା । ଟିସ୍କା ଆଜି ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ଅନେକ ସିରିଏଲ ଓ ଫିଲ୍ମରେ କାମ କରିଛନ୍ତି । ଟିସ୍କା ସମସ୍ତଙ୍କ ସାମ୍ନାରେ ସ୍ଵୀକାର କରିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ତାଙ୍କୁ କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା ।

ଏଲି ଅବରାମ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଏଲି ଅବରାମ । ଏଲିଙ୍କ ବଲିଉଡ କାରିୟର ଆରମ୍ଭ ହେବା ସମୟରେ ଦୁଇଜଣ ନିର୍ଦ୍ଦେଶକ ତାଙ୍କ ସହ ଶୋଇବା ପାଇଁ ଚାହୁଁ ଥିଲେ । ଏଲି ମଧ୍ୟ କାଷ୍ଟିଙ୍ଗ କାଉଚର ସାମ୍ନା କରିଛନ୍ତି ଏହା ସହ ତାଙ୍କୁ ବଡି ସେମିଙ୍ଗର ସାମ୍ନା ମଧ୍ୟ କରିବାକୁ ପଡିଛି ।

Leave a Reply

Your email address will not be published. Required fields are marked *